ନ୍ୟୁ ୟର୍କ: ୨୦୧୭ ମସିହାରେ ନିର୍ମାଣ ହେବାକୁ ଥିବା ଆଇଫୋନ୍ର ବିଭିନ୍ନ ମଡେଲର ସ୍କ୍ରୀନ୍ରେ ରହିବନି ‘ଟଚ୍ ଆଇଡି’। ଏହା ବଦଳରେ ଏହି ଫୋନ୍ରେ ରହିବ ବାୟୋ ମେଟ୍ରିକ୍ ଫଙ୍କସନ୍।
ଏହି ସୁବିଧା ଅନୁସାରେ ଗ୍ରାହକ ମାନେ ନିର୍ଦ୍ଧିଷ୍ଟ ସ୍ଥାନକୁ ଚିପିବା ଦ୍ୱାରା ଏହା ଟିକେ ଭାଇବ୍ରେଟ୍ ହେବ ଏହାପରେ ନୂଆ ଫିଚର ଆକ୍ଟିଭେଟ୍ ହୋଇଯିବା ବୋଲି କହିଛି ଆମେରିକାର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଆପଲ।
ଅପଲ ଫୋନ୍ରେ ଥିବା ଟଚ୍ ଆଇଡିଟି ଫିଙ୍ଗରପ୍ରିଣ୍ଟ ନେଇ କାର୍ଯ୍ୟକ୍ଷମ ହୋଇଥାଏ। କିନ୍ତୁ ଏହି ନୂଆ ସୁବିଧା ଅନୁସାରେ ଏହା ଭିନ୍ନ ଭାବେ ବଜାରକୁ ଆସିବ। Organic light-emitting diode (OLED) ଓ Curved Screen ସହ ଆସନ୍ତାବର୍ଷ ବଜାରକୁ ଆସିବ ଆଇଫୋନ୍ ୧୦।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।