ଭୁବନେଶ୍ୱର: ଓଡ଼ିଶା ସଡକ ରାଜ୍ୟ ପରିବହନ ନିଗମ (ଓଏସ୍ଆର୍ଟିସି) ପକ୍ଷରୁ ଚାଲୁଥିବା ବସ୍ରେ ଯିବା ପାଇଁ ଯାତ୍ରୀମାନେ ଏବେ ମୋବାଇଲ୍ ଫୋନ୍ରେ ଅଗ୍ରୀମ ଟିକେଟ୍ କରିପାରିବେ। ଯାତ୍ରୀମାନେ ନିଜ ମନ ପସନ୍ଦର ସିଟ୍ ମଧ୍ୟ ସଂରକ୍ଷିତ କରିପାରିବେ। ବର୍ତ୍ତମାନ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍ରେ ଏହି ସୁବିଧା ପ୍ରଦାନ କରାଯାଇଛି। ଏଥିପାଇଁ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ,ପେଟିଏମ୍, ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ପଇଠ କରିହେବ।
ଏନେଇ ଓଏସ୍ଆର୍ଟିସିର ବରିଷ୍ଠ ପରିଚାଳକ କହିଛନ୍ତି,“ଗୁଗଲ ଆପ୍ ଷ୍ଟୋରରେ ଓଏସ୍ଆର୍ଟିସି ପକ୍ଷରୁ ଏକ ଆପ୍ କରାଯାଇଛି। ଏହି ଆପ୍କୁ ନିଜ ଆଣ୍ଡ୍ରୋଏଡ୍ ଫୋନ୍ରେ ଡାଉନ୍ଲୋଡ କରି ଗ୍ରାହକ ମାନେ ଅଗ୍ରୀମ ବୁକିଂ କରିପାରିବେ। ଆସନ୍ତାକାଲିଠାରୁ ଏହି ଆପ୍ ଲାଗୁ କରା ଯାଉଛି। ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ପେଟିଏମ୍, ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ବୁକିଂ କରିପାରିବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।