ଜୁନ ୧୫ରୁ ବିଏସଏନଏଲର ରୋମିଂ ଫ୍ରି

ନୂଆଦିଲ୍ଲୀ: ଚଳିତମାସ ୧୫ ତାରିଖରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଦେଶବ୍ୟାପୀ ଫ୍ରି ରୋମିଂ ସେବା ପ୍ରଦାନ କରିବ। ମଙ୍ଗଳବାର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଦୂରସଂଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ୨୫ଶହ ପର୍ଯ୍ୟଟନ କ୍ଷେତ୍ରରେ ୱାଇଫାଇ ସେବା ଯୋଗାଇ ଦିଆଯିବ । ଏହି ସେବା ବାରଣାସୀଠାରୁ ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସୁବିଧା ସମଗ୍ର ଦେଶରେ ଲାଗୁ […]

bsnl

bsnl

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 10:13 AM IST

ନୂଆଦିଲ୍ଲୀ: ଚଳିତମାସ ୧୫ ତାରିଖରୁ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଦେଶବ୍ୟାପୀ ଫ୍ରି ରୋମିଂ ସେବା ପ୍ରଦାନ କରିବ। ମଙ୍ଗଳବାର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଦୂରସଂଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ୨୫ଶହ ପର୍ଯ୍ୟଟନ କ୍ଷେତ୍ରରେ ୱାଇଫାଇ ସେବା ଯୋଗାଇ ଦିଆଯିବ । ଏହି ସେବା ବାରଣାସୀଠାରୁ ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସୁବିଧା ସମଗ୍ର ଦେଶରେ ଲାଗୁ କରାଯିବ।
ପ୍ରାଥମିକ ଭାବେ ସରକାର ହାଇଦ୍ରାବାଦ,ବାଙ୍ଗାଲୋର,କୋଚିନ୍ ଓ ବିଜୟୱାଡା ପରି ପର୍ଯ୍ୟଟନସ୍ଥଳୀରେ ୱାଇଫାଇ ସ୍ପଟ ସ୍ଥାପନ କରିବେ ବୋଲି ରବିଶଙ୍କର କହିଛନ୍ତି। ବିଏସଏନଏଲ ଓ ଏମଟିଏନଏଲ ଚଳିତବର୍ଷ ଆଖିଦୃଷ୍ଟିଆ ଲାଭ କରିଛି। ଗତବର୍ଷ ବିଏସଏନଏଲରେ ଆୟ ୨.୧ପ୍ରତିଶତ ଆୟ ବୃଦ୍ଧି ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story