ହାଇଲେବଲ କ୍ଲିୟରାନ୍ସ ଅଥରିଟି କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର:ରାଜ୍ୟରେ ପ୍ରାୟ ୪୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ନେଇ ପଥ ପରିଷ୍କାର ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେଭେଲ୍ କ୍ଲିୟରନ୍ସ ଅଥରିଟି କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ୭ଟି ନୂଆ ପ୍ରକଳ୍ପରେ ପ୍ରାୟ ୫ ହଜାର ଲୋକ ନିଯୁକ୍ତି ପାଇବେ। ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନୂଆ ସମ୍ଭାବନା ଦେଖା ଦେଇଛି। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୭ ନୂଆ ପ୍ରକଳ୍ପ। ଯେଉଁଥିରେ ନିବେଶ ହେବ ୪୧ […]

meeting

meeting

Rakesh Mallick
  • Published: Tuesday, 29 September 2015
  • Updated: 29 September 2015, 03:58 PM IST

Sports

Latest News

ଭୁବନେଶ୍ୱର:ରାଜ୍ୟରେ ପ୍ରାୟ ୪୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ନେଇ ପଥ ପରିଷ୍କାର ହୋଇଛି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେଭେଲ୍ କ୍ଲିୟରନ୍ସ ଅଥରିଟି କମିଟି ବୈଠକରେ ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ୭ଟି ନୂଆ ପ୍ରକଳ୍ପରେ ପ୍ରାୟ ୫ ହଜାର ଲୋକ ନିଯୁକ୍ତି ପାଇବେ। ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନୂଆ ସମ୍ଭାବନା ଦେଖା ଦେଇଛି। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ୭ ନୂଆ ପ୍ରକଳ୍ପ। ଯେଉଁଥିରେ ନିବେଶ ହେବ ୪୧ ହଜାର ୯ ଶହ କୋଟି ଟଙ୍କ। ନିଯୁକ୍ତି ପାଇବେ ପ୍ରାୟ ୫ ହଜାର ଯୁବକ ଯୁବତୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ବସିଥିବା ହାଇଲେଭେଲ୍ କ୍ଲିୟରନ୍ସ ଅଥରିଟି କମିଟି ବୈଠକ ୭ ପ୍ରକଳ୍ପକୁ ମିଳିଛି ଗ୍ରିନ ସିଗନାଲ୍। ଭଦ୍ରକ ଜିଲ୍ଲା ଧାମରାରେ ବର୍ଷକୁ ୪୨୩ ମେଗାୱାଟ କ୍ଷମତା ବିଶିଷ୍ଟ ନ୍ୟାଚୁରାଲ ଗ୍ୟାସ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ ଜାପାନର ଜେ ଗ୍ରୀନ ପାୱାର୍ ଲିମିଟେଡ୍।ଏଥିରେ ନିବେଶ ହେବ ୩ ହଜାର ୧୦୬ କୋଟି ଟଙ୍କ। ସେହିପରି ସୁନ୍ଦରଗଡ ବସୁନ୍ଧରାରେ ମହାନଦୀ ବେସିନ୍ ପାୱାର ଲିମିଟେଡ ଥର୍ମାଲ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ। ୧୬୦୦ ମେଗାୱାଟ୍ ବିଶିଷ୍ଟ ଏହି ପ୍ଲାଣ୍ଟରେ ଖର୍ଚ୍ଚ ହେବ ୮ ହଜାର କୋଟି ଟଙ୍କ। ଟାଟା ପାୱାର ଲିମିଟେଡ ବେଗୁନିଆରେ ପ୍ରତିଷ୍ଠା କରିବ ୭ ହଜାର ୫୦୦ କୋଟି ଟଙ୍କାରେ ଥର୍ମାଲ ପାୱାର ପ୍ଲାଣ୍ଟ। ସିଇଏସସି ପକ୍ଷରୁ ଢେଙ୍କାନାଳରେ ପ୍ରତିଷ୍ଠା ହେବ ସୁପର କ୍ରିଟିକାଲ ପାୱାର ୟୁନିଟ୍ । ଏଥିରେ ନିବେଶ ହେବ ୬ ହଜାର ୮୬୧ କୋଟି ଟଙ୍କା। କିଛି ପ୍ରକଳ୍ପର ସଂପ୍ରସାରଣକୁ ମଧ୍ୟ ମିଳିଛି ମଞ୍ଜୁରୀ। ଭୂଷଣ ପାୱାର ଆଣ୍ଡ ଷ୍ଟିଲର ଉତ୍ପାଦନ କ୍ଷମତାକୁ ୨.୮୦ ଏମଟିପିଏରୁ ୫. ୫ ଏମଟିପିଏକୁ ବୃଦ୍ଧି କରାଯାଇଛି। ଏଥିରେ ୪ ହଜାର ୮୩୭ କୋଟି ଟଙ୍କା ନିବେଶ ହେବ। ସେହିପରି କେନ୍ଦୁଝରରେ ଆରଡେଣ୍ଟ ଷ୍ଟିଲ୍ ତାର ପେଲେଟ୍ କାରଖାନାରର ସମ୍ପ୍ରସାରଣ କରିଛି। ଏଥିପାଇଁ କଂପାନୀ ନିବେଶ କରିବ  ୪ ହଜାର ୩୧ କୋଟି ଟଙ୍କା। ସେହିପରି ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ ରାୟଗଡାଠାରେ ତାର ଆଲୁମିନିୟମ ରଫାଇନାରୀକୁ ସମ୍ପ୍ରସାରଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story