ଖଦି ବିକ୍ରି ୬୦% ବଢ଼ିଛି

ଅହମଦାବାଦ: ଦେଶରେ ଖଦି ବିକ୍ରି ୬୦% ବଢ଼ିଛି। ଆଉ ଏହା ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ। କାରଣ ପ୍ରତ୍ୟେକ ଲୋକ ଅତିକମରେ ଗୋଟିଏ ଲେଖାଏଁ ଖଦି ପୋଷାକ କିଣିବା ଉଚିତ୍ ବୋଲି ସେ ‘ମନ୍ କୀ ବାତ୍’ ଜରିଆରେ ଅନୁରୋଧ କରିଥିଲେ। ଏ କଥା କହିଛନ୍ତି କେନ୍ଦ୍ର କ୍ଷୁଦ୍ର,ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କଲରାଜ ମିଶ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦେଶରେ ମଧ୍ୟ ଖଦିର ଚାହିଦା ବୃଦ୍ଧି ପାଇଛି। ଗତବର୍ଷ […]

KHadii

KHadii

Rakesh Mallick
  • Published: Wednesday, 17 June 2015
  • Updated: 17 June 2015, 04:01 AM IST

Sports

Latest News

ଅହମଦାବାଦ: ଦେଶରେ ଖଦି ବିକ୍ରି ୬୦% ବଢ଼ିଛି। ଆଉ ଏହା ସମ୍ଭବ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁ। କାରଣ ପ୍ରତ୍ୟେକ ଲୋକ ଅତିକମରେ ଗୋଟିଏ ଲେଖାଏଁ ଖଦି ପୋଷାକ କିଣିବା ଉଚିତ୍ ବୋଲି ସେ ‘ମନ୍ କୀ ବାତ୍’ ଜରିଆରେ ଅନୁରୋଧ କରିଥିଲେ। ଏ କଥା କହିଛନ୍ତି କେନ୍ଦ୍ର କ୍ଷୁଦ୍ର,ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କଲରାଜ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଦେଶରେ ମଧ୍ୟ ଖଦିର ଚାହିଦା ବୃଦ୍ଧି ପାଇଛି।

ଗତବର୍ଷ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଖଦି ସାମଗ୍ରୀ କିଣିବା ଉପରେ ଜୋର ଦେଇଥିଲେ। ପ୍ରତ୍ୟେକ ଲୋକ ଅତି କମରେ ଗୋଟିଏ ଖଦି ଉତ୍ପାଦ କିଣିବା ଉଚିତ୍ ବୋଲି ସେ ଅପିଲ୍ କରିଥିଲେ। ଏହା ଏକ ରୁମାଲ ଅବା ବେଡସିଟ୍ ବି ହୋଇପାରେ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story