ନିଲାମ ହେବ ୪ ଖଣି

ଭୁବନେଶ୍ୱର: ରାଜ୍ୟରେ ଆଉ ୪ଟି ଖଣି ନିଲାମ କରାଯିବା। ଏଥିପାଇଁ ୨ରୁ ୩ ଦିନ ମଧ୍ୟରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ନିଲାମ ଲାଗି ଚିହ୍ନଟ ଖଣି ଗୁଡିକ ମଧ୍ୟରେ ରହିଛି ମାଲକାନଗିରିର କୋଟାମେଟା ଓ ଉସକାଲଭାଗୁ ଏବଂ ନୂଆପଡ଼ାର ଗାରାମୁରା ଲାଇମଷ୍ଟୋନ ଖଣି ଓ କେନ୍ଦୁଝରର ଲସର୍ଦା ପାଚେରୀ ମାଙ୍ଗାନିଜ ଖଣି। ପୂର୍ବରୁ ସରକାର ଏକ ଲାଇମଷ୍ଟୋନ୍‌ ଖଣି ନିଲାମ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଲିଜ୍‌ ନେବାକୁ କେହି ଆବେଦନ କରି […]

khani

khani

Rakesh Mallick
  • Published: Monday, 17 October 2016
  • Updated: 17 October 2016, 09:00 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଆଉ ୪ଟି ଖଣି ନିଲାମ କରାଯିବା। ଏଥିପାଇଁ ୨ରୁ ୩ ଦିନ ମଧ୍ୟରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ନିଲାମ ଲାଗି ଚିହ୍ନଟ ଖଣି ଗୁଡିକ ମଧ୍ୟରେ ରହିଛି ମାଲକାନଗିରିର କୋଟାମେଟା ଓ ଉସକାଲଭାଗୁ ଏବଂ ନୂଆପଡ଼ାର ଗାରାମୁରା ଲାଇମଷ୍ଟୋନ ଖଣି ଓ କେନ୍ଦୁଝରର ଲସର୍ଦା ପାଚେରୀ ମାଙ୍ଗାନିଜ ଖଣି।

ପୂର୍ବରୁ ସରକାର ଏକ ଲାଇମଷ୍ଟୋନ୍‌ ଖଣି ନିଲାମ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଲିଜ୍‌ ନେବାକୁ କେହି ଆବେଦନ କରି ନ ଥିଲେ। ଏପରି ସ୍ଥିତିରେ ଏହି ୪ଟି ଖଣିର ନିଲାମୀ ହୋଇପାରୁଛି କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି,“ଦୁଇରୁ ତିନିଦିନ ମଧ୍ୟରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଯାହା କିଛି ପଦକ୍ଷେପ ନିଆଯିବା କଥା ତାହା ସରିଛି।”

ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ କହିଛନ୍ତି,“କିଛି ଚୂନଖଣି ମାଓବାଦୀ ପ୍ରବଣ ଅଞ୍ଚଳରେ ରହିଛି। ଏହାକୁ ଚଲାଇବା କଷ୍ଟ ହେବ। ଏପରି ସ୍ଥିତିରେ ନିବେଶକାରୀ ଏହି ଖଣିଗୁଡିକ ପ୍ରତି ଆଗ୍ରହ ଦେଖାଇବେ ବୋଲି ମୁଁ ଭାବୁନାହିଁ। ମାଙ୍ଗାନିଜରେ କିଛିଟା ଆଗ୍ରହ ଦେଖଶଇବେ। ହେଲେ ଏଥିରୁ ଉଚିତ୍‌ ମୂଲ୍ୟ ମିଳିବା ନେଇ ଆଶଙ୍କା ରହିଛି।”

ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖଣି ଖନନ ଚାଲିଥିବା କେନ୍ଦ୍ର ସରକାରଙ୍କ ମାଇନିଂ ସର୍ଭେଲାନ୍ସ ସିଷ୍ଟମରୁ ସୂଚନା ମିଳିଛି। ୧୪ଟି ରାଜ୍ୟର ୨୯୬ ଖଣିରେ ମୋଟ୍‌ ୩,୯୯୪.୮୭ହେକ୍ଟର ଅଞ୍ଚଳରେ ଏହି ବେଆଇନ ଖନନ ଚାଲିଛି। ଏଥିରୁ ଓଡ଼ିଶାର ୨୦ଟି ଖଣିରେ ୩୭୪.୫୩ ହେକ୍ଟର ଅଞ୍ଚଳ ରହିଛି। ତେବେ କେନ୍ଦ୍ରର ଏହି ତଥ୍ୟକୁ ରାଜ୍ୟ ଖଣିମନ୍ତ୍ରୀ ଖଣ୍ଡନ କରିଛନ୍ତି। କେନ୍ଦ୍ର ସରକାର ତଥ୍ୟ ଦେଲେ ରାଜ୍ୟ ସରକାର ଏହାର ତଦନ୍ତ କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story