ଏକ ବର୍ଷ ମାଗଣା ଇଣ୍ଟରନେଟ ସହ ଆସୁଛି DataWind PocketSurfer GZ

ନୂଆଦିଲ୍ଲୀ: Linux OS ସହ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି DataWind PocketSurfer GZ। ଏହାର ଦର ରହିଛି ୧,୪୯୯ଟଙ୍କା। ଏହି ସ୍ମାର୍ଟଫୋନ୍‌ ରିଲୀଏନ୍ସ କମ୍ୟୁନିକେଶନ ସହ ମିଶି ଏକ ବର୍ଷ ପାଇଁ ପ୍ରି ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବ। ଏଥିରେ 4.00-Inchର Display, 480×960 pixel Resolution, 256MB RAM ଓ 512 MB ROM, 1GHz Processor, 5MP Rear Camera, 0.3MP Front camera ରହିଥିବା ବେଳେ Android 4.4.2 Linux […]

DataWind PocketSurfer GZ

DataWind PocketSurfer GZ

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 04:59 PM IST

Sports

Latest News

ନୂଆଦିଲ୍ଲୀ: Linux OS ସହ ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି DataWind PocketSurfer GZ। ଏହାର ଦର ରହିଛି ୧,୪୯୯ଟଙ୍କା। ଏହି ସ୍ମାର୍ଟଫୋନ୍‌ ରିଲୀଏନ୍ସ କମ୍ୟୁନିକେଶନ ସହ ମିଶି ଏକ ବର୍ଷ ପାଇଁ ପ୍ରି ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦେବ।

ଏଥିରେ 4.00-Inchର Display, 480x960 pixel Resolution, 256MB RAM ଓ 512 MB ROM, 1GHz Processor, 5MP Rear Camera, 0.3MP Front camera ରହିଥିବା ବେଳେ Android 4.4.2 Linux OS ରହିଛି। ଏହି ଫୋନ୍‌ରେ ଆଉ କି କି ଅତ୍ୟାଧୁନିକ ସୁବିଧା ଅଛି ତାହା ସ୍ପଷ୍ଟ ହୋଇନାହିଁ।

ଡାଟାୱିଣ୍ଡର ସିଇଓ ସୁନୀତ ସିଂହ ତୁଲି କହିଛନ୍ତି,“ସାଧାରଣ ଲୋକଙ୍କ ନିକଟରେ କିପରି ଅତି କମ୍‌ ଦାମ ମଧ୍ୟରେ ଅତ୍ୟାଧୁନିକ ସୁବିଧାସମ୍ପନ୍ନ ସ୍ମାର୍ଟଫୋନ୍‌ ଯୋଗାଇ ପାରିବୁ ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଛୁ। ସେଥିପାଇଁ କମ୍ପାନୀ ପକ୍ଷରୁ ୧,୪୯୯ଟଙ୍କାରେ ଏକ ସ୍ମାର୍ଟଫୋନ୍‌ ବିକଶିତ କରାଯାଉଛି। ଏହି ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଏହା ଲୋକଲୋଚନକୁ ଆସିବ।”

ସୂଚନାଯୋଗ୍ୟ ଏହି କମ୍ପାନୀ ପକ୍ଷରୁ ସବୁ ଛାତ୍ରଛାତ୍ରୀଙ୍କୁ କମ୍‌ ଦାମରେ କେନ୍ଦ୍ର ସରକାରଙ୍କ ସହଭାଗିତାରେ ‘ଆକାଶ ଟ୍ୟାବ୍‌ଲେଟ୍’ ଦେବ ବୋଲି କହିଥିଲା। କିନ୍ତୁ କୌଣସି କାରଣବଶତଃ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story