ଆରମ୍ଭ ହେଉଛି ଏମ୍‌ଆଇ ଫ୍ୟାନ୍‌ ଫେଷ୍ଟିଭାଲ୍‌: ୧ ଟଙ୍କାରେ ମିଳିବ RedMI Note 7 pro

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ସାଓମି, ଏମ୍‌ଆଇ ଫ୍ୟାନ୍‌ ଫେଷ୍ଟିଭାଲ୍‌ର ଘୋଷଣା କରିଛି। ଏହି ଫେଷ୍ଟିଭାଲ୍‌ ଏପ୍ରିଲ୍‌ ୪ରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।  ୩ ଦିନ ଯାଏଁ ଚାଲିବାକୁ ଥିବା ଏହି ସେଲ୍‌ରେ ପୋକୋ ଏଫ୍‌-୧, ଏମ୍‌ଆଇ ଏଲ୍‌ଇଡି ଟିଭି ପରି ଅନେକ ପ୍ରଡକ୍ଟ ଉପରେ ଆକର୍ଷଣୀୟ ରିହାତି ମିଳିବ। ଏହାବ୍ୟତୀତ ମାତ୍ର ଏକ ଟଙ୍କାରେ ୪୮ ମେଗାପିକ୍ସେଲ୍‌ ରିୟର କ୍ୟାମେରା ଯୁକ୍ତ ଫୋନ୍‌ ରେଡ୍‌ମି […]

sale

sale

Chinmayee Roy
  • Published: Tuesday, 02 April 2019
  • Updated: 02 April 2019, 10:06 AM IST

Sports

Latest News

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନୀ ସାଓମି, ଏମ୍‌ଆଇ ଫ୍ୟାନ୍‌ ଫେଷ୍ଟିଭାଲ୍‌ର ଘୋଷଣା କରିଛି। ଏହି ଫେଷ୍ଟିଭାଲ୍‌ ଏପ୍ରିଲ୍‌ ୪ରୁ ଆରମ୍ଭ ହୋଇ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।  ୩ ଦିନ ଯାଏଁ ଚାଲିବାକୁ ଥିବା ଏହି ସେଲ୍‌ରେ ପୋକୋ ଏଫ୍‌-୧, ଏମ୍‌ଆଇ ଏଲ୍‌ଇଡି ଟିଭି ପରି ଅନେକ ପ୍ରଡକ୍ଟ ଉପରେ ଆକର୍ଷଣୀୟ ରିହାତି ମିଳିବ। ଏହାବ୍ୟତୀତ ମାତ୍ର ଏକ ଟଙ୍କାରେ ୪୮ ମେଗାପିକ୍ସେଲ୍‌ ରିୟର କ୍ୟାମେରା ଯୁକ୍ତ ଫୋନ୍‌ ରେଡ୍‌ମି ନୋଟ୍‌-7 ପ୍ରୋ ମିଳିବ। ଆସନ୍ତୁ ସମସ୍ତ ଅଫର୍‌ ବିଷୟରେ ଜାଣିବା ।

ଏହି ସେଲ୍‌ mi.com, ଫ୍ଲିପ୍‌କାର୍ଟ ଓ ଆମାଜନ୍‌ରେ ହେବ। ସେଲ୍‌ରେ ପୋକୋ ଏଫ୍ ୱାନ୍‌ର ୬ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ ୨୦ହଜାର ୯୯୯ ଟଙ୍କାରେ ମିଳିବ। ଏହାର ପ୍ରକୃତ ମୂଲ୍ୟ ହେଉଛି ୨୨ ହଜାର ୯୯୯ ଟଙ୍କା। ଏହାବ୍ୟତୀତ ରେଡ୍‌ମି ନୋଟ୍‌-5 ପ୍ରୋର ୪ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟ ୧୦ ହଜାର ୯୯୯ ଓ ୬ ଜିବି ରାମ୍‌ ଭ୍ୟାରିୟାଣ୍ଟ ୧୧ ହଜାର ୯୯୯ ଟଙ୍କାରେ ମିଳିବ। ସେହିପରି ନୋଟ୍-6 ପ୍ରୋକୁ ୧୦ ହଜାର ୯୯୯ ଟଙ୍କାର ଆରମ୍ଭ ମୂଲ୍ୟରେ କିଣିପାରିବେ। ଜଣାଇ ଦେଉଛୁ ଯେ ଏହି ଫୋନ୍‌ର ମୂଲ୍ୟ ୧୩ ହଜାର ୯୯୯ ଟଙ୍କାରୁ ଆରମ୍ଭ।

ଏହି ସେଲ୍‌ରେ ରେଡ୍‌ମି ନୋଟ୍‌-7, ରେଡ୍‌ମି ନୋଟ୍‌-7 ପ୍ରୋ ଓ ରେଡ୍‌ମି ଗୋ ମଧ୍ୟ ମିଳିବ। ଏଥିପାଇଁ ଏପ୍ରିଲ୍‌ ୪ର ମଧ୍ୟାହ୍ନ ୧୨ଟା ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଏହାବ୍ୟତୀତ ୧ ଟଙ୍କିଆ ଫ୍ଲାଶ୍ ସେଲ୍‌ ୪, ୫ ଓ ୬ ଏପ୍ରିଲ୍  ଅପରାହ୍ନ ୨ଟା ବେଳେ ହେବ। ଏହି ଫ୍ଲାଶ୍ ସେଲ୍‌ରେ ଗ୍ରାହକଙ୍କୁ ରେଡ୍‌ମି ନୋଟ୍‌-7 ପ୍ରୋ ଓ ଏମଆଇର ସାଉଣ୍ଡ ବାର୍‌ ଏକ ଟଙ୍କାରେ ମିଳିବ, ଯାହାର ପ୍ରକୃତ ମୂଲ୍ୟ ହେଉଛି ୪ ହଜାର ୯୯୯ଟଙ୍କା।

ଚଳିତ ବର୍ଷ ସାଓମି ମିଷ୍ଟ୍ରି ବକ୍ସ୍ ସେଲ୍‌ର ମଧ୍ୟ ଆୟୋଜନ କରୁଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଏକ ସର୍‌ପ୍ରାଇଜ୍‌ ବକ୍ସ ମିଳିବ । ଯେଉଁଥିରେ ୨ ହଜାର ୪୦୦ ଟଙ୍କାର ପ୍ରଡକ୍ଟ ଥିବ । ହେଲେ ତାହା ୯୯ ଟଙ୍କା ମୂଲ୍ୟରେ  ମିଳିବ। ମିଷ୍ଟ୍ରି ବକ୍ସ ସେଲ୍‌ ତିନି ଦିନ ଯାକ ଅପରାହ୍ନ ୪ଟା ବେଳେ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story