ଇପିଏଫ୍‌ ସୁଧହାର ୮.୭ରୁ ୮.୮ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଇପିଏଫ୍‌କୁ ନେଇ କେନ୍ଦ୍ର ସରକାର ପୁଣି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ୨୦୧୫-୧୬ ବର୍ଷ ପାଇଁ ଇପିଏଫ୍‌ ସୁଧହାରକୁ ସରକାର ୮.୭ରୁ ୮.୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଶ୍ରମିକ ସଂଗଠନଙ୍କ ଜୋରଦାର ବିରୋଧ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଇପିଏଫ୍‌ ସମ୍ପର୍କରେ ଅନୁଧ୍ୟାନ କରୁଥିବା କମିଟିର ସୁପାରିଶକୁ ଅଣାଦେଖା କରି କେନ୍ଦ୍ର ଇପିଏଫ୍‌ ସୁଧହାର ୮.୭ ପ୍ରତିଶତ ରଖିବାକୁ ଘୋଷଣା କରିଥିଲେ। ପୂର୍ବରୁ ସରକାର ଇପିଏଫ୍‌ ଉଠାଣ ଉପରେ ପ୍ରସ୍ତାବିତ ଟିକସ୍‌ ଓ […]

cg

cg

Rakesh Mallick
  • Published: Friday, 29 April 2016
  • Updated: 29 April 2016, 06:18 PM IST

Sports

Latest News

ନୂଆଦିଲ୍ଲୀ: ଇପିଏଫ୍‌କୁ ନେଇ କେନ୍ଦ୍ର ସରକାର ପୁଣି ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ୨୦୧୫-୧୬ ବର୍ଷ ପାଇଁ ଇପିଏଫ୍‌ ସୁଧହାରକୁ ସରକାର ୮.୭ରୁ ୮.୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି।

ଶ୍ରମିକ ସଂଗଠନଙ୍କ ଜୋରଦାର ବିରୋଧ ପରେ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଇପିଏଫ୍‌ ସମ୍ପର୍କରେ ଅନୁଧ୍ୟାନ କରୁଥିବା କମିଟିର ସୁପାରିଶକୁ ଅଣାଦେଖା କରି କେନ୍ଦ୍ର ଇପିଏଫ୍‌ ସୁଧହାର ୮.୭ ପ୍ରତିଶତ ରଖିବାକୁ ଘୋଷଣା କରିଥିଲେ। ପୂର୍ବରୁ ସରକାର ଇପିଏଫ୍‌ ଉଠାଣ ଉପରେ ପ୍ରସ୍ତାବିତ ଟିକସ୍‌ ଓ ନିଯୁକ୍ତିଦାତ୍ତାଙ୍କ ଜମା ଭାଗ ଉଠାଣ ଉପରେ ଲଗାଇ ଥିବା କଟକଣାକୁ ପ୍ରତ୍ୟାହାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story