ଫିକି-ଏସ୍‌ବିଏଫ୍ ବାଣିଜ୍ୟିକ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଇଣ୍ଡଷ୍ଟ୍ରିଜ୍‌ (ଫିକ୍)ର ସେକ୍ରେଟେରୀ ଜେନେରାଲ ଏ.ଦିଦାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବାଣିଜ୍ୟିକ ଆଲୋଚନା ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସନ୍‌ ଲୁଙ୍ଗଙ୍କ ଭାରତ ଗସ୍ତ ପରିପ୍ରେକ୍ଷୀରେ ଫିକି ଓ ସିଙ୍ଗାପୁର ବିଜ୍‌ନେସ୍ ଫେଡେରେସନ୍ (ଏସ୍‌ବିଏଫ୍‌) ମିଳିତ ଭାବେ ଏହି ଆଲୋଚନାର ଆୟୋଜନ କରିଥିଲେ। ଏହି ଆଲୋଚନାର ଶୀର୍ଷକ ଥିଲା ‘ଜିଓ-ପଲିଟିକାଲ ପ୍ରସ୍‌ପେକ୍ଟିଭ ଫର୍ ଏସିଆ’। […]

ficci-sbf

ficci-sbf

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 09:43 AM IST

Sports

Latest News

ficci-sbfନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଇଣ୍ଡଷ୍ଟ୍ରିଜ୍‌ (ଫିକ୍)ର ସେକ୍ରେଟେରୀ ଜେନେରାଲ ଏ.ଦିଦାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବାଣିଜ୍ୟିକ ଆଲୋଚନା ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସନ୍‌ ଲୁଙ୍ଗଙ୍କ ଭାରତ ଗସ୍ତ ପରିପ୍ରେକ୍ଷୀରେ ଫିକି ଓ ସିଙ୍ଗାପୁର ବିଜ୍‌ନେସ୍ ଫେଡେରେସନ୍ (ଏସ୍‌ବିଏଫ୍‌) ମିଳିତ ଭାବେ ଏହି ଆଲୋଚନାର ଆୟୋଜନ କରିଥିଲେ। ଏହି ଆଲୋଚନାର ଶୀର୍ଷକ ଥିଲା ‘ଜିଓ-ପଲିଟିକାଲ ପ୍ରସ୍‌ପେକ୍ଟିଭ ଫର୍ ଏସିଆ’। ଉଭୟ ରାଷ୍ଟ୍ରର ପ୍ରମୁଖ ଶିଳ୍ପପତିମାନେ ଏଥିରେ ଯୋଗ ଦେଇ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଉଭୟ ରାଷ୍ଟ୍ର ମଧ୍ୟରେ ସହଭାଗୀତାକୁ ସୁଦୃଢ଼ କରିବା ଓ ବାଣିଜ୍ୟିକ ଅଗ୍ରଗତି ସଂକ୍ରାନ୍ତରେ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos