କୋଇଲା ଘୋଟାଲା: ହାଇକୋର୍ଟ ଗଲେ ରୁଙ୍ଗଟା ଭ୍ରାତା, ଜବାବ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ପାଇଥିବା ଝାଡ଼ଖଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍)ର ନିର୍ଦ୍ଦେଶକ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟା ତଳ କୋର୍ଟର ଏହି ରାୟ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ମେ’ ୬ ତାରିଖ ସୁଦ୍ଧା ଜବାବ ରଖିବା ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। […]

coal

coal

Rakesh Mallick
  • Published: Friday, 29 April 2016
  • Updated: 29 April 2016, 08:48 AM IST

Sports

Latest News

ନୂଆଦିଲ୍ଲୀ: କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ପାଇଥିବା ଝାଡ଼ଖଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍)ର ନିର୍ଦ୍ଦେଶକ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟା ତଳ କୋର୍ଟର ଏହି ରାୟ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନ ଉପରେ ମେ’ ୬ ତାରିଖ ସୁଦ୍ଧା ଜବାବ ରଖିବା ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

ସିବିଆଇ ଆଡ୍‌ଭୋକେଟ୍ ତାରାନ୍ନୁମ ଚୀମା କହିଛନ୍ତି,“କୋଲ୍ ବ୍ଲକ୍ ଆବଣ୍ଟନ ଘୋଟାଲାର ତଦନ୍ତ ସୁପ୍ରିମ୍‌କୋର୍ଟଙ୍କ ତତ୍ତ୍ୱାବଧାନରେ ଚାଲିଛି। ହାଇକୋର୍ଟରେ ହୋଇଥିବା ଆବେଦନ ସଂପର୍କରେ ସୁପ୍ରିମ୍‌କୋର୍ଟଙ୍କୁ ମେ’ ୫ ତାରିଖରେ ଅବଗତ କରାଯିବ।”

ଏପ୍ରିଲ୍ ୪ ତାରିଖରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟାଙ୍କୁ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ଦୁଇ ଜଣଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ବି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସେହିଭଳି ଦୋଷୀ ସାବ୍ୟସ୍ତ ଝାଡ଼ଖଣ୍ଡ ଇସ୍ପାତ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍) ଉପରେ ୨୫ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି।

ଝାଡ଼ଖଣ୍ଡରେ ହୋଇଥିବା ଏକ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ମାର୍ଚ୍ଚ ୨୮ ତାରିଖରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆର୍.ଏସ୍ ରୁଙ୍ଗଟା ଓ ଆର୍.ସି ରୁଙ୍ଗଟାଙ୍କ ସମେତ ଜେଆଇପିଏଲ୍‌କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଭୁଲ୍ ତଥ୍ୟ ଦେଇ କୋଇଲା ବ୍ଲକ୍ ହାତେଇ ଥିବା ଅଭିଯୋଗରେ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟଙ୍କ ରାୟ ଆସିବା ପରେ ରୁଙ୍ଗଟା ଭାତୃ ଦ୍ୱୟଙ୍କୁ ଗିରଫ କରାଯାଇଥିଲା।

ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ଘୋଟାଲା ଘଟଣାରେ ଦୋଷୀ ସାବ୍ୟସ୍ତ କରାଯାଇ ସଜା ଦିଆଯିବାରେ ଏହା ହେଉଛି ପ୍ରଥମ ମାମଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story