ଜୁଲାଇରେ ଭାରତୀୟ ବଜାରକୁ ଆସିବ Jeep Grand Cherokee

ନୂଆଦିଲ୍ଲୀ: ଆକର୍ଷଣୀୟ ଷ୍ଟାଇଲ୍‌, ମାଇଲେଜ୍‌ ଓ ଇଞ୍ଜିନ୍‌ ସହ ଜୁଲାଇ ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ଇଟାଲିର ହାଇଏଣ୍ଡ କାର Jeep Grand Cherokee। ଏହାର ମୂଲ୍ୟ ୩୫ ଲକ୍ଷରୁ ୫୦ଲକ୍ଷ ମଧ୍ୟରେ ରହିଛି। ଏହାର ଏସ୍‌ଆରଟି ଭର୍ସନ୍‌ ପାଖାପାଖି ୭୫ ଲକ୍ଷ ଟଙ୍କା ଦର ଆସିବ। ଏହ କାର ଲାଣ୍ଡରୋଭର ଡିସ୍‌କଭରୀ ସ୍ପୋର୍ଟସ, ବିଏମ୍‌ଡବ୍ଲ୍ୟୁ ଏକ୍ସ୩ ଓ ଅଡି କ୍ୟୁ୫କୁ ଟକ୍କର ଦେବ।  ଏହି କାରଟି ଦୁଇଟି ରୂପରେ ବଜାରକୁ ଆସିବ। ଏହି ଦୁଇଟି […]

Jeep-Grand-Cherokee-Front-view

Jeep-Grand-Cherokee-Front-view

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 12:39 PM IST

ନୂଆଦିଲ୍ଲୀ: ଆକର୍ଷଣୀୟ ଷ୍ଟାଇଲ୍‌, ମାଇଲେଜ୍‌ ଓ ଇଞ୍ଜିନ୍‌ ସହ ଜୁଲାଇ ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ଇଟାଲିର ହାଇଏଣ୍ଡ କାର Jeep Grand Cherokee। ଏହାର ମୂଲ୍ୟ ୩୫ ଲକ୍ଷରୁ ୫୦ଲକ୍ଷ ମଧ୍ୟରେ ରହିଛି। ଏହାର ଏସ୍‌ଆରଟି ଭର୍ସନ୍‌ ପାଖାପାଖି ୭୫ ଲକ୍ଷ ଟଙ୍କା ଦର ଆସିବ।

ଏହ କାର ଲାଣ୍ଡରୋଭର ଡିସ୍‌କଭରୀ ସ୍ପୋର୍ଟସ, ବିଏମ୍‌ଡବ୍ଲ୍ୟୁ ଏକ୍ସ୩ ଓ ଅଡି କ୍ୟୁ୫କୁ ଟକ୍କର ଦେବ।  ଏହି କାରଟି ଦୁଇଟି ରୂପରେ ବଜାରକୁ ଆସିବ। ଏହି ଦୁଇଟି ପ୍ରକାର ହେଲା 3.0-litre V6 diesel (regular variant) ଓ 6.4-litre HEMI V8 petrol (SRT performance version)।

ଏହି କାରରେ ଶ୍ରେଷ୍ଟ ଇଣ୍ଟିରିୟର ଡିଜାଇନ୍‌ ସହ ହାଇ ରିଜୋଲ୍ୟୁସନ 8.4-inch ଟଚ୍‌ସ୍କ୍ରୀନ୍, Configurable menu bar, Do not disturb mode, HD Radio ସହ AM/FM/Aux/remote USB/SD media hub, ୩ ଡି landmarks, city models, digital terrain, one-step voice destination entry, ଆଇପଡ୍‌ ମୋବାଇଲ device integration, Uconnect Access,, ବ୍ଲ୍ୟୁଟୁଥ୍‌ connectivity, hands-free phone ସୁବିଧା, streaming audio, voice command and text message  reply (not compatible with iPhone mobile devices) ଓ Available built-in WiFi Hotspot  ପରି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story