ଏୟାର ଇଣ୍ଡିଆ ବିମାନ ଖାଦ୍ୟରେ ଝିଟିପିଟି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟରୁ ବାହାରିଲା ଝିଟିପିଟି । ଘଟଣାଟି ଗୁରୁବାରର ହୋଇଥିବା ବେଳେ ଆଜି ଲୋକଲୋଚନକୁ ଆସିଛି। ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ଲଣ୍ଡନ ଯାଉଥିଲା। ଗୁରୁବାର ଅପରାହ୍ଣ ଗୋଟାଏରେ ଏହା ଦିଲ୍ଲୀରୁ ଉଡାଣ ଆରମ୍ଭ କରିଥିଲା। ଏହା ପରେ ଯାତ୍ରୀମାନଙ୍କୁ  ଖାଦ୍ୟ ପରସା ଯାଇଥିଲା। ଜଣେ ଯାତ୍ରୀ ବର୍ଗର ଅର୍ଡର କରିଥିଲେ। ତାଙ୍କୁ ଆଣି ବର୍ଗର ଦିଆଯାଇଥିଲା। ତେବେ ସେ ବର୍ଗର ପ୍ୟାକେଟି ଖୋଲିବା ମାତ୍ରେ ସେଥିରେ […]

flight

flight

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 11:16 AM IST

Sports

Latest News

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟରୁ ବାହାରିଲା ଝିଟିପିଟି । ଘଟଣାଟି ଗୁରୁବାରର ହୋଇଥିବା ବେଳେ ଆଜି ଲୋକଲୋଚନକୁ ଆସିଛି। ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ଲଣ୍ଡନ ଯାଉଥିଲା। ଗୁରୁବାର ଅପରାହ୍ଣ ଗୋଟାଏରେ ଏହା ଦିଲ୍ଲୀରୁ ଉଡାଣ ଆରମ୍ଭ କରିଥିଲା। ଏହା ପରେ ଯାତ୍ରୀମାନଙ୍କୁ  ଖାଦ୍ୟ ପରସା ଯାଇଥିଲା। ଜଣେ ଯାତ୍ରୀ ବର୍ଗର ଅର୍ଡର କରିଥିଲେ। ତାଙ୍କୁ ଆଣି ବର୍ଗର ଦିଆଯାଇଥିଲା। ତେବେ ସେ ବର୍ଗର ପ୍ୟାକେଟି ଖୋଲିବା ମାତ୍ରେ ସେଥିରେ ଏକ ମଲା ଝିଟିପିଟି ଦେଖିଥିଲେ ଓ ଚିଲ୍ଲାଇ ଥିଲେ। ବିମାନ କର୍ମଚାରୀ ମାନେ ତାଙ୍କୁ ପରେ ଅଲଗା ପ୍ୟାକେଟ୍ ଦେଇଥିଲେ। ତେବେ ଯାତ୍ରୀ ଜଣଙ୍କ ଏନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story