ଅଂଶୁଲା କାନ୍ତ ଏସବିଆଇର ନୂଆ ସିଏଫଓ

ନୂଆଦିଲ୍ଲୀ: ଅଂଶୁଲା କାନ୍ତ ହୋଇଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ)ର  ଚିଫ୍ ଫାଇନାନସିଆଲ୍ ଅଫିସର (ସିଏଫ୍ଓ)। ସେ ଏସବିଆଇର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଓ ସିଏଫଓ ପଦରେ ନିଯୁକ୍ତି ପାଇଛନ୍ତି। ଗୁରୁବାର ଏସବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି। ଅଂଶୁଲା କାନ୍ତ ୧୯୮୩ ମସିହାରେ ଏସବିଆଇରେ ପିଓ ଭାବେ ଯୋଗ ଦେଇଥିଲେ। ବ୍ୟାଙ୍କର ବିଭିନ୍ନ ବିଭାଗରେ ତାଙ୍କର କାମ କରିବାର ଅଭିଜ୍ଞତା ରହିଛି। ତାଙ୍କ ପୂର୍ବରୁ ପି.କେ ଗୁପ୍ତା ଏସବିଆଇର ସିଏଫଓ ଥିଲେ। ଗୁପ୍ତା ବର୍ତମାନ […]

anshulakant

anshulakant

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 11:23 AM IST

Sports

Latest News

ନୂଆଦିଲ୍ଲୀ: ଅଂଶୁଲା କାନ୍ତ ହୋଇଛନ୍ତି ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ)ର  ଚିଫ୍ ଫାଇନାନସିଆଲ୍ ଅଫିସର (ସିଏଫ୍ଓ)। ସେ ଏସବିଆଇର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଓ ସିଏଫଓ ପଦରେ ନିଯୁକ୍ତି ପାଇଛନ୍ତି। ଗୁରୁବାର ଏସବିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଅଂଶୁଲା କାନ୍ତ ୧୯୮୩ ମସିହାରେ ଏସବିଆଇରେ ପିଓ ଭାବେ ଯୋଗ ଦେଇଥିଲେ। ବ୍ୟାଙ୍କର ବିଭିନ୍ନ ବିଭାଗରେ ତାଙ୍କର କାମ କରିବାର ଅଭିଜ୍ଞତା ରହିଛି।

ତାଙ୍କ ପୂର୍ବରୁ ପି.କେ ଗୁପ୍ତା ଏସବିଆଇର ସିଏଫଓ ଥିଲେ। ଗୁପ୍ତା ବର୍ତମାନ ଏସବିଆଇ କାପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story