ଫୋବର୍ସର ଶକ୍ତିଶାଳୀ ମହିଳା ତାଲିକାରେ ୪ ଭାରତୀୟ

ନୂଆଦିଲ୍ଲୀ:ଫୋବର୍ସ ପତ୍ରିକା ପକ୍ଷରୁ ଜାରି କରାଯାଇଛି ବିଶ୍ୱର ୧୦୦ ଜଣ ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ସୂଚୀ। ଏଥିରେ ସ୍ଥାନ ପାଇଛନ୍ତି ଚାରି ଜଣ ଭାରତୀୟ ମହିଳା। ସେମାନେ ହେଲେ ଏସବିଆଇ ମୁଖ୍ୟ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଚନ୍ଦା କୋଚର୍, ବିୟୋକନର ସଂସ୍ଥାପକ କିରଣ ମଜୁମଦାର ଶୋ ଓ ଏଚଡି ମିଡିଆ ଅଧ୍ୟକ୍ଷା ଶୋଭାନା ଭାଟ୍ଟିଆ। ଏହି ସୂଚୀରେ ଅରୁନ୍ଧତୀ ଭଟ୍ଟଚାର୍ଯ୍ୟ ୩୦ ତମ ସ୍ଥାନରେ ରହିଥିବା ବେଳେ କୋଚର ୩୫, କିରଣ ମଜୁମଦାର ୮୫ […]

forbers

forbers

Rakesh Mallick
  • Published: Wednesday, 27 May 2015
  • Updated: 27 May 2015, 10:32 AM IST

Sports

Latest News

ନୂଆଦିଲ୍ଲୀ:ଫୋବର୍ସ ପତ୍ରିକା ପକ୍ଷରୁ ଜାରି କରାଯାଇଛି ବିଶ୍ୱର ୧୦୦ ଜଣ ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ସୂଚୀ। ଏଥିରେ ସ୍ଥାନ ପାଇଛନ୍ତି ଚାରି ଜଣ ଭାରତୀୟ ମହିଳା। ସେମାନେ ହେଲେ ଏସବିଆଇ ମୁଖ୍ୟ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ, ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ଚନ୍ଦା କୋଚର୍, ବିୟୋକନର ସଂସ୍ଥାପକ କିରଣ ମଜୁମଦାର ଶୋ ଓ ଏଚଡି ମିଡିଆ ଅଧ୍ୟକ୍ଷା ଶୋଭାନା ଭାଟ୍ଟିଆ। ଏହି ସୂଚୀରେ ଅରୁନ୍ଧତୀ ଭଟ୍ଟଚାର୍ଯ୍ୟ ୩୦ ତମ ସ୍ଥାନରେ ରହିଥିବା ବେଳେ କୋଚର ୩୫, କିରଣ ମଜୁମଦାର ୮୫ ତମ ଓ ଭାଟ୍ଟିଆ ୯୩ ସ୍ଥାନରେ ରହିଛନ୍ତି ।

ଏହି ତାଲିକାର ଶୀର୍ଷରେ ରହିଛନ୍ତି ଜର୍ମାନ୍ ଚାନସେଲର୍ ଏଞ୍ଜେଲା ମର୍କେଲ୍। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରୀ କ୍ଲିଣ୍ଟନ୍ ।
ସେହିପରି ଭାରତୀୟ ବଂଶୋଦ୍ଭବ ତଥା ପେପସି କମ୍ପାନୀର ମୁଖ୍ୟ ଇନ୍ଦିରା ନୁୟି ଓ ସିସ୍କୋର ମୁଖ୍ୟ ଟେକ୍ନୋଲଜି ଓ ଷ୍ଟ୍ରାଟେଜି ଅଫିସର୍ ପଦ୍ମଶ୍ରୀ ୱାରିୟରଙ୍କ ନାମ ମଧ୍ୟ ଏହି ସୂଚୀରେ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story