ଏମସିଏଲ୍ ସୁନ୍ଦରଗଡ଼ରେ କରିବ ୧,୬୦୦ମେଗାୱାଟର ସୁପର-କ୍ରିଟିକାଲ୍ ତାପଜ ବିଦ୍ୟୁତ୍ କେନ୍ଦ୍ର  

ନୂଆଦିଲ୍ଲୀ: ମହାନଦୀ କୋଲ୍ ଫିଲ୍ଡ (ଏମସିଏଲ) ଖୁବଶୀଘ୍ର ତାପଜ ବିଦ୍ୟୁତ୍ ଉତ୍ପାଦନ କରିବ। ସୁନ୍ଦରଗଡ଼ ଜିଲ୍ଲାରେ ଏମସିଏଲ୍ ୧୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ସୁପର-କ୍ରିଟିକାଲ ଥମାର୍ଲ ପାୱାର ପ୍ଲାଂଟ ପ୍ରତିଷ୍ଠା କରିବ ବୋଲି ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନିମେଶ ନନ୍ଦନ ସହାୟ ମଙ୍ଗଳବାର ସୂଚନା ଦେଇଛନ୍ତି। ସହାୟ କହିଛନ୍ତି,  ତାପଜ ବିଦ୍ୟୁତ୍ ଉତ୍ପାଦନ ପାଇଁ ମହାନଦୀ ବେସିନ୍ ପାୱାର ଲିମିଟେଡ୍ ଏବଂ ବିଦ୍ୟୁତ୍ ସରବରାହ ପାଇଁ ନୀଳାଚଳ ପାୱାର ଟ୍ରାନ୍ସମିସନ ଲିମିଟେଡ୍ କାର୍ଯ୍ୟ […]

coalindia

coalindia

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 03:35 PM IST

Sports

Latest News

[caption id="attachment_41028" align="alignleft" width="160"]cmdmcl ଏମସିଏଲ୍ ଅନିମେଶ ନନ୍ଦନ ସହାୟ[/caption]

ନୂଆଦିଲ୍ଲୀ: ମହାନଦୀ କୋଲ୍ ଫିଲ୍ଡ (ଏମସିଏଲ) ଖୁବଶୀଘ୍ର ତାପଜ ବିଦ୍ୟୁତ୍ ଉତ୍ପାଦନ କରିବ। ସୁନ୍ଦରଗଡ଼ ଜିଲ୍ଲାରେ ଏମସିଏଲ୍ ୧୬୦୦ ମେଗାୱାଟ କ୍ଷମତା ବିଶିଷ୍ଟ ଏକ ସୁପର-କ୍ରିଟିକାଲ ଥମାର୍ଲ ପାୱାର ପ୍ଲାଂଟ ପ୍ରତିଷ୍ଠା କରିବ ବୋଲି ଏହାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନିମେଶ ନନ୍ଦନ ସହାୟ ମଙ୍ଗଳବାର ସୂଚନା ଦେଇଛନ୍ତି।

ସହାୟ କହିଛନ୍ତି,  ତାପଜ ବିଦ୍ୟୁତ୍ ଉତ୍ପାଦନ ପାଇଁ ମହାନଦୀ ବେସିନ୍ ପାୱାର ଲିମିଟେଡ୍ ଏବଂ ବିଦ୍ୟୁତ୍ ସରବରାହ ପାଇଁ ନୀଳାଚଳ ପାୱାର ଟ୍ରାନ୍ସମିସନ ଲିମିଟେଡ୍ କାର୍ଯ୍ୟ କରିବ।  ଏଥିପାଇଁ ଏହି ଦୁଇଟି କଂପାନୀକୁ ପୃଥକ ପୃଥକ ଭାବେ ପ୍ରତିଷ୍ଠା କରାଯାଇଛି। ଏହି ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ମୋଟ ୧୨୦୦ କୋଟି ଟଙ୍କା ମଂଜୁର କରାଯାଇଛି। ଖଣି ପାଇଁ ପରିବେଶ ଓ ଜଙ୍ଗଲ ମଂଜୁରୀକୁ ତ୍ୱରାନ୍ୱିତ କରାଯିବ ଏବଂ ଏହା ଫଳରେ କୋଇଲା ଉତ୍ପାଦନ ବୃଦ୍ଧି ପାଇବ। ସିଲୋ, କୋଇଲା ଧୋଇବା ପ୍ରକଳ୍ପ ଏବଂ କୋଇଲା ପରିବହନ ପାଇଁ ରାସ୍ତା ଏବଂ ରେଳ ଭିତିଭୂମିର ବିକାଶ କରାଯାଉଛି। ଏଥିସହିତ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ସବ-ଷ୍ଟେସନ, ଉଚ୍ଚ କ୍ଷମତା ସଂପନ୍ନ ପରିବହନ ଲାଇନ ପ୍ରକଳ୍ପ ପାଇଁ ୫ ହଜାର କୋଟି ଟଙ୍କା ମଂଜୁରୀ କରାଯିବାର ବ୍ୟବସ୍ଥା ରହିଛି।

ସେ କହିଛନ୍ତି, ରେଳବାଇ ମନ୍ତ୍ରାଳୟର ଇରକନ, ରାଜ୍ୟ ସରକାର ସରକାରଙ୍କ ଅଧୀନରେ ଥିବା ଇଡକୋର ମିଳିତ ସହଯୋଗରେ ଏମସିଏଲ ସ୍ପେସିଆଲ ପରପଜ୍ ଭେହିକିଲ୍ (ଏସପିଭି) ପ୍ରସ୍ତୁତ କରିଛି। ଏହାଫଳରେ କୋଇଲା ଉତ୍ପାଦନ ଏବଂ ତ୍ୱରିତ ପରିବହନ ପ୍ରକ୍ରିୟା ଶୀଘ୍ର ସଂପନ୍ନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story