୧୦ରୁ ଅଫର୍‌ ଲଢ଼େଇ, ଜାଣନ୍ତୁ କେଉଁ ଫୋନ୍‌ କେତେ ଶସ୍ତା

(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ ବ୍ୟବହାର ବ୍ୟାପକ ହେବା ସହିତ ଆମାଜନ୍‌, ଫ୍ଲିପ୍‌କାର୍ଟ ଏବଂ ଅନ୍ୟାନ୍ୟ କିଛି ଅନ୍‌ଲାଇନ୍‌ ଶପିଂ ସାଇଟ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଆଉ ବର୍ଷ ସାରା ସ୍ମାର୍ଟଫୋନ୍‌ କିଣିବା ପାଇଁ ଯେଉଁ ସମୟକୁ ଅପେକ୍ଷା ଥାଏ ସେଥିପାଇଁ ଆଉ ଅଳ୍ପ କିଛି ଘଣ୍ଟା ବାକି ଅଛି। ଅର୍ଥାତ ଅକ୍ଟୋବାର ୧୦ରୁ ହିଁ ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେ’ ଏବଂ ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ଅଫର ଲଢ଼େଇର ସମୟ ପାଖେଇ ସାରିଛି। ଫ୍ଲିପକାର୍ଟ ୧୪ […]

fkart-vs-amazon

fkart-vs-amazon

Hemant Lenka
  • Published: Monday, 08 October 2018
  • Updated: 08 October 2018, 08:54 PM IST

Sports

Latest News

(ଓଡ଼ିଶା ରିପୋର୍ଟର): ଇଣ୍ଟରନେଟ୍‌ ବ୍ୟବହାର ବ୍ୟାପକ ହେବା ସହିତ ଆମାଜନ୍‌, ଫ୍ଲିପ୍‌କାର୍ଟ ଏବଂ ଅନ୍ୟାନ୍ୟ କିଛି ଅନ୍‌ଲାଇନ୍‌ ଶପିଂ ସାଇଟ୍‌ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଆଉ ବର୍ଷ ସାରା ସ୍ମାର୍ଟଫୋନ୍‌ କିଣିବା ପାଇଁ ଯେଉଁ ସମୟକୁ ଅପେକ୍ଷା ଥାଏ ସେଥିପାଇଁ ଆଉ ଅଳ୍ପ କିଛି ଘଣ୍ଟା ବାକି ଅଛି। ଅର୍ଥାତ ଅକ୍ଟୋବାର ୧୦ରୁ ହିଁ ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେ’ ଏବଂ ଆମାଜନ୍‌ର ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ୍‌ ଅଫର ଲଢ଼େଇର ସମୟ ପାଖେଇ ସାରିଛି।

ଫ୍ଲିପକାର୍ଟ ୧୪ ଯାଏ ଏହି ସେଲ୍‌ର ଘୋଷଣା କରିଥିଲାବେଳେ ଆମାଜନ୍‌ ୧୫ ତାରିଖ ଯାଏ ଅଫର୍ ବର୍ଷା କରିବ। ଏହି ସମୟରେ ଅନ୍ୟ ସବୁ ଉତ୍ପାଦରେ ତ ଅଫର ରହିବ କିନ୍ତୁ ସ୍ମାର୍ଟଫୋନ୍‌ରେ ରହିବ ବିଶେଷ ରିହାତି। ଏହି ଅବସରରେ ଆମାଜନ୍‌ରେ ଏସ୍‌ବିଆଇ ନିଜର ଗ୍ରାହକମାନଙ୍କୁ ୧୦ ପ୍ରତିଶତ ରିହାତି ଅଫର ଦେଉଛି ଏବଂ ଫ୍ଲିପକାର୍ଟରେ ଏଚ୍‌ଡିଏଫ୍‌ସି ମଧ୍ୟ ୧୦ ପ୍ରତିଶତର ତୁରନ୍ତ ରିହାତି ଦେଉଛି।

ଏବେ ଆପଣଙ୍କୁ କହିବୁ କେଉଁ ବ୍ରାଣ୍ଡ୍‌ର କେଉଁ ସ୍ମାର୍ଟଫୋନ୍ ହେବ ଶସ୍ତା।

ସାମସଙ୍ଗ୍‌

ଚଳିତ ବର୍ଷ ବଜାରକୁ ଆସିଥିବା ସାମ୍‌ସଙ୍ଗ୍‌ ଗ୍ୟାଲାକ୍ସି ଏସ୍‌୯ର ପ୍ରକୃତ ମୂଲ୍ୟ ୫୭,୯୯୦ ଟଙ୍କା ହୋଇଥିବାବେଳେ ଏହାକୁ ୪୨,୯୯୦ ଟଙ୍କାରେ କିଣିହେବ। ସେହିଭଳି ଗ୍ୟାଲାକ୍ସି ନୋଟ୍‌ ୯ ସ୍ମାର୍ଟଫୋନ୍‌ ୫ ହଜାର ଟଙ୍କା କମ୍‌ରେ ଉପଲବ୍ଧ ହେବ। ଗ୍ୟାଲାକ୍ସି ଏ୮+ ୨୩,୯୯୦ ଟଙ୍କାରେ ଏବଂ ନୋଟ୍‌-୮ ୪୩,୯୯୦ ଟଙ୍କାରେ କିଣିହେବ।

ୱାନ୍‌ ପ୍ଲସ୍‌

ଚଳିତ ବର୍ଷ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ୱାନ୍‌ ପ୍ଲସ୍‌ ୬ର ୬୪ ଜିବି ମେମୋରୀ ଏବଂ ୬ ଜିବି ରାମ୍‌ ସହିତ ମିଡ୍‌ନାଇଟ୍‌ ବ୍ଲାକ୍‌ ଭ୍ୟାରିଆଣ୍ଟ ମାତ୍ର ୨୯,୯୯୯ ଟଙ୍କାର ଉପଲବ୍ଧ ହେବ। ଏହାର ପରବର୍ତ୍ତ ସଂସ୍କରଣ ୱାନ୍‌ ପ୍ଲସ୍‌ ୬-ଟି ମଧ୍ୟ ଖୁବ୍‌ ଶୀଘ୍ର ବଜାରକୁ ଆସିଯିବ, ଯେଉଁଥିରେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିବ।

ଭିଭୋ

ପପ୍‌ ଅପ୍‌ କ୍ୟାମେରା ସହିତ ଭିଭୋ ନେକ୍ସ ୪୪,୯୯୦ ଟଙ୍କାରେ ଉପଲବ୍ଧ ହେବ। ସଦ୍ୟ ବଜାରକୁ ଆସିଥିବା ଭିଭୋ ଭି୯ ପ୍ରୋ ସେଲ୍‌ର ପ୍ରଥମ ଦିନରେ ରିହାତି ସହିତ ୧୭,୯୯୦ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ୬.୨ ସ୍କ୍ରିନ୍‌, ୪ ଜିବି ରାମ୍‌ ଏବଂ ୬୪ ଜିବି ଷ୍ଟୋରେଜ୍‌ ସହିତ ଭିଭୋ ୱାଇ ୮୩ ସ୍ମାର୍ଟଫୋନ୍‌୧୩,୯୯୦ ଟଙ୍କାରେ ମିଳିବ। ଆମାଜନ୍‌ରେ ଭିଭୋ ଭି୯ ୟୁଥ୍‌ ୧୩,୯୯୦ ଟଙ୍କାରେ ଉପଲବ୍ଧ ହେବ। ଫ୍ଲିପକାର୍ଟ ମଧ୍ୟ ୪୦୦୦ ଟଙ୍କାର ରିହାତି ଦେବ।

ହୁଆୱି

୩ଟି କ୍ୟାମେରା ସହିତ ହୁଆୱି ପି୨୦ ପ୍ରୋ ୫୪,୯୯୦ ଟଙ୍କାରେ ଉପଲବ୍ଧ ହେବ। ଅନ୍ୟପକ୍ଷରେ ୱାନ୍‌ପ୍ଲସ୍‌କୁ ଚ୍ୟାଲେଞ୍ଜ କରିବାକୁ ନିର୍ମତ ନୋଭା ୩ ସ୍ମାର୍ଟଫୋନ୍‌ ୨୯,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ଅନ୍ୟପକ୍ଷରେ ପ୨୦ ଲାଇଟ୍‌ ଏବଂ ନୋଭା ୩ଆଇ ଯଥାକ୍ରମେ ୧୫,୯୯୯ ଟଙ୍କା ଏବଂ ୧୭,୯୯୦ ଟଙ୍କାରେ ଉପଲବ୍ଧ ହେବ।

ଅନର୍‌

ହୁଆୱିର ଅନ୍ୟତମ ବ୍ରାଣ୍ଡ ଅନର୍‌ର ଗେମ୍‌ଭିତ୍ତିକ ସ୍ମାର୍ଟଫୋନ୍‌ ଅନର୍‌ ପ୍ଲେ ୧୮,୯୯୯ ଟଙ୍କାରେ, ଅନର୍‌ ୭ଏକ୍ସ ଏବଂ ଭ୍ୟୁ ୧୦ ଯଥାକ୍ରମେ ୯,୯୯୯ ଏବଂ ୨୪,୯୯୯ ଟଙ୍କାରେ ଉପଲବ୍ଧ ହେବ। ଅନର ୧୦ ଏବଂ ଅନର୍‌ ୯ଏନ୍ ଯଥାକ୍ରମେ ୨୪,୯୯୯ ଟଙ୍କା ଏବଂ ୯,୯୯୯ ଟଙ୍କାରେ ଉପଲବ୍ଧ ହେବ। ସେହି ଭଳି କମ୍‌ ଟଙ୍କାର ଫୋନ୍‌ ମଧ୍ୟରେ ଅନର୍‌ ୭ଏ ୭,୯୯୯ଟଙ୍କାରେ, ୭ଏସ୍‌ ୬,୪୯୯ ଟଙ୍କାରେ, ଅନର୍‌ ୯ ଲାଇଟ୍‌ ୧୧,୯୯୯ ଟଙ୍କାରେ ଏବଂ ଅନର୍‌ ୮ ପ୍ରୋ ୧୨,୯୯୯ ଟଙ୍କାରେ ସେଲ୍‌ରେ ଉପଲବ୍ଧ ହେବ।

ଆସସ୍‌

ଆସସ୍‌ ଜେନ୍‌ଫୋନ୍‌ ମ୍ୟାକ୍ସ ଏମ୍‌୧ ବୃହତ୍‌ ପରିମାଣର ରିହାତି ସହିତ ୯,୯୯୯ ଟଙ୍କାରେ ଉପଲବ୍ଧ ହେବ। ଏଥିରେ ୩ ଜିବି ରାମ୍‌ ଏବଂ ୩୨ ଜିବି ମେମୋରି ରହିବ। ଅନ୍ୟପକ୍ଷରେ ୬ଜିବି ରମ୍‌ ଏବଂ ୬୪ ଜିବି ଇଣ୍ଟରନାଲ ମେମୋରି ମଡେଲ୍‌ଟି ୧୨,୯୯୯ ଟଙ୍କାରେ ଉପଲବ୍ଧ ହେବ। ୪ଜିବି ରାମ୍‌ ୬୪ ଜିବି ଇଣ୍ଟରନାଲ ମେମୋରି ମଡେଲ୍‌ଟି ୧୦,୯୯୯ ଟଙ୍କାରେ ଉପଲବ୍ଧ ହେବ। ଏହି ଅଫର ସମୟରେ ଆସସ୍ ଜେନ୍‌ଫୋନ୍‌ ୫ଜେଡ୍‌ ୨୪,୯୯୯ ଟଙ୍କାରେ ବିକ୍ରି ପାଇଁ ଉପଲବ୍ଧ ହେବ।

ଶାଓମି

ଶାଓମିର ଏମ୍‌ଆଇ ମିକ୍ସ-୨ ୭ ହଜାର ଟଙ୍କାର ରିହାତି ସହିତ ୨୨,୯୯୯ ଟଙ୍କାରେ କିଣିହେବ। ରେଡ୍‌ମି ୬ ଏବଂ ରେଡ୍‌ମି ନୋଟ୍‌ ୫ ପ୍ରୋ ମଧ୍ୟ ବୃହତ୍‌ ରିହାତି ସହିତ ଉପଳବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story