ଭାରତରେ ଲଞ୍ଚ୍‌ ହେଲା Motorola One Action: ମିଳିବ ଅଲ୍ଟ୍ରା ୱାଇଡ୍‌ ଆଙ୍ଗେଲ୍‌ କ୍ୟାମେରା

ନୂଆଦିଲ୍ଲୀ: ମୋଟୋରୋଲା ଭାରତରେ ଏକ ନୂଆ ସ୍ମାଟଫୋନ୍‌ ‘Motorola One Action’ ଲଞ୍ଚ୍‌ କରିଛି। ଅଗଷ୍ଟ ୩୦ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ। ବଜାରରେ ଉପଲବ୍ଧ ଅନ୍ୟ ସ୍ମାର୍ଟଫୋନ୍‌ ପରି ଏଥିରେ ମଧ୍ୟ  ଅଲ୍ଟ୍ରା ୱାଇଡ୍ ଆଙ୍ଗେଲ୍‌ କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏଥିରେ ଆପଣ ଭର୍ଟିକାଲି ଲ୍ୟାଣ୍ଡସ୍କେପ୍‌ ଭିଡିଓ ରେକର୍ଡ କରିପାରିବେ। Motorola One Action କେବଳ ଗୋଟିଏ ଭ୍ୟାରିଆଣ୍ଟ୍‌ ୪ଜିବି ମେମୋରି ଓ ୧୨୮ ଜିବି ଷ୍ଟୋରେଜ୍‌ […]

motorola

motorola

Chinmayee Roy
  • Published: Saturday, 24 August 2019
  • Updated: 24 August 2019, 05:14 PM IST

Sports

Latest News

ନୂଆଦିଲ୍ଲୀ: ମୋଟୋରୋଲା ଭାରତରେ ଏକ ନୂଆ ସ୍ମାଟଫୋନ୍‌ ‘Motorola One Action’ ଲଞ୍ଚ୍‌ କରିଛି। ଅଗଷ୍ଟ ୩୦ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ। ବଜାରରେ ଉପଲବ୍ଧ ଅନ୍ୟ ସ୍ମାର୍ଟଫୋନ୍‌ ପରି ଏଥିରେ ମଧ୍ୟ  ଅଲ୍ଟ୍ରା ୱାଇଡ୍ ଆଙ୍ଗେଲ୍‌ କ୍ୟାମେରା ଦିଆଯାଇଛି। ଏହା ବ୍ୟତୀତ ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏଥିରେ ଆପଣ ଭର୍ଟିକାଲି ଲ୍ୟାଣ୍ଡସ୍କେପ୍‌ ଭିଡିଓ ରେକର୍ଡ କରିପାରିବେ।

Motorola One Action କେବଳ ଗୋଟିଏ ଭ୍ୟାରିଆଣ୍ଟ୍‌ ୪ଜିବି ମେମୋରି ଓ ୧୨୮ ଜିବି ଷ୍ଟୋରେଜ୍‌ ସହ ଲଞ୍ଚ୍‌ ହୋଇଛି। ଏହାର ମୂଲ୍ୟ ୧୩ ହଜାର ୯୯୯ ଟଙ୍କା ରହିଛି। ଫୋନ୍‌ଟିକୁ ଆପଣମାନେ ଫ୍ଲିପ୍‌କାର୍ଟରୁ କିଣିପାରିବେ। ଲଞ୍ଚ୍ ଅଫର୍‌ ଭାବେ Motorola One Action ସହ ରିଲାଏନ୍ସ ଜିଓ ତରଫରୁ ୨,୨୦୦ ଟଙ୍କାର କ୍ୟାଶ୍‌ବ୍ୟାକ୍‌ ମିଳିବ। ଏହା ବ୍ୟତୀତ ୧୨୫ ଜିବିର ଏକ୍ସଟ୍ରା ଡାଟା ମଧ୍ୟ ମିଳିବ।

ଏହି ଫୋନ୍‌ରେ ଡୁଆଲ ସିମ୍‌ ସପୋର୍ଟ ସହ ଆଣ୍ଡ୍ରଏଡ୍‌ ପାଇ ୯.୦ ମିଳିବ। ଏଥିସହ ଆଣ୍ଡ୍ରଏଡ୍‌ Q ଓ R ର ମଧ୍ୟ ଅପ୍‌ଡେଟ୍‌ ମିଳିବ। ଏହି ଫୋନ୍‌ରେ ୬.୩ ଇଞ୍ଚ୍‌ (୧୮୦ x ୨୫୨୦ ପିକ୍ସେଲ୍‌)ର ଡିସ୍‌ପ୍ଲେ ମିଳିବ। Motorola One Actionରେ ସାମସଙ୍ଗର ଏକ୍ସିନୋଜ୍ ୯୬୦୯ ପ୍ରୋସେସର ରହିଛି, ଯାହାକି ଏକ ଅକ୍ଟାକୋର ପ୍ରୋସେସର।

ଏଥିରେ ଟ୍ରିପଲ୍‌ ରିୟର କ୍ୟାମେରା ଦିଆଯାଇଛି। ଏଗୁଡ଼ିକ ଯଥାକ୍ରମେ ୧୨,୨ ଓ ୫ ମେଗାପିକ୍ସେଲ୍‌ ବିଶିଷ୍ଟ। କ୍ୟାମେରା ସହ ଭିଡିଓ ଷ୍ଟାବିଲାଇଜେଶନ୍‌ ମିଳିବ। ଏଥି ସହ ରିୟର କ୍ୟାମେରାରୁ ଆପଣ ଭର୍ଟିକାଲ ସ୍ଥିତିରେ ଲ୍ୟାଣ୍ଡସ୍କେପ୍‌ ଭିଡିଓ ରେକର୍ଡ କରିପାରିବେ। ସେଲ୍‌ଫି ପାଇଁ ଏଥିରେ ୧୨ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ଦିଆଯାଇଛି। Motorola One Actionରେ 3500mAh ବ୍ୟାଟେରୀ ସହ ୧୦ ୱାଟ୍‌ର ଫାଷ୍ଟ୍‌ ଚାର୍ଜର ମଧ୍ୟ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story