ଆମାଜନ୍‌ ଆଣିଲା ନୂଆ ସେବା: ମାତ୍ର ଦୁଇ ଘଣ୍ଟାରେ ଆପଣଙ୍କ ଘରେ ପହଞ୍ଚାଇବ ଜିନିଷ

ନୂଆଦିଲ୍ଲୀ: ଆମେରିକୀୟ ଇ-କମର୍ସ କମ୍ପାନୀ Amazon ଭାରତରେ ଆରମ୍ଭ କରିଛି ନୂଆ ସେବା। ଏହାର ନାଁ ‘2-hour delivery’।  Amazon Fresh Storeରେ ଏହି ସେବା ଉପଲବ୍ଧ ହେବ।  ଏହି ସେବା ଅନୁଯାୟୀ, ମାତ୍ର ୨ ଘଣ୍ଟାରେ ଆପଣଙ୍କ ଘରେ ପହଞ୍ଚିବ ଆପଣଙ୍କ ଅର୍ଡର କରିଥିବା ଜିନିଷ। Amazon Fresh Storeରୁ ଆପଣ କେବଳ ଗ୍ରୋସରୀ ଜିନିଷ, ଫଳ, ପନିପରିବା, ଦୁଗ୍ଧ ଜାତୀୟ ପଦାର୍ଥ, ମାଂସ, ଆଇସ୍କ୍ରିମ୍‌, ପ୍ୟାକେଟ୍‌ ଖାଦ୍ୟ, ପର୍ସନାଲ୍‌ କେୟାର ଓ ହୋମ୍‌ କେୟାର୍‌ […]

amazon

amazon

Chinmayee Roy
  • Published: Friday, 23 August 2019
  • Updated: 23 August 2019, 06:57 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକୀୟ ଇ-କମର୍ସ କମ୍ପାନୀ Amazon ଭାରତରେ ଆରମ୍ଭ କରିଛି ନୂଆ ସେବା। ଏହାର ନାଁ ‘2-hour delivery’।  Amazon Fresh Storeରେ ଏହି ସେବା ଉପଲବ୍ଧ ହେବ।  ଏହି ସେବା ଅନୁଯାୟୀ, ମାତ୍ର ୨ ଘଣ୍ଟାରେ ଆପଣଙ୍କ ଘରେ ପହଞ୍ଚିବ ଆପଣଙ୍କ ଅର୍ଡର କରିଥିବା ଜିନିଷ।

Amazon Fresh Storeରୁ ଆପଣ କେବଳ ଗ୍ରୋସରୀ ଜିନିଷ, ଫଳ, ପନିପରିବା, ଦୁଗ୍ଧ ଜାତୀୟ ପଦାର୍ଥ, ମାଂସ, ଆଇସ୍କ୍ରିମ୍‌, ପ୍ୟାକେଟ୍‌ ଖାଦ୍ୟ, ପର୍ସନାଲ୍‌ କେୟାର ଓ ହୋମ୍‌ କେୟାର୍‌ ସାମଗ୍ରୀ ମଗାଇ ପାରିବେ। ଅର୍ଥାତ୍‌ ଏହା ବାଦ୍ ଅନ୍ୟ ସାମଗ୍ରୀ ପାଇଁ ଆପଣ ଏହି ସେବାକୁ ବ୍ୟବହାର କରିପାରିବେ ନାହିଁ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, Amazon Fresh Store ଆମାଜନ୍‌ Prime Nowର ଏକ ସର୍ଭିସ ହେବ ଓ ଏହା ସକାଳ ୬ଟାରୁ ରାତି ୧୨ ପର୍ଯ୍ୟନ୍ତ ଡେଲିଭରୀ ଦେବ। ପୂର୍ବରୁ Prime Nowରେ ଲୋକମାନେ ଗ୍ରୋସରୀ ଅର୍ଡର କରୁଥିଲେ। ହେଲେ ଏବେ ସିଧାସଳଖ ‘Amazon Fresh Store’ ଆପ୍‌ରୁ ହିଁ ମଗାଇପାରିବେ। ଏବେ ବି Prime Now ଆପ୍‌ କାମ କରିବ। ତେବେ କେବଳ ଦିଲ୍ଲୀ, ଏନ୍‌ସିଆର୍‌, ମୁମ୍ବାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ଏହା କାମ କରିବ।

କମ୍ପାନୀର ଜଣେ ଅଧିକାରୀ କହିଛନ୍ତି,“ ଆମାଜନ୍‌ ଫ୍ରେଶ୍‌ ଏହି 2-hour delivery ସେବା ବେଙ୍ଗାଲୁରୁରୁ ଆରମ୍ଭ କରୁଛି। ଖୁବ୍‌ଶୀଘ୍ର ଏହା ଦେଶର ଅନ୍ୟ ସହରରେ ମଧ୍ୟ ଆରମ୍ଭ ହୋଇଯିବ। ‘Amazon Fresh Store’ ଆପ୍ ଜରିଆରେ ସମସ୍ତ ଗ୍ରାହକଙ୍କୁ 2-hour deliveryର ସେବା ମିଳିବ। ଯଦି ଆପଣ ୬୦୦ ଟଙ୍କା ଉପରକୁ ଅର୍ଡର କରନ୍ତି, ତା’ହେଲେ ଆପଣଙ୍କୁ ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଆଉ ଏହାଠୁ କମ୍‌ ମୂଲ୍ୟର ଅର୍ଡର କଲେ ଆପଣଙ୍କୁ ୨୯ ଟଙ୍କାର ଡେଲିଭରି ଚାର୍ଜ ଦେବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story