ଆପଲ୍‌ କମ୍ପାନୀକୁ ସାମ୍‌ସଙ୍ଗ ଦେବ ୧୨୦ ମିଲିୟନ ଡଲାର

ନ୍ୟୁୟର୍କ: ଆମେରିକାର ଏକ ଫେଡେରାଲ କୋର୍ଟରେ ଦକ୍ଷିଣ କୋରିଆର ମୋବାଇଲ କମ୍ପାନୀ ସାମସଙ୍ଗକୁ ଶକ୍ତ ଧକ୍କା ଲାଗିଛି। ଏକ ମାମଲାର ବିଚାର କରି କୋର୍ଟ ସାମ୍‌ସଙ୍ଗକୁ ଆପଲ କମ୍ପାନୀକୁ ୧୨୦ ମିଲିୟନ ଡଲାରା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍‌ସଙ୍ଗ Galaxy Note 7 ବ୍ୟାଟେରିରେ ବିସ୍ଫୋରଣ ହେବାକୁ ନେଇ ଆପଲ କମ୍ପାନୀ କୋର୍ଟକୁ ଯାଇଥିଲା ଓ ସାମ୍‌ସଙ୍ଗ ଆପଲର ପାଟେଣ୍ଟ ନିୟମ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ କରିଥିଲା। ଏହାର ବିଚାର କରି କୋର୍ଟ ଏହି […]

apple

apple

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 04:34 PM IST

Sports

Latest News

ନ୍ୟୁୟର୍କ: ଆମେରିକାର ଏକ ଫେଡେରାଲ କୋର୍ଟରେ ଦକ୍ଷିଣ କୋରିଆର ମୋବାଇଲ କମ୍ପାନୀ ସାମସଙ୍ଗକୁ ଶକ୍ତ ଧକ୍କା ଲାଗିଛି। ଏକ ମାମଲାର ବିଚାର କରି କୋର୍ଟ ସାମ୍‌ସଙ୍ଗକୁ ଆପଲ କମ୍ପାନୀକୁ ୧୨୦ ମିଲିୟନ ଡଲାରା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସାମ୍‌ସଙ୍ଗ Galaxy Note 7 ବ୍ୟାଟେରିରେ ବିସ୍ଫୋରଣ ହେବାକୁ ନେଇ ଆପଲ କମ୍ପାନୀ କୋର୍ଟକୁ ଯାଇଥିଲା ଓ ସାମ୍‌ସଙ୍ଗ ଆପଲର ପାଟେଣ୍ଟ ନିୟମ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ କରିଥିଲା। ଏହାର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି। କୋର୍ଟ ତାଙ୍କ ରାୟରେ କହିଛନ୍ତି,“ଆପଲର ଅନ୍‌ଲକ୍‌ ସ୍ଲାଇଡ ଓ କୱିକ୍‌ ଲିଙ୍କ ପାଟେଣ୍ଟ ନିୟମକୁ ସାମ୍‌ସଙ୍ଗ କମ୍ପନୀ ଉଲ୍ଲଂଘନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos