ଆପଲ୍‌ କମ୍ପାନୀକୁ ସାମ୍‌ସଙ୍ଗ ଦେବ ୧୨୦ ମିଲିୟନ ଡଲାର

ନ୍ୟୁୟର୍କ: ଆମେରିକାର ଏକ ଫେଡେରାଲ କୋର୍ଟରେ ଦକ୍ଷିଣ କୋରିଆର ମୋବାଇଲ କମ୍ପାନୀ ସାମସଙ୍ଗକୁ ଶକ୍ତ ଧକ୍କା ଲାଗିଛି। ଏକ ମାମଲାର ବିଚାର କରି କୋର୍ଟ ସାମ୍‌ସଙ୍ଗକୁ ଆପଲ କମ୍ପାନୀକୁ ୧୨୦ ମିଲିୟନ ଡଲାରା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍‌ସଙ୍ଗ Galaxy Note 7 ବ୍ୟାଟେରିରେ ବିସ୍ଫୋରଣ ହେବାକୁ ନେଇ ଆପଲ କମ୍ପାନୀ କୋର୍ଟକୁ ଯାଇଥିଲା ଓ ସାମ୍‌ସଙ୍ଗ ଆପଲର ପାଟେଣ୍ଟ ନିୟମ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ କରିଥିଲା। ଏହାର ବିଚାର କରି କୋର୍ଟ ଏହି […]

apple

apple

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 04:34 PM IST

Sports

Latest News

ନ୍ୟୁୟର୍କ: ଆମେରିକାର ଏକ ଫେଡେରାଲ କୋର୍ଟରେ ଦକ୍ଷିଣ କୋରିଆର ମୋବାଇଲ କମ୍ପାନୀ ସାମସଙ୍ଗକୁ ଶକ୍ତ ଧକ୍କା ଲାଗିଛି। ଏକ ମାମଲାର ବିଚାର କରି କୋର୍ଟ ସାମ୍‌ସଙ୍ଗକୁ ଆପଲ କମ୍ପାନୀକୁ ୧୨୦ ମିଲିୟନ ଡଲାରା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସାମ୍‌ସଙ୍ଗ Galaxy Note 7 ବ୍ୟାଟେରିରେ ବିସ୍ଫୋରଣ ହେବାକୁ ନେଇ ଆପଲ କମ୍ପାନୀ କୋର୍ଟକୁ ଯାଇଥିଲା ଓ ସାମ୍‌ସଙ୍ଗ ଆପଲର ପାଟେଣ୍ଟ ନିୟମ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ କରିଥିଲା। ଏହାର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି,“ଆପଲର ଅନ୍‌ଲକ୍‌ ସ୍ଲାଇଡ ଓ କୱିକ୍‌ ଲିଙ୍କ ପାଟେଣ୍ଟ ନିୟମକୁ ସାମ୍‌ସଙ୍ଗ କମ୍ପନୀ ଉଲ୍ଲଂଘନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story