ଦେଶର ୪୫ ରୁ ୫୦ ଖଣିର ନିଲାମୀ ସରିଛି: କେନ୍ଦ୍ର ଖଣି ସଚିବ

ଭୁବନେଶ୍ୱର: ଚଳିତବର୍ଷ ଶେଷ ସୁଦ୍ଧା ଦେଶର ୪୫ ରୁ ୫୦ ଖଣିର ନିଲାମୀ ଶେଷ ହେବ। ଓଡିଶା ସମେତ ଅନ୍ୟ ରାଜ୍ୟରେ ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବା କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର କହିଛନ୍ତି। ଭୁବନେଶ୍ୱରରେ ଖଣି ସୁରକ୍ଷା ଓ ସୁପରିଚାଳନାରେ  ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗ ଦେଇ ସେ ଏହା କହିଛନ୍ତି। ଖଣି ନିଲାମୀ ପାଇଁ ଜି ଟୁରୁ ଜି ଥ୍ରୀ ଲେବଲକୁ ପରିବର୍ତ୍ତନ ଥିବା ସମସ୍ୟା ଦୂର […]

Khani

Khani

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 11:15 AM IST

Sports

Latest News

ଭୁବନେଶ୍ୱର: ଚଳିତବର୍ଷ ଶେଷ ସୁଦ୍ଧା ଦେଶର ୪୫ ରୁ ୫୦ ଖଣିର ନିଲାମୀ ଶେଷ ହେବ। ଓଡିଶା ସମେତ ଅନ୍ୟ ରାଜ୍ୟରେ ଏଥିପାଇଁ ପ୍ରକ୍ରିୟା ଜାରି ରହିଥିବା କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର କହିଛନ୍ତି। ଭୁବନେଶ୍ୱରରେ ଖଣି ସୁରକ୍ଷା ଓ ସୁପରିଚାଳନାରେ  ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗ ଦେଇ ସେ ଏହା କହିଛନ୍ତି।

ଖଣି ନିଲାମୀ ପାଇଁ ଜି ଟୁରୁ ଜି ଥ୍ରୀ ଲେବଲକୁ ପରିବର୍ତ୍ତନ ଥିବା ସମସ୍ୟା ଦୂର ପାଇଁ ଚେଷ୍ଟା କରାଯାଇଥିବା ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଗୋଟିଏ ଖଣିର ନିଲାମୀ ସରିଛି। ଜିୟୋମିନିଟେକ୍ ପକ୍ଷରୁ ଆୟୋଜିତ ହେଉଥିବା ଏହି ଆଲୋଚନା ଚକ୍ରରେ ଖଣିଜ ସଂସ୍ଥା, ଆଇବିଏମ୍, ଡିଜିଏମ୍‌ଏସ୍ ଓ ନାଲକୋର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ଜଙ୍ଗଳ ବିଭାଗ ଓ ଭୂତତ୍ତ୍ୱ ବିଜ୍ଞାନ ବିଭାଗର ଗବେଷକମାନେ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos