ଇଜ୍ ଅଫ ଡୁଇଂ ବିଜନେସ ତାଲିକାରେ ଭାରତର ଉନ୍ନତି

ନୂଆଦିଲ୍ଲୀ:ଦେଶରେ ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାର କାଠଗଡ଼ାରେ ଥିବା ବେଳେ, ସରକାର ପାଇଁ ଖୁସି ଖବର ଆସିଛି। ଇଜ୍ ଅଫ ଡୁଇଂ ବିଜନେସ ସୂଚକାଙ୍କରେ ଭାରତ ୧୪ଟି ସ୍ଥାନ ଉପରକୁ ଉଠିଛି। ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗାମୀ ଦିନରେ ଦେଶରେ ଏକକ ଜିଏସଟି ବ୍ୟବସ୍ଥା ଆହୁରି ସରଳ ହେବ ବୋଲି ସେ ଏହି ଅବସରରରେ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ବିଶ୍ୱ ବ୍ୟାଙ୍କ ଇଜ୍ ଅଫ୍ ଡୁଇଂ ବିଜନେସର ସୂଚକାଙ୍କ ପ୍ରକାଶ କରିଛି। […]

nirmala-sitaraman

nirmala-sitaraman

Subhransu Sekhar
  • Published: Thursday, 24 October 2019
  • Updated: 24 October 2019, 07:29 PM IST

Sports

Latest News

ନୂଆଦିଲ୍ଲୀ:ଦେଶରେ ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାର କାଠଗଡ଼ାରେ ଥିବା ବେଳେ, ସରକାର ପାଇଁ ଖୁସି ଖବର ଆସିଛି। ଇଜ୍ ଅଫ ଡୁଇଂ ବିଜନେସ ସୂଚକାଙ୍କରେ ଭାରତ ୧୪ଟି ସ୍ଥାନ ଉପରକୁ ଉଠିଛି। ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗାମୀ ଦିନରେ ଦେଶରେ ଏକକ ଜିଏସଟି ବ୍ୟବସ୍ଥା ଆହୁରି ସରଳ ହେବ ବୋଲି ସେ ଏହି ଅବସରରରେ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ବିଶ୍ୱ ବ୍ୟାଙ୍କ ଇଜ୍ ଅଫ୍ ଡୁଇଂ ବିଜନେସର ସୂଚକାଙ୍କ ପ୍ରକାଶ କରିଛି। ଗତବର୍ଷ ତୁଳନାରେ ଭାରତ ୧୪ଟି ସ୍ଥାନ ଡେଇଁ ଏବେ ୬୩ ନମ୍ୱରରେ ପହଞ୍ଚିଛି। ଆଗାମୀ ବର୍ଷ ଭାରତ ୫୦ ନମ୍ୱର ଭିତରେ ରହିବ ବୋଲି ନିର୍ମଳା କହିଛନ୍ତି।

ଦେବାଳିଆ ସଂହିତା (ଆଇବିସି) ପାଇଁ ଭାରତ ବିଶ୍ୱ ବ୍ୟାଙ୍କ ସୂଚକାଙ୍କ ତାଲିକାରେ ଆଗକୁ ଉଠିଛି ବୋଲି ସେ କହିଛନ୍ତି। ଦେଶରେ କୋଲକାତା, ବେଙ୍ଗାଲୁରୁ, ଦିଲ୍ଲୀ ଏବଂ ମୁମ୍ୱାଇରେ ବ୍ୟବସାୟିକ ନୀତି ଭଲ ରହିଛି ବୋଲି ବିଶ୍ୱ ବ୍ୟାଙ୍କ କହିଥିବା ସୀତାରମଣ କହିଛନ୍ତି।

ସୂଚନାଯୋଗ୍ୟ, କୌଣସି ଦେଶର ଅର୍ଥବ୍ୟବସ୍ଥାକୁ ଠିକ୍ ରଖିବା ପାଇଁ ସେଠିକାର ବ୍ୟବସାୟିକ ନୀତି ଭଲ ରହିବା ଆବଶ୍ୟକ। ଅର୍ଥାତ ଯେଉଁ ଦେଶର ବ୍ୟବସାୟିକ ନୀତି ଉପରେ ଦେଶର ଆର୍ଥିକ ସ୍ଥିତି ନିର୍ଭର କରେ। ତେଣୁ ନୂଆ ବ୍ୟବସାୟ ଆରମ୍ଭ କରିବା, ଦେବାଳିଆ ସ୍ଥିତିର ସମାଧାନ କରିବା, ସୀମା ପାର ବ୍ୟବସାୟ ଏବଂ ସଠିକ ନିୟମରେ ବ୍ୟବସାୟକୁ ଅନୁମତି ଦେବା ପ୍ରସଙ୍ଗ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହା ପୂର୍ବରୁ ଭାରତ ଇଜ୍ ଅଫ ଡୁଇଂ ବିଜନେସ ତାଲିକାରେ ୧୦ ନମ୍ବର ସ୍ଥାନ ମଧ୍ୟ ହାସଲ କରିସାରିଛି। ଗତବର୍ଷ ଭାରତ ୭୭ ନମ୍ୱର ସ୍ଥାନରେ ଥିବା ବେଳେ ୨୦୧୭ରେ ୧୦୦ ତମ ସ୍ଥାନରେ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story