୯୨୮ଟି ପରିବାର ପାଖରେ ଅଛି ଦେଶର ମୋଟ ସମ୍ପତ୍ତିର ୨୦%

ନୂଆଦିଲ୍ଲୀ: ଦେଶର ମୋଟ ସମ୍ପତ୍ତିର ୨୦ ପ୍ରତିଶତ ୯୨୮ଟି ପରିବାର ପାଖରେ ରହିଛି। ଏହି ପରିବାର ଗୁଡ଼ିକୁ କୁହାଯାଉଛି ଅଲଟ୍ରା ହାଇ ନେଟ୍ ୱର୍ଥ ପରିବାର। ଆଉ ୨୦୧୯ ସୁଦ୍ଧା ଏମାନଙ୍କ ପାଖରେ ଦେଶର ମୋଟ ସମ୍ପତ୍ତି ୨୪ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି। ଗୁରୁବାର ‘ଗ୍ଲୋବାଲ ୱେଲଥ ୨୦୧୫ : ୱିନିଂ ଦି ଗ୍ରୋଥ ଗେମ’ ଶୀର୍ଷକ ଏକ ରିପୋର୍ଟରେ ଏହି ରୋଚକ ତଥ୍ୟ ପ୍ରକାଶ କରିଛି ବୋଷ୍ଟନ୍ କନସଲଟିଂ ଗ୍ରୁଫ (ବିସିଜି)। ୧୦୦ […]

indian-rupee

indian-rupee

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 11:41 AM IST

Sports

Latest News

ନୂଆଦିଲ୍ଲୀ: ଦେଶର ମୋଟ ସମ୍ପତ୍ତିର ୨୦ ପ୍ରତିଶତ ୯୨୮ଟି ପରିବାର ପାଖରେ ରହିଛି। ଏହି ପରିବାର ଗୁଡ଼ିକୁ କୁହାଯାଉଛି ଅଲଟ୍ରା ହାଇ ନେଟ୍ ୱର୍ଥ ପରିବାର। ଆଉ ୨୦୧୯ ସୁଦ୍ଧା ଏମାନଙ୍କ ପାଖରେ ଦେଶର ମୋଟ ସମ୍ପତ୍ତି ୨୪ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି। ଗୁରୁବାର ‘ଗ୍ଲୋବାଲ ୱେଲଥ ୨୦୧୫ : ୱିନିଂ ଦି ଗ୍ରୋଥ ଗେମ’ ଶୀର୍ଷକ ଏକ ରିପୋର୍ଟରେ ଏହି ରୋଚକ ତଥ୍ୟ ପ୍ରକାଶ କରିଛି ବୋଷ୍ଟନ୍ କନସଲଟିଂ ଗ୍ରୁଫ (ବିସିଜି)। ୧୦୦ ମିଲିୟନ ବା ୬୪୦ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଥିବା ପରିବାର ଗୁଡ଼ିକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

ବର୍ଷକ ମଧ୍ୟରେ ଦେଶରେ ଅଲଟ୍ରା ହାଇ ନେଟ୍ ୱର୍ଥ ପରିବାରଙ୍କ ସଂଖ୍ୟାରେ ୩୦୦% ବୃଦ୍ଧି ଦେଖାଯାଇଛି। ୨୦୧୩ରେ ଭାରତରେ ଏହିଭଳି ୨୮୪ଟି ପରିବାର ଥିଲେ। ଆଉ ସେହିବର୍ଷ ତାଲିକାର ୧୩ ତମ ସ୍ଥାନରେ ଭାରତ ରହିଥିଲା। କିନ୍ତୁ ୨୦୧୪ରେ ଏହା ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ଓ ରୁଷିଆ ମଧ୍ୟ ଭାରତ ପଛରେ ପଡ଼ି ଯାଇଛନ୍ତି।

ସଦ୍ୟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଆମେରିକା। ଏଠାରେ ଅଲଟ୍ରା ହାଇ ନେଟ୍ ୱର୍ଥ ପରିବାର ସଂଖ୍ୟା ହେଉଛି ୫,୨୦୧। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଚୀନ। ଏଠାରେ ୧,୦୩୭ଟି ଅଲଟ୍ରା ହାଇ ନେଟ୍ ୱର୍ଥ ପରିବାର ରହିଛନ୍ତି। ୧,୦୧୯ ଅଲଟ୍ରା ହାଇ ନେଟ୍ ୱର୍ଥ ପରିବାର ସହିତ ତାଲିକାର ତୃତୀୟ ସ୍ଥାନରେ ରହିଛି ସ୍ପେନ। ଭାରତ ୪ ନମ୍ବରରେ ରହିଥିବା ବେଳେ ଏହା ପଛକୁ ରହିଛି ଜର୍ମାନ। ଏଠାରେ ଅଲଟ୍ରା ହାଇ ନେଟ୍ ୱର୍ଥ ପରିବାର ସଂଖ୍ୟା ୬୭୯।

ବିଶ୍ୱ କୋଟିପତି ତାଲିକାରେ ଭାରତ ୟୁକେ ଓ ରୁଷିଆକୁ ପଛରେ ପକାଇ ତୃତୀୟସ୍ଥାନରେ ରହିଥିବାବେଳେ ପ୍ରଥମ ସ୍ଥାନରେ ରହିଛି ଆମେରିକା ଓ ଦ୍ୱତୀୟ ସ୍ଥାନରେ ରହିଛି ଚୀନ। ଏହି ରିପୋର୍ଟ ମୁତାବକ ୯୭ ଜଣ ନୂତନ କୋଟିପତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହା ଉପାସରକାରର ଦ୍ୱିତୀୟଥର ଶାସନକାଳରେ ଏହା ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story