‘ଆପ୍‌’ ଜରିଆରେ ସରକାରୀ ବସ୍‌ର ଅଗ୍ରୀମ ଟିକେଟ୍‌ କରିପାରିବେ ଯାତ୍ରୀ

ଭୁବନେଶ୍ୱର: ଓଡ଼ିଶା ସଡକ ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ଚାଲୁଥିବା ବସ୍‌ରେ ଯିବା ପାଇଁ ଯାତ୍ରୀମାନେ ଏବେ ମୋବାଇଲ୍ ଫୋନ୍‌ରେ ଅଗ୍ରୀମ ଟିକେଟ୍ କରିପାରିବେ। ଯାତ୍ରୀମାନେ ନିଜ ମନ ପସନ୍ଦର ସିଟ୍ ମଧ୍ୟ ସଂରକ୍ଷିତ କରିପାରିବେ। ବର୍ତ୍ତମାନ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍‌ରେ ଏହି ସୁବିଧା ପ୍ରଦାନ କରାଯାଇଛି। ଏଥିପାଇଁ ଡେବିଟ୍ କାର୍ଡ, କ୍ରେଡିଟ୍‌ କାର୍ଡ,ପେଟିଏମ୍‌, ନେଟ୍‌ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ପଇଠ କରିହେବ। ଏନେଇ ଓଏସ୍‌ଆର୍‌ଟିସିର ବରିଷ୍ଠ ପରିଚାଳକ କହିଛନ୍ତି,“ଗୁଗଲ ଆପ୍‌ ଷ୍ଟୋରରେ ଓଏସ୍‌ଆର୍‌ଟିସି ପକ୍ଷରୁ […]

osrtc bus

osrtc bus

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 01:57 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ସଡକ ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ଚାଲୁଥିବା ବସ୍‌ରେ ଯିବା ପାଇଁ ଯାତ୍ରୀମାନେ ଏବେ ମୋବାଇଲ୍ ଫୋନ୍‌ରେ ଅଗ୍ରୀମ ଟିକେଟ୍ କରିପାରିବେ। ଯାତ୍ରୀମାନେ ନିଜ ମନ ପସନ୍ଦର ସିଟ୍ ମଧ୍ୟ ସଂରକ୍ଷିତ କରିପାରିବେ। ବର୍ତ୍ତମାନ ଆଣ୍ଡ୍ରଏଡ୍ ସ୍ମାର୍ଟ ଫୋନ୍‌ରେ ଏହି ସୁବିଧା ପ୍ରଦାନ କରାଯାଇଛି। ଏଥିପାଇଁ ଡେବିଟ୍ କାର୍ଡ, କ୍ରେଡିଟ୍‌ କାର୍ଡ,ପେଟିଏମ୍‌, ନେଟ୍‌ ବ୍ୟାଙ୍କିଂ ମାଧ୍ୟମରେ ଟଙ୍କା ପଇଠ କରିହେବ।

ଏନେଇ ଓଏସ୍‌ଆର୍‌ଟିସିର ବରିଷ୍ଠ ପରିଚାଳକ କହିଛନ୍ତି,“ଗୁଗଲ ଆପ୍‌ ଷ୍ଟୋରରେ ଓଏସ୍‌ଆର୍‌ଟିସି ପକ୍ଷରୁ ଏକ ଆପ୍‌ କରାଯାଇଛି। ଏହି ଆପ୍‌କୁ ନିଜ ଆଣ୍ଡ୍ରୋଏଡ୍‌ ଫୋନ୍‌ରେ ଡାଉନ୍‌ଲୋଡ କରି ଗ୍ରାହକ ମାନେ ଅଗ୍ରୀମ ବୁକିଂ କରିପାରିବେ। ଆସନ୍ତାକାଲିଠାରୁ ଏହି ଆପ୍‌ ଲାଗୁ କରା ଯାଉଛି। ଗ୍ରାହକମାନେ ଡେବିଟ୍ କାର୍ଡ, କ୍ରେଡିଟ୍‌ କାର୍ଡ, ପେଟିଏମ୍‌, ନେଟ୍‌ ବ୍ୟାଙ୍କିଂ ମାଧ୍ୟମରେ ବୁକିଂ କରିପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story