ଆସାମରେ ୱାଇ-ୱାଇ ନୁଡୁଲ୍ସ ବ୍ୟାନ୍

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲ୍ସ ଘଟଣା ପରେ ଅଧିକାଂଶ ନୁଡୁଲ୍ସ ପ୍ରସ୍ତୁତକାରୀ କଂପାନୀଗୁଡ଼ିକ ପାଇଁ ବେଳା ଖରାପ ଚାଲିଛି। ଆସାମ ସରକାର ୱାଇ-ୱାଇ ନୁଡୁଲ୍ସକୁ ବି ବ୍ୟାନ‌ କରି ଦେଇଛନ୍ତି । ୩୦ ଦିନ ପାଇଁ ଏହି କଂପାନୀ ଦ୍ୱାରା ପ୍ରସ୍ତୁତ ସମସ୍ତ ପ୍ରକାର ନୁଡୁଲ୍ସ ଉପରେ ବ୍ୟାନ୍ ଜାରି କରିଛନ୍ତି ଆସାମ ସରକାର। ଏଥିରେ ମଧ୍ୟ ମାତ୍ରାଧିକ ମୋନୋସୋଡିୟମ ଗ୍ଲୁଟାମେଟ୍ (ଏମଏସଜି) ଥିବା ଦର୍ଶାଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୱାଇ-ୱାଇ ନୁଡୁଲ୍ସ ଅସୁରକ୍ଷିତ ବୋଲି ସରକାର […]

wai-wai-chicken

wai-wai-chicken

Rakesh Mallick
  • Published: Tuesday, 16 June 2015
  • Updated: 17 June 2015, 11:38 AM IST

Sports

Latest News

ନୂଆଦିଲ୍ଲୀ: ମ୍ୟାଗି ନୁଡୁଲ୍ସ ଘଟଣା ପରେ ଅଧିକାଂଶ ନୁଡୁଲ୍ସ ପ୍ରସ୍ତୁତକାରୀ କଂପାନୀଗୁଡ଼ିକ ପାଇଁ ବେଳା ଖରାପ ଚାଲିଛି। ଆସାମ ସରକାର ୱାଇ-ୱାଇ ନୁଡୁଲ୍ସକୁ ବି ବ୍ୟାନ‌ କରି ଦେଇଛନ୍ତି । ୩୦ ଦିନ ପାଇଁ ଏହି କଂପାନୀ ଦ୍ୱାରା ପ୍ରସ୍ତୁତ ସମସ୍ତ ପ୍ରକାର ନୁଡୁଲ୍ସ ଉପରେ ବ୍ୟାନ୍ ଜାରି କରିଛନ୍ତି ଆସାମ ସରକାର। ଏଥିରେ ମଧ୍ୟ ମାତ୍ରାଧିକ ମୋନୋସୋଡିୟମ ଗ୍ଲୁଟାମେଟ୍ (ଏମଏସଜି) ଥିବା ଦର୍ଶାଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୱାଇ-ୱାଇ ନୁଡୁଲ୍ସ ଅସୁରକ୍ଷିତ ବୋଲି ସରକାର ଘୋଷଣା କରିଛନ୍ତି।

ଖାଦ୍ୟ ସୁରକ୍ଷା ଓ ମାନ ଅଧିନିୟମର ୨୦୦୬ର ଧାରା ୩୦ (୨କ) ଅନୁସାରେ ଏହି ବ୍ୟାନ୍ ଜାରି କରାଯାଇଛି। ୱାଇ-ୱାଇ ୧-୨-୩ ନୁଡୁଲ୍ସ (ମିନି) ଓ ୱାଇ-ୱାଇ ମିନି ରେଡି ଠୁ ଇଟ୍ ନୁଡୁଲ୍ସର ଉପାଦନ, ବିତରଣ ଓ ବିକ୍ରି ଉପରେ ରୋକ ଲଗାଯାଇଛି।

ସୂଚନାଯୋଗ୍ୟ, ନେସଲେ ଇଣ୍ଡିଆ ପକ୍ଷରୁ ୩୨୦ କୋଟି ଟଙ୍କାର ମ୍ୟାଗି ନୁଡୁଲ୍ସ ନଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ଅଷ୍ଟ୍ରେଲିଆ ସରକାର ଭାରତରେ ପ୍ରସ୍ତୁତ ମ୍ୟାଗି ନୁଡୁଲ୍ସ ସମେତ ଅନ୍ୟ ସମସ୍ତ ବ୍ରାଣ୍ଡର ନୁଡୁଲ୍ସ ଆମଦାନୀ ଉପରେ ସାମୟିକ ସମୟ ପାଇଁ କଟକଣା ଜାରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story