ପଲସର ୧୨୫ ସିସି ବନାମ ସାଇନ୍ ୧୨୫ସିସି, ଜାଣନ୍ତୁ କେଉଁ ବାଇକ୍ ବେଷ୍ଟ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ଏବେ ବିଏସ ସିକ୍ସ ଭର୍ସନର ସାଇନ୍ ବଜାରକୁ ଛାଡ଼ିଛି। ଏହା ସିବି ଏସପି ସାଇନ ୧୨୫ସିସିର ଅପଡେଟ୍ ମଡେଲ। ଏହା ପୂର୍ବରୁ ଅନ୍ୟ ଏକ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ ସଫଳତମ ବାଇକ୍ ତାର ପଲସର ମଡେଲର ୧୨୫ସିସି ଗାଡ଼ି ବଜାରକୁ ଛାଡ଼ିଛି। ପୂର୍ବରୁ ୧୩୫ସିସି, ୧୫୦ ସିସି, ୧୮୦ ସିସି ଏବଂ ୨୨୦ ସିସିର ପଲସର ବଜାରରେ ସଫଳ ହେବା ପରେ ଦୁର୍ଗାପୂଜା ଅବସରରେ ଏହି କମ୍ପାନୀ […]

HONDA CB SHINE BS 6

HONDA CB SHINE BS 6

Subhransu Sekhar
  • Published: Sunday, 17 November 2019
  • Updated: 17 November 2019, 04:02 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ହୋଣ୍ଡା ଏବେ ବିଏସ ସିକ୍ସ ଭର୍ସନର ସାଇନ୍ ବଜାରକୁ ଛାଡ଼ିଛି। ଏହା ସିବି ଏସପି ସାଇନ ୧୨୫ସିସିର ଅପଡେଟ୍ ମଡେଲ। ଏହା ପୂର୍ବରୁ ଅନ୍ୟ ଏକ ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ବଜାଜ ସଫଳତମ ବାଇକ୍ ତାର ପଲସର ମଡେଲର ୧୨୫ସିସି ଗାଡ଼ି ବଜାରକୁ ଛାଡ଼ିଛି। ପୂର୍ବରୁ ୧୩୫ସିସି, ୧୫୦ ସିସି, ୧୮୦ ସିସି ଏବଂ ୨୨୦ ସିସିର ପଲସର ବଜାରରେ ସଫଳ ହେବା ପରେ ଦୁର୍ଗାପୂଜା ଅବସରରେ ଏହି କମ୍ପାନୀ ୧୨୫ସିସି ମଡେଲର ପଲସର ବଜାରକୁ ଛାଡ଼ିଛି। ଏହି ଗାଡି ହୋଣ୍ଡାର ଏସପି ସାଇନ ଓ ହିରୋର ଗ୍ଲାମରକୁ ଟକ୍କର ଦେବାକୁ ଆସିଛି।

ଏବେ ହୋଣ୍ଡା ମଧ୍ୟ ପଲସରକୁ ଟକ୍କର ଦେବାକୁ ଯାଇ ବିଏସ ସିକ୍ସ ଭର୍ସନର ସାଇନ୍ ବଜାରକୁ ଚଳିତ ସପ୍ତାହରେ ଛାଡ଼ିଛି। ଯେଉଁଥିରେ ଅନେକ ଫିଚର ରହିଛି। ଦାମ୍ ମଧ୍ୟ ୭୨ ହଜାର ଟଙ୍କା ରହିଛି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ପଲସର ମୁଖ୍ୟତଃ ମାଇଲେଜ ଏବଂ ଶକ୍ତିଶାଳୀ ଇଞ୍ଜିନ୍ ପାଇଁ ଜଣାଶୁଣା। ତେଣୁ ୧୨୫ସିସିର ପଲସରକୁ ଲୋକେ ପସନ୍ଦ କରିବେ ବୋଲି କମ୍ପାନୀ ଆଶା ରଖଛି। ସେହିପରି ସାଇନ୍ ମଧ୍ୟ ଏବେ ଯେଉଁ ବିଏସ ସିକ୍ସ ଭର୍ସନର ଗାଡ଼ି ବଜାରକୁ ଛାଡ଼ିଛି ସେଥିରେ ବିଏସ ଫର ତୁଳନାରେ ଅଧିକ ଶକ୍ତିଶାଳୀ ଇଞ୍ଜିନ୍ ରହିଛି ଏବଂ ମାଇଲେଜ ମଧ୍ୟ ପୂର୍ବ ମଡେଲ ତୁଳନାରେ ଅଧିକ ଦେଖାଇବ ବୋଲି କମ୍ପାନୀ ଦାବି କରିଛି। ବିଏସ ଫର ଭର୍ସନ ସାଇନର ମାଇଲେଜ ୬୫ ରହିଥିବା ବେଳେ ଏବେ ବିଏସ ସିକ୍ସ ମଡେଲର ଗାଡିର ଦାମ ଅଧିକ ୧୦ ପ୍ରତିଶତ ମାଇଲେଜ ରହିବ ବୋଲି କମ୍ପାନୀ କହିଛି।

ଷ୍ଟାଇଲ

ହୋଣ୍ଡା ଏସପି ସାଇନ୍ ପୂର୍ବ ମଡେଲ ଅପେକ୍ଷା ଅଧିକ ଷ୍ଟାଇଲିସ ରହିଛି। ପୁରୁଣା ମଡେଲ ତୁଳନାରେ ଏହି ମଡେଲର ଲମ୍ୱା, ଉଞ୍ଚା ଏବଂ ଚଉଡା ଅଧିକ ରହିଛି। ସେହିପରି ହେଡ୍ ଲାଇଟ୍ ଏଲଇଡି ରଖିବା ସହିତ ଡିଜିଟାଲ ମିଟର ରହିଛି। ଏହି ଡିଜିଟାଲ ମିଟରରେ ଗିୟର ଚେଞ୍ଜର ସୂଚନା, କିଲୋମିଟର, ଟ୍ରିପ ମିଟର, ତେଲ ମିଟର ରହିଛି। ଏଥିସହ ନୂଆ ଗିୟର ସୁଇଚ୍ ଏହି ବିଏସ ସିକ୍ସ ମଡେଲରେ ରହିଥିବା ଜଣାପଡ଼ିଛି। ଏହାବାଦ ତେଲ ଟାଙ୍କିର ଲୁକ୍ ମଧ୍ୟ ଶକ୍ତିଶାଳୀ ଗାଡ଼ିର ଲୁକ୍ ଭଳି ରହିଛି। ଟାଙ୍କିର ଗ୍ରାଫିକ୍ସ ମଧ୍ୟ ଆଜିର ଟ୍ରେଣ୍ଡିଂ ଲୁକସକୁ ନଜରରେ ରଖି କମ୍ପାନୀ କରିଛି। ଗାଡିର ଚକ ୫ ସ୍ପୋକ୍ସ ଯୁକ୍ତ ଆଲଓ୍ୱି ହ୍ୱିଲ୍ ରହିଛି। ଉଭୟ ଡ୍ରମ୍ ଏବଂ ଡିସ ବ୍ରେକ ସିଷ୍ଟମ ମଡେଲର ଗାଡି ବଜାରକୁ ଛାଡ଼ିଛି।

ପଲସର ମଧ୍ୟ ୧୨୫ସିସି ମଡେଲକୁ ସଫଳ କରିବାକୁ ଯାଇ ଦମଦାର ଲୁକ୍ସ ଦେଇଛି। ବଜାରରେ ଉପଲବ୍ଧ ୧୫୦ ସିସି ନିୟନ ମଡେଲର ଏହି ୧୨୫ ସିସି ମଡେଲ ଏକ କପି ବୋଲି କହିପାରିବା। ବାଇକରେ ସିଗ୍ନେଚର ପାଇଲଟ ଲ୍ୟାମ୍ପ, ହେଲୋଜିନ ହେଡଲ୍ୟାମ୍ପ, ଦମଦାର ତେଲ ଟାଙ୍କି, ପଛରେ ମଧ୍ୟ ଏଲଇଡି ଟେଲ ଲ୍ୟାମ୍ପ ଦେଇଛି।

କ୍ଷମତା

ହୋଣ୍ଡା ଏସପିରେ ୧୨୫ ସିସି ଇଞ୍ଜିନ୍, ଗୋଟିଏ ସାଇଲେନ୍ସର, ଏୟାର କୁଲଡ, ୪ –ଷ୍ଟ୍ରୋକ୍ ଇଞ୍ଚିନ୍ ରହିଛି। ୭୫୦୦ ଆରପିଏମ କ୍ଷମତା ରହିଥିବା ବେଳେ ଇଞ୍ଜିନର କ୍ଷମତା ୧୦.୭ ବିଏଚପି ରହିଛି। ୫ଟି ଗିୟର ବକ୍ସ ରହିଛି।

ବଜାଜ ପଲସରରେ ୧୨୫ ସିସି ଇଞ୍ଜିନ୍, ଗୋଟିଏ ସାଇଲେନ୍ସର, ଡିଟିଏସ-ଆଇ ଇଞ୍ଜିନ୍ ରହିଛି। ଏହି ଇଞ୍ଜିନରେ ୧୧.୮ ବିଏଚପି ରହିଥିବା ବେଳେ ୮୫୦୦ ଆରପିଏମ ରହିଛି। ଏଥିସହ ୫ ସ୍ପୀଡ ଗିୟର ବକ୍ସ ରହିଛି।

ସୂଚନାଯୋଗ୍ୟ ଆରପିଏମ ହେଉଛି ରୋଟେସନ ପର୍ ମିନିଟ୍। ଗାଡ଼ିର ଆରପିଏମ୍ ଅନୁସାରେ ବେଗ ନିର୍ଭର କରିଥାଏ। ସମାନ କ୍ଷମତା ବିଶିଷ୍ଟ ଇଞ୍ଜିନ୍ ହୋଇଥିଲେ ମଧ୍ୟ ଆରପିଏମ୍ ଭିନ୍ନ ଭିନ୍ ରହିଥାଏ। କ୍ଷମତା ଦୃଷ୍ଟିରୁ ପଲସର ତୁଳନରା ସାଇନର କ୍ଷମତା କମ୍। ହେଲେ ସାଇନ୍ ବିଏସ ସିକ୍ସ ଭର୍ସନ ରହିଥିବା ବେଳେ ପଲସର ବିଏସ ଫର ଭର୍ସନ ରହିଛି।

ବ୍ରେକିଂ

ହୋଣ୍ଡା ଏସପିର ଉଭୟ ଆଗ ଏବଂ ପଛରେ ୧୩୦ ଏମଏମ ଡ୍ରମ ବ୍ରେକ୍ ରହିଛି। ସେହିପରି ପଲସର ୧୨୫ ସିସିର ଆଗ ଚକରେ ୧୭୦ ଏମଏମ ଏବଂ ପଛ ଚକରେ ୧୩୦ ଏମଏମ ଡ୍ରମ ବ୍ରେକ୍ ରହିଛି। ତେବେ ଉଭୟ ଗାଡ଼ିରେ ଡିସ ବ୍ରେକ ମଧ୍ୟ ରହିଛି। ନିରପଦା ଦୃଷ୍ଟିରୁ ଦୁଇଟି ଯାକ ଗାଡ଼ିରେ କମ୍ବାଇନ୍ଡ ବ୍ରେକିଂ ସିଷ୍ଟମ (ସିବିଏସ) ରହିଛି।

ଦାମ୍

ଦାମ୍ ଦୃଷ୍ଟିରୁ ଦେଖିଲେ ହୋଣ୍ଡା ସାଇନ୍ ତୁଳନାରେ ପଲସରର ଦାମ୍ କମ୍ ରହିଛି। ହୋଣ୍ଡା ଏସପି ୧୨୫ ସିସିର ଦାମ୍ ୭୨ ହଜାର ୯୦୦ ଟଙ୍କା ରହିଥିବା ବେଳେ ବଜାଜ ପଲସର ୧୨୫ ସିସିର ଦାମ ୬୬, ୬୧୮ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story