ଗୁଜରାଟ ପ୍ଲାଣ୍ଟରୁ ନିର୍ମାଣ ହେବ Maruti Suzuki Ignis

ନୂଆଦିଲ୍ଲୀ: ଆସନ୍ତା ପୂଜା ସିଜିନ୍‌ରେ ଭାରତୀୟ ବଜାରକୁ ଆସିବ ଦେଶର ସର୍ବବୃହତ କାର ନିର୍ମାଣକାରୀ କମ୍ପାନୀ  Maruti Suzuki ର Ignis। ଏହାର ଦର ରହିଛି ୪.୮ଲକ୍ଷରୁ ୬.୮ ଲକ୍ଷ ଟଙ୍କା। ମାରୁତୀ ନେକ୍ସା ପ୍ରିମିୟମ ଡିଲରସିପ୍‌ ମାଧ୍ୟମରେ ବିକ୍ରି ହେବାକୁ ଥିବା ମାରୁତିର ଏହି ତୃତୀୟ ମଡେଲଟିର ପାରୀକ୍ଷା ନିରୀକ୍ଷା ଭାରତୀୟ ରୋଡ୍‌ରେ ଜାରି ରହିଛି। ମିଳିଥିବା ସୂଚନା ମୁତାବକ ଏହି ଛୋଟ କାରଟି ଗୁଜରାଟ ପ୍ଲାଣ୍ଟରୁ ନିର୍ମାଣ ହୋଇ ୨୦୧୭ ଜାନୁଆରୀରେ ବଜାରକୁ ଆସିବ। ଏହି […]

marutisuzuki_ignis

marutisuzuki_ignis

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 06:46 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ପୂଜା ସିଜିନ୍‌ରେ ଭାରତୀୟ ବଜାରକୁ ଆସିବ ଦେଶର ସର୍ବବୃହତ କାର ନିର୍ମାଣକାରୀ କମ୍ପାନୀ  Maruti Suzuki ର Ignis। ଏହାର ଦର ରହିଛି ୪.୮ଲକ୍ଷରୁ ୬.୮ ଲକ୍ଷ ଟଙ୍କା। ମାରୁତୀ ନେକ୍ସା ପ୍ରିମିୟମ ଡିଲରସିପ୍‌ ମାଧ୍ୟମରେ ବିକ୍ରି ହେବାକୁ ଥିବା ମାରୁତିର ଏହି ତୃତୀୟ ମଡେଲଟିର ପାରୀକ୍ଷା ନିରୀକ୍ଷା ଭାରତୀୟ ରୋଡ୍‌ରେ ଜାରି ରହିଛି।

ମିଳିଥିବା ସୂଚନା ମୁତାବକ ଏହି ଛୋଟ କାରଟି ଗୁଜରାଟ ପ୍ଲାଣ୍ଟରୁ ନିର୍ମାଣ ହୋଇ ୨୦୧୭ ଜାନୁଆରୀରେ ବଜାରକୁ ଆସିବ। ଏହି ପ୍ଲାଣ୍ଟରୁ ନିର୍ମିତ କାରଟି ବିଦେଶକୁ ମଧ୍ୟ ରପ୍ତାନୀ ହେବ। ଏହି କାରଟିରେ Anti-lock Braking System (ABS) with Electronic Brake Distribution (EBD) and airbags ରହିଥିବା ବେଳେ 1.2-litre VTVT petrol engine and a 1.3-litre MultiJet diesel unit ରହିଛି।

ସୂଚନାଯୋଗ୍ୟ ଯେ, ଏହି ପ୍ଲାଣ୍ଟରେ ନେକ୍ସଟ ଜେନେରେସନ୍‌ର ସ୍ୱିଫ୍ଟ ବଲେନୋ କାରଟି ମଧ୍ୟ ନିର୍ମାଣ କରାଯାଉଛି। ଏହି ପ୍ଲାଣ୍ଟରେ କମ୍ପାନୀ ୧୮,୫୦୦ କୋଟି ବିନିଯୋଗ କରିଛନ୍ତି  ଓ ବାର୍ଷିକ ୨,୫୦,୦୦୦ କାର ନିର୍ମାଣ କରିବାକୁ ଲକ୍ଷ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story