ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟରୁ ବାହାରିଲା ଝିଟିପିଟି । ଘଟଣାଟି ଗୁରୁବାରର ହୋଇଥିବା ବେଳେ ଆଜି ଲୋକଲୋଚନକୁ ଆସିଛି। ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ଲଣ୍ଡନ ଯାଉଥିଲା। ଗୁରୁବାର ଅପରାହ୍ଣ ଗୋଟାଏରେ ଏହା ଦିଲ୍ଲୀରୁ ଉଡାଣ ଆରମ୍ଭ କରିଥିଲା। ଏହା ପରେ ଯାତ୍ରୀମାନଙ୍କୁ ଖାଦ୍ୟ ପରସା ଯାଇଥିଲା। ଜଣେ ଯାତ୍ରୀ ବର୍ଗର ଅର୍ଡର କରିଥିଲେ। ତାଙ୍କୁ ଆଣି ବର୍ଗର ଦିଆଯାଇଥିଲା। ତେବେ ସେ ବର୍ଗର ପ୍ୟାକେଟି ଖୋଲିବା ମାତ୍ରେ ସେଥିରେ ଏକ ମଲା ଝିଟିପିଟି ଦେଖିଥିଲେ ଓ ଚିଲ୍ଲାଇ ଥିଲେ। ବିମାନ କର୍ମଚାରୀ ମାନେ ତାଙ୍କୁ ପରେ ଅଲଗା ପ୍ୟାକେଟ୍ ଦେଇଥିଲେ। ତେବେ ଯାତ୍ରୀ ଜଣଙ୍କ ଏନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।
Business
ସକାଳେ ଥିଲା ମିଟିଂ, ଯୋଗଦେଇ ନ ପାରିବାରୁ ୯୯ ଜଣଙ୍କୁ କାଢିଦେଲେ CEO
୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରିଛି କମ୍ପାନୀ।
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।