ମ୍ୟାଗି ନୁଡୁଲ୍ସ ବ୍ୟାନ ମାମଲା: ନେସଲେକୁ ମିଳିଲାନି ଆଶ୍ୱସ୍ତି

ମୁମ୍ବାଇ: ନେସଲେ ଇଣ୍ଡିଆକୁ ଶୁକ୍ରବାର ନିରାଶ କରିଛନ୍ତି ବେମ୍ବ ହାଇକୋର୍ଟ। ମ୍ୟାଗି ନୁଡୁଲ୍ସ ଉପରେ ସରକାର ଜାରି କରିଥିବା ବ୍ୟାନକୁ ଚାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲା ନେସଲେ ଇଣ୍ଡିଆ। ତେବେ କୋର୍ଟ ଆଜି ଏହାର ଶୁଣାଣି କରି ତତକାଳ କୌଣସି ଆଶ୍ୱସ୍ତି ଦେବାକୁ ମନା କରି ଦେଇଥିଲେ। ନେସଲେର ପିଟିସନ ଉପରେ ଜବାବ ରଖିବାକୁ କୋର୍ଟ ମହାରାଷ୍ଟ୍ର ସରକାର, କେନ୍ଦ୍ର ସରକାର ଓ ଏଫଏସଏସଏଆଇକୁ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏମାନଙ୍କୁ […]

magi

magi

Rakesh Mallick
  • Published: Friday, 12 June 2015
  • Updated: 12 June 2015, 11:38 AM IST

Sports

Latest News

ମୁମ୍ବାଇ: ନେସଲେ ଇଣ୍ଡିଆକୁ ଶୁକ୍ରବାର ନିରାଶ କରିଛନ୍ତି ବେମ୍ବ ହାଇକୋର୍ଟ। ମ୍ୟାଗି ନୁଡୁଲ୍ସ ଉପରେ ସରକାର ଜାରି କରିଥିବା ବ୍ୟାନକୁ ଚାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲା ନେସଲେ ଇଣ୍ଡିଆ। ତେବେ କୋର୍ଟ ଆଜି ଏହାର ଶୁଣାଣି କରି ତତକାଳ କୌଣସି ଆଶ୍ୱସ୍ତି ଦେବାକୁ ମନା କରି ଦେଇଥିଲେ।

ନେସଲେର ପିଟିସନ ଉପରେ ଜବାବ ରଖିବାକୁ କୋର୍ଟ ମହାରାଷ୍ଟ୍ର ସରକାର, କେନ୍ଦ୍ର ସରକାର ଓ ଏଫଏସଏସଏଆଇକୁ ନୋଟିସ୍ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏମାନଙ୍କୁ ଉତ୍ତର ରଖିବାକୁ କୁହାଯାଇଛି।

ଗତ ମଙ୍ଗଳବାର କୋର୍ଟରେ ପିଟିସନ ଦାଖଲ କରି ନେସଲେ ପକ୍ଷରୁ କୁହାଯାଇଥିଲା ଯେ ସରକାରଙ୍କ ପକ୍ଷରୁ ମ୍ୟାଗି ନୁଡୁଲ୍ସ ଉପରେ ଯେଉଁ ବ୍ୟାନ୍ ଜାରି କରାଯାଇଛି ତାହା ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରୁଛି ଓ ନାଚୁରାଲ ଜଷ୍ଟିସକୁ ବି ଖିଲାପ କରୁଛି। କଂପାନୀ ବଜାରରୁ ସମସ୍ତ ମ୍ୟାଗି ନୁଡୁଲ୍ସ ପ୍ରତ୍ୟାହାର କରିବା ପ୍ରକ୍ରିୟାରେ ଥିବା ବେଳେ ଏଭଳି ନିର୍ଦ୍ଦେଶ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story