ଜିଏସ୍‌ଟି ବିଲ୍ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟାକ୍ସ (ଜିଏସ୍‌ଟି) ସଂଶୋଧିତ ବିଲ୍ ଆଜି ରାଜ୍ୟସଭାରେ ପାରିତ ହୋଇ ଯାଇଛି। ବିଲ୍ ସପକ୍ଷରେ ୨୦୩ଟି ଭୋଟ୍ ପଡ଼ିଥିଲା। ତେବେ ଏଆଇଏଡିଏମ୍‌କେ ସାଂସଦମାନେ ଭୋଟିଂରୁ ବିରତ ରହି କକ୍ଷତ୍ୟାଗ କରିଥିଲେ। ଗତବର୍ଷ ଏହି ବିଲ୍ ଲୋକସଭାରେ ପାସ୍ ହୋଇଯାଇଥିଲା। ତେବେ ଆବଶ୍ୟକ ସଂଖ୍ୟା ଅଭାବରୁ ସରକାର ଏହି ବିଲ୍‌କୁ ରାଜ୍ୟସଭାରେ ପାରିତ କରି ପାରି ନ ଥିଲେ। ତେବେ ବିରୋଧୀ ଦଳ ଗୁଡ଼ିକ ସହିତ, ବିଶେଷ କରି କଂଗ୍ରେସ […]

arun

arun

Rakesh Mallick
  • Published: Wednesday, 03 August 2016
  • Updated: 03 August 2016, 10:14 PM IST

Sports

Latest News

arunନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟାକ୍ସ (ଜିଏସ୍‌ଟି) ସଂଶୋଧିତ ବିଲ୍ ଆଜି ରାଜ୍ୟସଭାରେ ପାରିତ ହୋଇ ଯାଇଛି। ବିଲ୍ ସପକ୍ଷରେ ୨୦୩ଟି ଭୋଟ୍ ପଡ଼ିଥିଲା। ତେବେ ଏଆଇଏଡିଏମ୍‌କେ ସାଂସଦମାନେ ଭୋଟିଂରୁ ବିରତ ରହି କକ୍ଷତ୍ୟାଗ କରିଥିଲେ।

ଗତବର୍ଷ ଏହି ବିଲ୍ ଲୋକସଭାରେ ପାସ୍ ହୋଇଯାଇଥିଲା। ତେବେ ଆବଶ୍ୟକ ସଂଖ୍ୟା ଅଭାବରୁ ସରକାର ଏହି ବିଲ୍‌କୁ ରାଜ୍ୟସଭାରେ ପାରିତ କରି ପାରି ନ ଥିଲେ। ତେବେ ବିରୋଧୀ ଦଳ ଗୁଡ଼ିକ ସହିତ, ବିଶେଷ କରି କଂଗ୍ରେସ ସହିତ ଆଲୋଚନା କରିବା ପରେ ସରକାର ଏହି ବିଲ୍‌ଟିକୁ ରାଜ୍ୟସଭାରେ ପାରିତ କରିବାର ସଫଳ ହୋଇଛନ୍ତି। ଜିଏସ୍‌ଟି ବିଲ୍ ନେଇ ଅର୍ଥମନ୍ତ୍ରୀ ରାଜ୍ୟ ସରକାରଗୁଡ଼ିକ ସହିତ ମଧ୍ୟ ଏକାଧିକ ଥର ଆଲୋଚନା କରିଥିଲେ।

ଏବେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହା ପରେ ଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହେବ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି,“ଜିଏସ୍‌ଟି ରାଜ୍ୟଗୁଡ଼ିକୁ ସଶକ୍ତ କରିବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରାଜସ୍ୱ ବଢ଼ିବ।”

ଜିଏସ୍‌ଟି ବିଲ୍ ରାଜ୍ୟସଭାରେ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସମସ୍ତ ଦଳର ନେତା ଓ ରାଜ୍ୟସଭା ସାଂସଦମାନଙ୍କୁ ସାଧୁବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story