ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପାଇଁ ଇ-କମର୍ସର ବ୍ୟବହାର କରାଯାଉ: ବୈଜୟନ୍ତ

ନୂଆଦିଲ୍ଲୀ: ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଆମାଜନ୍‌, ଫ୍ଲିପ୍‌କାର୍ଟ, ସ୍ନାପଡିଲ୍‌ ଭଳି ଇ-କମର୍ସ ପ୍ଲାଟ୍‌ଫର୍ମ ବ୍ୟବହାର କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା। ଆଜି ସଂସଦର ପ୍ରଶ୍ନକାଳରେ ପଣ୍ଡା କହିଛନ୍ତି, “ହସ୍ତଶିଳ୍ପର ପ୍ରଚାର ପାଇଁ ସରକାର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରୁଛନ୍ତି। ଏହା ବଦଳରେ ସରକାର ଡିଜିଟାଲ ବଜାରର ଉପଯୋଗ କରିପାରିବେ। ଭୁବନେଶ୍ୱରରେ ‘ଠୁମରି ଡଟ୍‌ କମ୍‌’ ନାମକ ଏକ ଓଡିଆ ଇ-କମର୍ସ ସାଇଟ ଏଭଳି ହସ୍ତଶିଳ୍ପ ପ୍ରଚାର କରୁଛି। […]

baijayanta

baijayanta

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 09:31 PM IST

Sports

Latest News

ନୂଆଦିଲ୍ଲୀ: ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଆମାଜନ୍‌, ଫ୍ଲିପ୍‌କାର୍ଟ, ସ୍ନାପଡିଲ୍‌ ଭଳି ଇ-କମର୍ସ ପ୍ଲାଟ୍‌ଫର୍ମ ବ୍ୟବହାର କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା।

ଆଜି ସଂସଦର ପ୍ରଶ୍ନକାଳରେ ପଣ୍ଡା କହିଛନ୍ତି, “ହସ୍ତଶିଳ୍ପର ପ୍ରଚାର ପାଇଁ ସରକାର ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରୁଛନ୍ତି। ଏହା ବଦଳରେ ସରକାର ଡିଜିଟାଲ ବଜାରର ଉପଯୋଗ କରିପାରିବେ। ଭୁବନେଶ୍ୱରରେ ‘ଠୁମରି ଡଟ୍‌ କମ୍‌’ ନାମକ ଏକ ଓଡିଆ ଇ-କମର୍ସ ସାଇଟ ଏଭଳି ହସ୍ତଶିଳ୍ପ ପ୍ରଚାର କରୁଛି। ଡିଜିଟାଲ୍‌ ବଜାର ସହ ହସ୍ତଶିଳ୍ପ ଉପ୍ତାଦକୁ ଯୋଡ଼ି ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିବା ଦରକାର।”

ଏପରି ପ୍ରସ୍ତାବକୁ ମନ୍ତ୍ରଣାଳୟ ବିଚାର କରିବ ବୋଲି ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story