ବଜାରକୁ ଆସିଲା  Mercedes GLS 400 SUV

ନୂଆଦିଲ୍ଲୀ: ଜର୍ମାନର କାର ନିର୍ମାତା କମ୍ପାନୀ Mercedes- Benz ଆଜି ତାର SUV ‘GLS 400 4MATICକୁ ବଜାରକୁ ପ୍ରବେଶ କରିଛି। ଦିଲ୍ଲୀର ଏକ୍ସ ଶୋ’ରୁମ୍‌ ଦର ରହିଛି ୮୨.୯୦ ଲକ୍ଷ ଟଙ୍କା। ଏହା ପେଟ୍ରୋଲ ଓ ଡିଜେଲ variantରେ ବଜାରରେ ପ୍ରବେଶ କରିଛି।

table

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।