ବର୍ଷକରେ ୨.୫ ଲକ୍ଷରୁ ଅଧିକ ଲିଭୋ ବିକିଛି ହୋଣ୍ଡା

ମୁମ୍ବାଇ: ବର୍ଷେ ପୂର୍ବରୁ ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ 110cc ଇଞ୍ଜିନ୍ ବାଲା ବାଇକ୍ ଲିଭୋ (Livo) ଭାରତୀୟ ବଜାରରେ ଛାଡ଼ି ଥିଲେ। ବାଜାରକୁ ଆସିବାର ଏକ ବର୍ଷ ପୂରଣ ହେବା ପୂର୍ବରୁ ୨.୫ ଲକ୍ଷରୁ ଅଧିକ ଲିଭୋ ମୋଟର ସାଇକେଲ୍ ବିକ୍ରି କରିବାର ଦାବି କରିଛି କମ୍ପାନୀ।  ଏହି ଅବସରରେ କମ୍ପାନୀ ଏହି ମୋଟର ସାଇକେଲ୍‌ର ଆଉ ଦୁଇଟି କଲର୍‌ ବଜାରକୁ ଛାଡ଼ିଛି। ଏଥିରୁ ଗୋଟିଏ ରେଡ୍ ମେଟାଲିକ୍ ଓ ଅନ୍ୟଟି ହେଉଛି […]

livo

livo

Rakesh Mallick
  • Published: Friday, 05 August 2016
  • Updated: 05 August 2016, 09:48 PM IST

Sports

Latest News

livoମୁମ୍ବାଇ: ବର୍ଷେ ପୂର୍ବରୁ ହୋଣ୍ଡା ମୋଟର ସାଇକେଲ୍ ଏବଂ ସ୍କୁଟର ଇଣ୍ଡିଆ 110cc ଇଞ୍ଜିନ୍ ବାଲା ବାଇକ୍ ଲିଭୋ (Livo) ଭାରତୀୟ ବଜାରରେ ଛାଡ଼ି ଥିଲେ। ବାଜାରକୁ ଆସିବାର ଏକ ବର୍ଷ ପୂରଣ ହେବା ପୂର୍ବରୁ ୨.୫ ଲକ୍ଷରୁ ଅଧିକ ଲିଭୋ ମୋଟର ସାଇକେଲ୍ ବିକ୍ରି କରିବାର ଦାବି କରିଛି କମ୍ପାନୀ।  ଏହି ଅବସରରେ କମ୍ପାନୀ ଏହି ମୋଟର ସାଇକେଲ୍‌ର ଆଉ ଦୁଇଟି କଲର୍‌ ବଜାରକୁ ଛାଡ଼ିଛି। ଏଥିରୁ ଗୋଟିଏ ରେଡ୍ ମେଟାଲିକ୍ ଓ ଅନ୍ୟଟି ହେଉଛି ମ୍ୟାଟ୍ ଏକ୍ସିସ୍ ଗ୍ରେ ମେଟାଲିକ୍। ଏବେ ଏହି ମୋଟର ସାଇକେଲ୍ ଛଅଟି ରଙ୍ଗରେ ଉପଲବ୍ଧ।

ଏହି ମୋଟର ସାଇକେଲ୍‌ର ପ୍ରଥମ ବର୍ଷ ପୂରଣ ଅବସରରେ ହୋଣ୍ଡା ଇଣ୍‌ଆର ସେଲ୍ସ ଏବଂ ମାର୍କେଟିଂର ସିନିୟର ଭାଇସ୍ ପ୍ରେସିଡେଣ୍ଟ ୱାଇ.ଏସ୍ ଗୁଲେରିୟା କହିଥିଲେ ଯେ ଗୋଟିଏ ବର୍ଷରେ 100-110cc ସେଗ୍‌ମେଣ୍ଟରେ ଆସିଥିବା ମାନ୍ଦାବସ୍ଥା ପରେ ମଧ୍ୟ ଲିଭୋର ୨.୫ ଲକ୍ଷ ୟୁନିଟ୍ ବିକ୍ରି ହୋଇଯାଇଥିଲା। ଏହା ସହିତ ଲିଭୋ ଏହି ସେଗ୍‌ମେଣ୍ଟରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ମୋଟର ସାଇକେଲ୍ ଭାବେ ଉଭା ହୋଇଥିଲା।

ସୂଚନାଯୋଗ୍ୟ, ‘ଟ୍ୱିଷ୍ଟର’ର ଚାହିଦା ହ୍ରାସ ପାଉଥିବା ଦେଖି କମ୍ପାନୀ 110cc ଲିଭୋ ବଜାରକୁ ଛାଡ଼ିଥିଲା। ଏହା ବେଶ ଲୋକପ୍ରିୟ ହାସଲ କରିଛି। ଏହା ଏକ ଡ୍ରିମ୍ ସିରିଜ୍ ବେସ୍‌ଡ ମୋଟର ସାଇକେଲ୍। କିନ୍ତୁ ଯୁବକମାନଙ୍କୁ ଆକର୍ଷିତ କରିବା ପାଇଁ ଏହାକୁ ସ୍ପୋର୍ଟି ଷ୍ଟାଇଲ୍ ଦିଆଯାଇଛି।

ଏଥିରେ 109cc ସିଙ୍ଗିଲ୍ ସିଲିଣ୍ଡର ଏୟାର କୁଲ୍ ଇଞ୍ଜିନ୍ ଲଗାଯାଇଛି ଯାହା ୮.୨ ବି.ଏଚ୍‌.ପି ପାୱାର ଓ ୮.୨୩ ଏନ୍‌ଏମ୍‌ ଟର୍କ ଜେନେରେଟ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story