ଲଞ୍ଚ୍ ପୂର୍ବରୁ ୱେବସାଟରେ ଉପଲବ୍ଧ ହେଉଛି ଲେନୋଭୌ A7000 ପ୍ଲସ୍

ନୂଆଦିଲ୍ଲୀ:ଗତ ଏପ୍ରିଲରେ ଭାରତରେ ଲେନୋଭୌ A7000 ସ୍ମାଟଫୋନ୍ ଲଞ୍ଚ୍ ହୋଇଥିଲା। ଯାହାର ମୂଲ୍ୟ ୮,୯୯୯ଟଙ୍କା ଥିଲା। ଏବେ ଏହି ଫୋନର ନୂଆ ମଡେଲ୍ A7000 ପ୍ଲସ୍  ବଜାରକୁ ଆସୁଛି। ଏହି ଫୋନରେ (1920×1080)ଫୁଲ ଏଚଡି ଡିସପ୍ଲେ ରହିଛି। ହେଲେ ଲଞ୍ଚ୍ ନ ହେବା ପୂର୍ବରୁ ଏହି ଫୋନର ବିକ୍ରି ଆରମ୍ଭ ହୋଇଯାଇଛି। ଫିଲପାଇନ୍ସର ଏକ ଅନଲାଇନ୍ ରିଟେଲ୍ ୱେବସାଟରେ ଏହାର ବିକ୍ରି ଆରମ୍ଭ ହୋଇଛି। ଯାହାର ମୂଲ୍ୟ ଭାରତୀୟ ବଜାରରେ ୧୧,୩୩୫ ଟଙ୍କା ରହିଛି। ତେବେ କମ୍ପାନୀ […]

lenovo-a

lenovo-a

Rakesh Mallick
  • Published: Monday, 14 September 2015
  • Updated: 14 September 2015, 02:57 PM IST

Sports

Latest News

ନୂଆଦିଲ୍ଲୀ:ଗତ ଏପ୍ରିଲରେ ଭାରତରେ ଲେନୋଭୌ A7000 ସ୍ମାଟଫୋନ୍ ଲଞ୍ଚ୍ ହୋଇଥିଲା। ଯାହାର ମୂଲ୍ୟ ୮,୯୯୯ଟଙ୍କା ଥିଲା। ଏବେ ଏହି ଫୋନର ନୂଆ ମଡେଲ୍ A7000 ପ୍ଲସ୍  ବଜାରକୁ ଆସୁଛି। ଏହି ଫୋନରେ (1920x1080)ଫୁଲ ଏଚଡି ଡିସପ୍ଲେ ରହିଛି। ହେଲେ ଲଞ୍ଚ୍ ନ ହେବା ପୂର୍ବରୁ ଏହି ଫୋନର ବିକ୍ରି ଆରମ୍ଭ ହୋଇଯାଇଛି। ଫିଲପାଇନ୍ସର ଏକ ଅନଲାଇନ୍ ରିଟେଲ୍ ୱେବସାଟରେ ଏହାର ବିକ୍ରି ଆରମ୍ଭ ହୋଇଛି। ଯାହାର ମୂଲ୍ୟ ଭାରତୀୟ ବଜାରରେ ୧୧,୩୩୫ ଟଙ୍କା ରହିଛି। ତେବେ କମ୍ପାନୀ ପକ୍ଷରୁ ଭାରତରେ ଏହାର ଲଞ୍ଚ କରାଯିବା ତାରିଖ ଘୋଷଣା କରାଯାଇ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story