ଗ୍ଲୋବାଲ କନଫରେନ୍ସରେ ଯୋଗ ଦେବାକୁ ଆମେରିକା ଗଲା ଓଡ଼ିଶା ଟିମ୍‌

ଭୁବନେଶ୍ୱର: ଆମେରିକାରେ ହେବାକୁ ଥିବା ଗ୍ଲୋବାଲ କନଫରେନ୍ସରେ ଯୋଗ ଦେବାକୁ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇଛି। ‘ଷ୍ଟାର୍ଟ ଅପ୍‌ ଓଡ଼ିଶା’ ପଲିସିର ସୁଯୋଗ ନେଇ ରାଜ୍ୟକୁ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଟିମ୍‌ ସେଠାକୁ ଯାଇଛି। ଆଇଟି, ଇଲୋକଟ୍ରୋନିକ୍ସ ଓ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ନିବେଶ ନେଇ ଏହି ଟିମ୍‌ ବିଭିନ୍ନ ଦେଶର ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇ ‘ମେକ୍‌ ଇନ୍‌ ଇଣ୍ଡିଆ’ […]

odisha-amerika

odisha-amerika

Rakesh Mallick
  • Published: Monday, 02 May 2016
  • Updated: 02 May 2016, 04:11 PM IST

Sports

Latest News

ଭୁବନେଶ୍ୱର: ଆମେରିକାରେ ହେବାକୁ ଥିବା ଗ୍ଲୋବାଲ କନଫରେନ୍ସରେ ଯୋଗ ଦେବାକୁ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇଛି। ‘ଷ୍ଟାର୍ଟ ଅପ୍‌ ଓଡ଼ିଶା’ ପଲିସିର ସୁଯୋଗ ନେଇ ରାଜ୍ୟକୁ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଟିମ୍‌ ସେଠାକୁ ଯାଇଛି। ଆଇଟି, ଇଲୋକଟ୍ରୋନିକ୍ସ ଓ ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ନିବେଶ ନେଇ ଏହି ଟିମ୍‌ ବିଭିନ୍ନ ଦେଶର ପୁଞ୍ଜି ନିବେଶକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ମୁମ୍ବାଇ ‘ମେକ୍‌ ଇନ୍‌ ଇଣ୍ଡିଆ’ ସମ୍ମିଳନୀ ପରେ ଆମେରିକାର ଗ୍ଲୋବାଲ କନଫରେନ୍ସ ଜରିଆରେ ଷ୍ଟାର୍ଟ ଅପ୍‌ ଓଡ଼ିଶା କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ଶିଳ୍ପମନ୍ତ୍ରୀଙ୍କ ନେତୃତ୍ୱରେ ଆମେରିକା ଯାଇଥିବା ଏହି ଟିମ୍‌ ଆସନ୍ତା ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସେଠାରେ ହେବାକୁ ଥିବା ଗ୍ଲୋବାଲ କନଫରେନ୍ସରେ ଯୋଗ ଦେବ। ଶିଳ୍ପ ଓ ଆଇଟି ବିଭାଗ ତଥା ଓକାକ୍‌ର ଉଚ୍ଚ ପଦସ୍ଥ ଅଧିକାରୀ ଏହି ଟିମ୍‌ରେ ଅଛନ୍ତି।

ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, “ଆଇଟି, ଇଏସ୍‌ଡିଏମ୍‌ ସେକ୍ଟର ଓ ଶିଳ୍ପ ନୀତିରେ ଯାହା କରାଯାଉଛି ବିଶ୍ୱବାସୀଙ୍କୁ ଜଣାଇବାକୁ ଏହା ଏକ ସୁଯୋଗ। ଅନ୍ୟ ରାଜ୍ୟମାନେ ବି ଯାଉଛନ୍ତି, ହେଲେ ଆମକୁ ଅଧିକ ସମୟ ଓ ସୁଯୋଗ ମିଳିଛି ନିଜ ମତ ରଖିବାକୁ।”

ଇଣ୍ଡଷ୍ଟ୍ରିଆଲ ପଲିସି ରିଜଲ୍ୟୁସନ ବା ଆଇପିଆର, ଇ-ବିଜ୍‌ ପୋର୍ଟାଲ ଓ ଷ୍ଟାର୍ଟଅପ୍‌ ଓଡ଼ିଶାରେ ରହିଥିବା ବିଭିନ୍ନ ସୁଯୋଗ ସମ୍ପର୍କରେ ଏହି ଟିମ୍‌ ନିବେଶକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ। ଓଡ଼ିଶାରୁ କିଛି ନିବେଶକ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ।

ଓଡ଼ିଶାରୁ ଯାଇଥିବା ଏହି ଟିମ୍‌ ଷ୍ଟାନଫୋର୍ଡ ୟୁନିଭର୍ସିଟି ଓ ଫେସବୁକ କାର୍ଯ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟର ଶିଳ୍ପ କ୍ଷେତ୍ର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏହି ଟିମ୍‌ ପୁଞ୍ଜି ନିବେଶକାରୀଙ୍କ ଆକୃଷ୍ଟ କରିବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story