ଏପ୍ରିଲରେ ପ୍ରଥମ ଥର କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଚଳିତ ମାସରେ ପ୍ରଥମ ଥର ପାଇଁ ଏହି ଦର କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ପଇସା କମିଛି। ତେଲ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ୯୦ ଟଙ୍କା ୪୦ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ୯୬.୯୮ ପଇସା ରହିଥିବାବେଳେ […]

Petrol and diesel Price

Petrol and diesel Price

Subhransu Sekhar
  • Published: Thursday, 15 April 2021
  • Updated: 16 April 2021, 01:40 PM IST

Sports

Latest News

ନୂଆଦିଲ୍ଲୀ: ୧୫ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିବା ପରେ ଚଳିତ ମାସରେ ପ୍ରଥମ ଥର ପାଇଁ ଏହି ଦର କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ପଇସା କମିଛି। ତେଲ ଦର କମିବା ପରେ ରାଜଧାନୀ ଦିଲ୍ଲୀରେ ଏବେ ପେଟ୍ରୋଲ ୯୦ ଟଙ୍କା ୫୬ ପଇସା ରହିଥିବା ବେଳେ ଡିଜେଲ ୯୦ ଟଙ୍କା ୪୦ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ୯୬.୯୮ ପଇସା ରହିଥିବାବେଳେ ଡିଜେଲ ୯୬ ଟଙ୍କା ୮୩ ପଇସା ରହିଛି। କୋଲକାତାରେ ପେଟ୍ରୋଲ ୯୦.୭୭ ପଇସା, ଡିଜେଲ ୯୦.୬୨ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ୯୨.୫୮ ପଇସା ରହିଥିବାବେଳେ ଡିଜେଲ ୯୨.୪୩ ପଇସା ରହିଛି।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ପେଟ୍ରୋଲ ଓ ଡିଜେଲର ଦର ତିନି ଥର ହ୍ରାସ ପାଇଥିଲା। ଅନ୍ତିମ ଥର ପାଇଁ ମାର୍ଚ୍ଚ ୩୦ରେ ପେଟ୍ରୋଲ ୨୨ ପଇସା ଏବଂ ଡିଜେଲ ୨୩ ପଇସା କମିଥିଲା। ମୋଟ୍ ମାର୍ଚ୍ଚ ମାସରେ ପେଟ୍ରୋଲ ୬୧ ପଇସା ଏବଂ ଡିଜେଲ ୬୦ ପଇସା ହ୍ରାସ ପାଇଥିଲା। ଏହି ସମୟରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ଦାମ ୭୧ ଡଲାରରୁ ଆସି ୬୩ ଡଲାରରେ ପହଞ୍ଚିଥିଲା। ଏବେ କିନ୍ତୁ ଆଉଥରେ ଅଶୋଧିତ ତେଲର ଦାମ ଉପରମୁହାଁ ହୋଇଥିବା ସୂଚନା ରହିଛି। ତେଣୁ ଦର ବଢ଼ିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ଗତବର୍ଷ ଠିକ୍ ଏହି ସମୟରେ ପେଟ୍ରୋଲ ଦର ୬୯.୫୯ ପଇସା ରହିଥିବା ବେଳେ ଡିଜେଲ ଦର ୬୨.୨୯ ପଇସା ରହିଥିଲା। ଏବେର ଦରକୁ ଯଦି ଗତବର୍ଷର ଦର ସହିତ ତୁଳନା କରିବା ତାହେଲେ ଗୋଟିଏ ବର୍ଷରେ ପେଟ୍ରୋଲ ୨୦.୮୧ ପଇସା ଓ ଡିଜେଲ ୧୮.୪୪ ପଇସା ମହଙ୍ଗା ହୋଇଛି। ସେତେବେଳେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୩୦ ଡଲାର ରହିଥିଲା।

ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟ ସରକାର ତେଲରେ ଲଗାଉଥିବା ଏକ୍ସାଇଜ୍ ଡ୍ୟୁଟି ପାଇଁ ଦେଶରେ ତେଲ ଦର ବୃଦ୍ଧି ହେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ମିଶି ପେଟ୍ରୋଲରୁ ୩୨.୯୦ ପଇସା ଆଦାୟ କରୁଥିବା ବେଳେ ଡିଜେଲ ୩୧.୮୦ ପଇସା ଆଦାୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story