ଖସିଲା ସୁନା ଦର

ନୂଆଦିଲ୍ଲୀ: ୫ ଦିନ ଧରି ଦର ଉଚ୍ଚା ରହିବା ପରେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି। ଆଜି ସୁନା ଦର ୧୦ ଗ୍ରାମ ପ୍ରତି ୩୦ ଟଙ୍କା ହ୍ରାସ ପାଇ ୩୧,୫୨୦ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ରୁପା ଦର କେଜି ପ୍ରତି ୪୬,୮୦୦ଟଙ୍କାରେ ସ୍ଥିର ରହିଛି। ଅଗଷ୍ଟ ୬ ତାରିଖରେ ସୁନା ଓ ରୁପା ଦର ହ୍ରାସ ପାଇଥିଲା। ସୁନା ୧୦ଗ୍ରାମ ପ୍ରତି ୧୭୦ ଟଙ୍କା ହ୍ରାସ ପାଇ ୩୦,୯୩୦ ଟଙ୍କା ରହିଥିବା ବେଳେ ରୁପା […]

gold

gold

Rakesh Mallick
  • Published: Friday, 23 September 2016
  • Updated: 23 September 2016, 05:53 PM IST

ନୂଆଦିଲ୍ଲୀ: ୫ ଦିନ ଧରି ଦର ଉଚ୍ଚା ରହିବା ପରେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି। ଆଜି ସୁନା ଦର ୧୦ ଗ୍ରାମ ପ୍ରତି ୩୦ ଟଙ୍କା ହ୍ରାସ ପାଇ ୩୧,୫୨୦ଟଙ୍କାରେ ପହଞ୍ଚିଛି।

ଅନ୍ୟପକ୍ଷରେ ରୁପା ଦର କେଜି ପ୍ରତି ୪୬,୮୦୦ଟଙ୍କାରେ ସ୍ଥିର ରହିଛି।

ଅଗଷ୍ଟ ୬ ତାରିଖରେ ସୁନା ଓ ରୁପା ଦର ହ୍ରାସ ପାଇଥିଲା। ସୁନା ୧୦ଗ୍ରାମ ପ୍ରତି ୧୭୦ ଟଙ୍କା ହ୍ରାସ ପାଇ ୩୦,୯୩୦ ଟଙ୍କା ରହିଥିବା ବେଳେ ରୁପା କେଜି ପ୍ରତି ୯୦୦ଟଙ୍କା ହ୍ରାସ ପାଇ ୪୬,୩୦୦ ଟଙ୍କା ରହିଥିଲା।

ଗତ ଜୁଲାଇ ୧୪ ତାରିଖରେ ସୁନା ୧୦ ଗ୍ରାମ ପ୍ରତି ୨୮୫ ଟଙ୍କା ହ୍ରାସ ଘଟି ୩୦,୬୫୦ ଟଙ୍କାରେ ପହଞ୍ଚିଥିଲା। ରୂପାଦର କେଜି ପ୍ରତି ୪୬,୫୦୦ ଟଙ୍କାରେ ପହଞ୍ଚିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story