କ୍ରିପ୍ଟୋ ଆଇନ ଉଲ୍ଲଙ୍ଘନ କଲେ ୨୦ କୋଟି ଫାଇନ କିମ୍ବା ଦେଢ଼ ବର୍ଷ ଜେଲ!

ନୂଆଦିଲ୍ଲୀ: ଭାରତରେ କ୍ରିପ୍ଟୋକରେନ୍ସି ସହିତ ଜଡ଼ିତ ବ୍ୟବସାୟ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ପୁଞ୍ଜି ବଜାର ନିୟନ୍ତ୍ରକ ନିଯୁକ୍ତ କରିବେ। କ୍ରିପ୍ଟୋକରେନ୍ସି ଉପରେ ସରକାର ପ୍ରସ୍ତୁତ କରୁଥିବା ଯୋଜନାଗୁଡ଼ିକ ସହ ସମ୍ପର୍କ ରଖିଥିବା ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁସାରେ, କେନ୍ଦ୍ର ସରକାର ଭାରତରେ କ୍ରିପ୍ଟୋକରେନ୍ସି ବନ୍ଦ କରିବେ ନାହିଁ। କିନ୍ତୁ ଏହାକୁ କ୍ରିପ୍ଟୋକରେନ୍ସି ବଦଳରେ କ୍ରିପ୍ଟୋ ଆସେଟ୍‌ସ ବା ସମ୍ପତ୍ତି ଭାବେ ବିବେଚନା କରାଯିବ। ସୁନା, ବଣ୍ଡ, ଶେୟାର […]

Crypto

Crypto

Hemant Lenka
  • Published: Tuesday, 07 December 2021
  • Updated: 07 December 2021, 06:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କ୍ରିପ୍ଟୋକରେନ୍ସି ସହିତ ଜଡ଼ିତ ବ୍ୟବସାୟ ଉପରେ ନଜର ରଖିବା ପାଇଁ କେନ୍ଦ୍ର ସରକାର ପୁଞ୍ଜି ବଜାର ନିୟନ୍ତ୍ରକ ନିଯୁକ୍ତ କରିବେ। କ୍ରିପ୍ଟୋକରେନ୍ସି ଉପରେ ସରକାର ପ୍ରସ୍ତୁତ କରୁଥିବା ଯୋଜନାଗୁଡ଼ିକ ସହ ସମ୍ପର୍କ ରଖିଥିବା ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ତାଙ୍କ ସୂଚନା ଅନୁସାରେ, କେନ୍ଦ୍ର ସରକାର ଭାରତରେ କ୍ରିପ୍ଟୋକରେନ୍ସି ବନ୍ଦ କରିବେ ନାହିଁ। କିନ୍ତୁ ଏହାକୁ କ୍ରିପ୍ଟୋକରେନ୍ସି ବଦଳରେ କ୍ରିପ୍ଟୋ ଆସେଟ୍‌ସ ବା ସମ୍ପତ୍ତି ଭାବେ ବିବେଚନା କରାଯିବ। ସୁନା, ବଣ୍ଡ, ଶେୟାର ଆଦିକୁ ଯେମିତି ସମ୍ପତ୍ତି ଭାବେ ବିବେଚନା କରାଯାଉଛି, କ୍ରିପ୍ଟୋକରେନ୍ସିକୁ ମଧ୍ୟ ସେହିପରି ବ୍ୟବହାର କରାଯିବ। ସରକାର କ୍ରିପ୍ଟୋକରେନ୍ସିକୁ କେବେ ହେଲେ ମୁଦ୍ରାର ମାନ୍ୟତା ଦେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଚଳିତ ଶୀତକାଳୀନ ଅଧିବେଶନରେ ସଂସଦରେ କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଗୋଟିଏ ବିଲ୍ ଆଣିବେ। ଏ ସମ୍ପର୍କରେ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ କହିସାରିଛି। ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ କ୍ରିପ୍ଟୋ ଧାରକଙ୍କୁ ସରକାରଙ୍କ ପକ୍ଷରୁ ସମ୍ପତ୍ତି ଘୋଷଣା ପାଇଁ ସମୟସୀମା ଧାର୍ଯ୍ୟ କରାଯିବ। ସେହି ସମୟସୀମା ମଧ୍ୟରେ ସରକାରଙ୍କ ସବୁ ନୂଆ ନିୟମକୁ ସେମାନେ ମାନିବେ। ସରକାର ପ୍ରସ୍ତୁତ କରିବାକୁ ଯାଉଥିବା କ୍ରିପ୍ଟୋକରେନ୍ସି ଆଇନ ବେଶ କଡ଼ାକଡ଼ି ହେବ। ଯେଉଁମାନେ ସରକାରଙ୍କ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କୁ ସର୍ବାଧିକ ୨୦ କୋଟି ଟଙ୍କାର ଫାଇନ କିମ୍ବା ୧.୫ ବର୍ଷ ଯାଏ ଜେଲ ଦଣ୍ଡ ମିଳିବ।

କ୍ରିପ୍ଟୋ ଆସେଟ ସହ ଜଡ଼ିତ ବିଲରେ ସରକାର ନିବେଶ ପାଇଁ ସର୍ବନିମ୍ନ ସୀମା ମଧ୍ୟ ସ୍ଥିର କରିବେ। ଏହା ଦ୍ୱାରା ଜଣେ ସାଧାରଣ ଲୋକ ମଧ୍ୟ ପୁଞ୍ଜି ନିବେଶ କରିପାରିବେ। ଛୋଟ ନିବେଶକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି। ତେବେ ଏସମ୍ପର୍କରେ ଭାରତ ସରକାର କିମ୍ବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story