ଭୁବନେଶ୍ୱର: ଆରମ୍ଭ ହେଲା ସିଲ୍କ ଇଣ୍ଡିଆ ଏକ୍ସପୋ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ସିଲ୍କ ଇଣ୍ଡିଆ ଏକ୍ସପୋ । ଏକ ତାରକା ହୋଟେଲରେ ଆରମ୍ଭ ହୋଇଥିବା ଏହି ଏକ୍ସପୋ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଚାଲିବ। ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ୧୮ଟି ରାଜ୍ୟର ପ୍ରସିଦ୍ଧ ସିଲ୍କ ଶାଢୀର ୮୦ଟି ଷ୍ଟଲ ଏଥିରେ ଖୋଳାଯାଇଛି। ଏଠାରେ ସବୁ ଡିଜାଇନର ଶାଢୀ ଉପଲବ୍ଧ ରହିଛି। ଆସନ୍ତା ଦଶହରା ଓ ପୂଜାକୁ ଆଖିଆଗରେ ରଖି ଏହି ଏକ୍ସପୋ ଖେଳାଯାଇଥିବା ଆର୍ଟିଜାନ ଆଣ୍ଡ ଉଇଭର୍ସ ବେଲଫେୟ୍ୟାର […]

silk

silk

Rakesh Mallick
  • Published: Monday, 03 August 2015
  • Updated: 03 August 2015, 02:43 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ସିଲ୍କ ଇଣ୍ଡିଆ ଏକ୍ସପୋ । ଏକ ତାରକା ହୋଟେଲରେ ଆରମ୍ଭ ହୋଇଥିବା ଏହି ଏକ୍ସପୋ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଚାଲିବ। ଓଲିଉଡ ଅଭିନେତ୍ରୀ ପିଙ୍କି ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ୧୮ଟି ରାଜ୍ୟର ପ୍ରସିଦ୍ଧ ସିଲ୍କ ଶାଢୀର ୮୦ଟି ଷ୍ଟଲ ଏଥିରେ ଖୋଳାଯାଇଛି। ଏଠାରେ ସବୁ ଡିଜାଇନର ଶାଢୀ ଉପଲବ୍ଧ ରହିଛି। ଆସନ୍ତା ଦଶହରା ଓ ପୂଜାକୁ ଆଖିଆଗରେ ରଖି ଏହି ଏକ୍ସପୋ ଖେଳାଯାଇଥିବା ଆର୍ଟିଜାନ ଆଣ୍ଡ ଉଇଭର୍ସ ବେଲଫେୟ୍ୟାର ଆସୋସିଏଶନ ପକ୍ଷରକୁ ଏହି ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story