ବଜାରକୁ ଆସିଲା ସେଲେରିଓର ଡିଜେଲ୍ ଭର୍ସନ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ଏହାର ସେଲେରିଓ କାରର ଡିଜେଲ୍ ଇଞ୍ଜିନ୍ ଭର୍ସନକୁ ବଜାରକୁ ଛାଡ଼ିଛି। ଏହା ସୁଜୁକିର ମୂଳ ଡିଜେଲ ଇଂଜିନ୍ ଉପରେ ଆଧାରିତ। କଂପାନୀର ଏହି ଡିଜେଲ ଭର୍ସନ ସେଲେରିଓ କାରର ଦାମ ୪.୬୫ ଲକ୍ଷରୁ ୫.୭୧ ଲକ୍ଷ (ଦିଲ୍ଲୀ ବଜାରରେ) ଟଙ୍କା ମଧ୍ୟରେ ରହିଛି। କଂପାନୀ ପକ୍ଷରୁ କୁହାଯାଇଛି ଯେ ସେଲେରିଓ ଡିଜେଲ୍ କାରରେ ୭୯୩ ସିସିର ଇଞ୍ଜିନ୍ ଲାଗିଛି। ଏହି କାର ଏକ ଲିଟରରେ ୨୭.୬୨ କିଲୋମିଟର ଚାଲିବ। ଏଥିରେ […]

celerio

celerio

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 02:34 PM IST

Sports

Latest News

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ଏହାର ସେଲେରିଓ କାରର ଡିଜେଲ୍ ଇଞ୍ଜିନ୍ ଭର୍ସନକୁ ବଜାରକୁ ଛାଡ଼ିଛି। ଏହା ସୁଜୁକିର ମୂଳ ଡିଜେଲ ଇଂଜିନ୍ ଉପରେ ଆଧାରିତ। କଂପାନୀର ଏହି ଡିଜେଲ ଭର୍ସନ ସେଲେରିଓ କାରର ଦାମ ୪.୬୫ ଲକ୍ଷରୁ ୫.୭୧ ଲକ୍ଷ (ଦିଲ୍ଲୀ ବଜାରରେ) ଟଙ୍କା ମଧ୍ୟରେ ରହିଛି।

କଂପାନୀ ପକ୍ଷରୁ କୁହାଯାଇଛି ଯେ ସେଲେରିଓ ଡିଜେଲ୍ କାରରେ ୭୯୩ ସିସିର ଇଞ୍ଜିନ୍ ଲାଗିଛି। ଏହି କାର ଏକ ଲିଟରରେ ୨୭.୬୨ କିଲୋମିଟର ଚାଲିବ। ଏଥିରେ ସୁଜୁକି ମୋଟର କମ୍ପ୍ରେସନ୍ ପ୍ରକାରେ ବିକଶିତ କରାଯାଇଥିବା ପ୍ରଥମ ଡିଜେଲ୍ ଇଞ୍ଜିନ୍ ଡିଡିଆଇଏସ୍-୧୨୫ ଲଗାଯାଇଛି। କଂପାନୀର ମ୍ୟାନେଜିଂ ଡାଇରେକ୍ଟର ତଥା ଚିଫ୍ ଏକଜିକ୍ୟୁଟିଭ୍ କନିଚୀ ଅୟୁକାବା କହିଛନ୍ତି ଯେ ଆରାମଦାୟକ ଡ୍ରାଇଭିଂ ପାଇଁ ଏହି ଡିଜେଲ୍ ଇଞ୍ଜିନକୁ ବିକଶିତ କରାଯାଇଛି। ସହର ଭିତରେ ତଥା ଜାତୀୟ ରାଜପଥ ଗୁଡ଼ିକରେ ଚଲାଇବାକୁ ଏହି କାର ପୂରା ଫିଟ୍।

ଗତବର୍ଷ ଫେବୃଆରୀରେ କଂପାନୀ ସେଲେରିଓର ପେଟ୍ରୋଲ୍ କାର ବଜାରକୁ ଛାଡ଼ିଥିଲା। ଆଉ ଏଯାବତ ୯୫,୦୦୦ଟି ସେଲେରିଓ ପେଟ୍ରୋଲ କାର ବିକ୍ରି ହୋଇସାରିଲାଣି। ତେଣୁ କଂପାନୀ କର୍ତ୍ତୃପକ୍ଷ ଆଶା ରଖିଛନ୍ତି ଯେ ସେଲେରିଓର ଏହି ଡିଜେଲ ଭର୍ସନ କାର୍ ମଧ୍ୟ ଲୋକଙ୍କୁ ପସନ୍ଦ ଆସିବ।

ସେଲେରିଓ ପେଟ୍ରୋଲ ଭର୍ସନ କାରଗୁଡ଼ିକର ଦାମ ୩.୯୦ ଲକ୍ଷରୁ ୪.୯୬ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ଏହାର ଅଟୋମେଟିକ୍ ଭର୍ସନ ଗୁଡ଼ିକର ଦାମ ୪.୪ ରୁ ୫ ଲକ୍ଷ ମଧ୍ୟରେ ରହିଛି। ଏହା ବ୍ୟତୀତ କଂପାନୀ ସେଲେରିଓର ସିଏନଜି ଭର୍ସନ କାରର ଦାମ୍ ୪.୮୫ ଲକ୍ଷ ଟଙ୍କା ରଖାଯାଇଛି।

କନିଚୀ ଅୟୁକାବା କହିଛନ୍ତି ଯେ ବଜାରରେ ବର୍ତ୍ତମାନ କଂପାନୀର ଚାଲିଥିବା ଅନ୍ୟ କିଛି ମଡେଲର କାରଗୁଡ଼ିକରେ ବି ଏହି ଛୋଟ ଡିଜେଲ ଇଞ୍ଜିନ୍ ଲଗାଯିବା ପାଇଁ ବିଚାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story