ଭାରତର ୪୦୦ ରେଳଷ୍ଟେସନରେ ୱାଇ-ଫାଇ ବ୍ୟବସ୍ଥା କରିବ ଗୁଗଲ

ସାନ ଜୋସ: ଭାରତର ୪୦୦ଟି ରେଳଷ୍ଟେସନରେ ଗୁଗଲ ୱାଇ-ଫାଇ ବ୍ୟବସ୍ଥା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି। ଭାରତର ଜନ୍ମିତ ସୁନ୍ଦର କହିଛନ୍ତି ଯେ, ଆସନ୍ତା (୨୦୧୬) ଶେଷ ସୁଦ୍ଧା ଭାରତର ୧୦୦ଟି ବ୍ୟସ୍ତବହୁଳ ରେଳ ଷ୍ଟେସନରେ ୱାଇ-ଫାଇ ବ୍ୟବସ୍ଥା କରାଯିବ। ପରେ ଆଉ ୩୦୦ ରେଳଷ୍ଟେସନରେ ୱାଇ-ଫାଇ ବ୍ୟବସ୍ଥା କରାଯିବ। ସେ କହିଛନ୍ତି, ଗତବର୍ଷ ଭାରତରେ ପ୍ରଥମ ଥର ପାଇଁ ୧୦୦ […]

SundarPichai_AP_NEW-624x351

SundarPichai_AP_NEW-624x351

Rakesh Mallick
  • Published: Monday, 28 September 2015
  • Updated: 28 September 2015, 06:08 PM IST

Sports

Latest News

ସାନ ଜୋସ: ଭାରତର ୪୦୦ଟି ରେଳଷ୍ଟେସନରେ ଗୁଗଲ ୱାଇ-ଫାଇ ବ୍ୟବସ୍ଥା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା ପରେ ଗୁଗଲ ସିଇଓ ସୁନ୍ଦର ପିଚାଇ ଏହି ଘୋଷଣା କରିଛନ୍ତି। ଭାରତର ଜନ୍ମିତ ସୁନ୍ଦର କହିଛନ୍ତି ଯେ, ଆସନ୍ତା (୨୦୧୬) ଶେଷ ସୁଦ୍ଧା ଭାରତର ୧୦୦ଟି ବ୍ୟସ୍ତବହୁଳ ରେଳ ଷ୍ଟେସନରେ ୱାଇ-ଫାଇ ବ୍ୟବସ୍ଥା କରାଯିବ। ପରେ ଆଉ ୩୦୦ ରେଳଷ୍ଟେସନରେ ୱାଇ-ଫାଇ ବ୍ୟବସ୍ଥା କରାଯିବ।

ସେ କହିଛନ୍ତି, ଗତବର୍ଷ ଭାରତରେ ପ୍ରଥମ ଥର ପାଇଁ ୧୦୦ ନିୟୁତ ଲୋକେ ଇଣ୍ଟରନେଟ ବ୍ୟବହାର କରିଥିଲେ। ଏହା ଏକ ଭଲ ଖବର। ତେବେ ଏବେବି ଭାରତରେ କୋଟି କୋଟି ଲୋକ ଅନଲାଇନ୍ ହୋଇନାହାନ୍ତି। ସେମାନଙ୍କୁ ଅନଲାଇନରେ ସାମିଲ କରିବା ପାଇଁ ଗୁଗଲ ସହଯୋଗ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story