ଭୂଷଣ ଷ୍ଟିଲ ପାୱର ନାଁରେ ବ୍ଯାଙ୍କ ଠକେଇ ଅଭିଯୋଗ, ୧୮ଟି ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ୨,୩୪୮ କୋଟି ବ୍ଯାଙ୍କ ଲୋନ ଠକେଇ ମାମଲାରେ ସିବିଆଇ ରବିବାର ଭୂଷଣ ଷ୍ଟିଲ ଆଣ୍ଡ ପାୱରର ୧୮ଟି ସ୍ଥାନରେ ରେଡ୍ କରିଛି। ଭୂଷଣର ଅଧ୍ଯକ୍ଷ ସଞ୍ଜୟ ସିଂହାଲ ଏବଂ ଅନ୍ଯ ଅଧିକାରୀଙ୍କ ନାଁରେ ଏହି ଲୋନ ଥିବା ସିବିଆଇ ପକ୍ଷରୁ କୁହାଯାଇଛି। ୩୩ଟି ବ୍ଯାଙ୍କ ଏବଂ ଅନ୍ଯାନ୍ଯ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରୁ ୨୦୦୭ରୁ ୨୦୧୪ ମଧ୍ଯରେ ଭୂଷଣ କମ୍ପାନୀ ୪୭, ୨୦୪ କୋଟି ଟଙ୍କା ଋଣ ନେଇଥିବା ଜଣାପଡ଼ିଛି। ହେଲେ ଭୂଷଣ କମ୍ପାନୀ ଋଣ […]

bhusan steel

bhusan steel

Subhransu Sekhar
  • Published: Sunday, 07 April 2019
  • Updated: 07 April 2019, 02:58 PM IST

ନୂଆଦିଲ୍ଲୀ: ୨,୩୪୮ କୋଟି ବ୍ଯାଙ୍କ ଲୋନ ଠକେଇ ମାମଲାରେ ସିବିଆଇ ରବିବାର ଭୂଷଣ ଷ୍ଟିଲ ଆଣ୍ଡ ପାୱରର ୧୮ଟି ସ୍ଥାନରେ ରେଡ୍ କରିଛି। ଭୂଷଣର ଅଧ୍ଯକ୍ଷ ସଞ୍ଜୟ ସିଂହାଲ ଏବଂ ଅନ୍ଯ ଅଧିକାରୀଙ୍କ ନାଁରେ ଏହି ଲୋନ ଥିବା ସିବିଆଇ ପକ୍ଷରୁ କୁହାଯାଇଛି।

୩୩ଟି ବ୍ଯାଙ୍କ ଏବଂ ଅନ୍ଯାନ୍ଯ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାରୁ ୨୦୦୭ରୁ ୨୦୧୪ ମଧ୍ଯରେ ଭୂଷଣ କମ୍ପାନୀ ୪୭, ୨୦୪ କୋଟି ଟଙ୍କା ଋଣ ନେଇଥିବା ଜଣାପଡ଼ିଛି। ହେଲେ ଭୂଷଣ କମ୍ପାନୀ ଋଣ ପୈଠ କରିନଥିବା ସିବିଆଇ ମୁଖପାତ୍ର କହିଛନ୍ତି। ଓଡ଼ିଶା, ଦିଲ୍ଲୀ, କୋଲକାତା, ଚଣ୍ଡିଗଡ଼ ସମେତ ୧୮ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ଯେଉଁଥିରେ କମ୍ପାନୀର ଅଫିସ ସମେତ ବରିଷ୍ଠ ଅଧିକାରୀଙ୍କ ଘର ମଧ୍ଯ ରହିଛି।

ତେବେ ବ୍ଯାଙ୍କ ଋଣ ପୈଠ କରିପାରୁନଥିବାର କାରଣ ଦର୍ଶାଇ କମ୍ପାନୀ କହିଛି ଯେ ଏବେ ୨, ୩୪୫ କୋଟି ଟଙ୍କା କ୍ଷତିରେ ଚାଲିଥିବାରୁ କମ୍ପାନୀ ଋଣ ପରିଶୋଧ କରିବାରେ ଅସମର୍ଥ। ତେବେ ଏହି ପରିମାଣ କ୍ଷତି ନୁହଁ, ଏହି ଟଙ୍କା କମ୍ପାନୀ ତାର କର୍ମଚାରୀ ଓ ବଡ଼ ଅଧିକାରୀଙ୍କ ମଧ୍ଯରେ ବାଣ୍ଟି ଦେଇଥିବା ସିବିଆଇ ଜାଣିବାକୁ ପାଇଛି।

ଏହି ୨୩୪୮ କୋଟି ଟଙ୍କା ଭୂଷଣ କମ୍ପାନୀ ପଞ୍ଜାବ ନ୍ଯାଶନାଲ ବ୍ଯାଙ୍କର (ଦିଲ୍ଲୀ ଏବଂ ଚଣ୍ଡିଗଡ଼ ଶାଖା), ଓରିଏଣ୍ଟାଲ ବ୍ଯାଙ୍କ ଅଫ କମର୍ସ (କୋଲକାତା), ଆଇଡିବିଆଇ(କୋଲକାତା) ଏବଂ ୟୁକୋ ବ୍ଯାଙ୍କ(କୋଲକାତା)ରୁ ଋଣ ଆଣିଥିଲା।

ସିବିଆଇ ଏ ନେଇ ଭୂଷଣ କମ୍ପାନୀର ଅଧ୍ଯକ୍ଷ ସଞ୍ଜୟ ସିଂହାଲ, ନିର୍ଦ୍ଦେଶକ ରବି ପ୍ରକାଶ ଗୋୟଲ, ରାମ ନରେଶ ଯାଦବ, ହରଦେବ ଚନ୍ଦ ବର୍ମା, ରବୀନ୍ଦ୍ର କୁମାର ଗୁପ୍ତା ଏବଂ ରିତେଶ କାପୁର ନାମକ ଜଣେ ବ୍ଯକ୍ତିଙ୍କ ନାଁରେ ମାମଲା ଦାୟର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story