ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ବାର୍ଷିକ ଦରମା କେତେ?

ଓ୍ୱାଶିଂଟନ: ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବାର୍ଷିକ ଆୟ ବୃଦ୍ଧି ପାଇଛି। ନିକଟରେ ତାଙ୍କର ଦରମା ୬୬ ପ୍ରତିଶତ ବୃଦ୍ଧି କରିଛି କମ୍ପାନୀ। ଏହାପରେ ତାଙ୍କର ବାର୍ଷିକ ଆୟ ୪.୨୯ କୋଟି ଡଲାର (୩୦୪.୫୯ କୋଟି ଟଙ୍କା) ହୋଇଛି। ହାଇଦ୍ରାବାଦରେ ଜନ୍ମିତ ଏହି ସଫ୍ଟଓ୍ୱୟାର ଇଞ୍ଜିନିୟର ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ। ଏହାପରେ କମ୍ପାନୀ ପୂର୍ବ ଅପେକ୍ଷା ଭଲ ବ୍ୟବସାୟ କରି ଲାଭରେ ରହୁଥିବାରୁ ନାଡେଲାଙ୍କ ଦରମା ୬୬ ପ୍ରତିଶତ ବଢ଼ାଇଛି କମ୍ପାନୀ। ମିଡିଆ ରିପୋର୍ଟ ଅନୁଯାୟୀ […]

satya nadella

satya nadella

Subhransu Sekhar
  • Published: Friday, 18 October 2019
  • Updated: 18 October 2019, 10:21 AM IST

Sports

Latest News

ଓ୍ୱାଶିଂଟନ: ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ବାର୍ଷିକ ଆୟ ବୃଦ୍ଧି ପାଇଛି। ନିକଟରେ ତାଙ୍କର ଦରମା ୬୬ ପ୍ରତିଶତ ବୃଦ୍ଧି କରିଛି କମ୍ପାନୀ। ଏହାପରେ ତାଙ୍କର ବାର୍ଷିକ ଆୟ ୪.୨୯ କୋଟି ଡଲାର (୩୦୪.୫୯ କୋଟି ଟଙ୍କା) ହୋଇଛି। ହାଇଦ୍ରାବାଦରେ ଜନ୍ମିତ ଏହି ସଫ୍ଟଓ୍ୱୟାର ଇଞ୍ଜିନିୟର ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ହୋଇଥିଲେ। ଏହାପରେ କମ୍ପାନୀ ପୂର୍ବ ଅପେକ୍ଷା ଭଲ ବ୍ୟବସାୟ କରି ଲାଭରେ ରହୁଥିବାରୁ ନାଡେଲାଙ୍କ ଦରମା ୬୬ ପ୍ରତିଶତ ବଢ଼ାଇଛି କମ୍ପାନୀ।

ମିଡିଆ ରିପୋର୍ଟ ଅନୁଯାୟୀ ନାଡେଲାଙ୍କ ଦରମା ୨୩ ଲକ୍ଷ ଡଲାର (୧୬.୩୩ କୋଟି ଡଲାର)। ତେବେ ସେ ଅନେକ ଶେୟାରରେ ପୁଞ୍ଜି ନିବେଶ କରିଥିବାରୁ ତାଙ୍କର ଅଧିକ ଆୟ ଶେୟାରରୁ ହେଉଛି ବୋଲି ଜଣାପଡ଼ିଛି।

ନାଡେଲାଙ୍କ ଦରମା ବୃଦ୍ଧି ନେଇ ମାଇକ୍ରୋସଫ୍ଟ ଏକ ବିଜ୍ଞପ୍ତି ଜାରି କରିଛି। ଯେଉଁଥିରେ ଉଲ୍ଲେଖ ରହିଛି ନାଡେଲାଙ୍କ ନେତୃତ୍ୱରେ ବିଗତ ୫ ବର୍ଷରେ କମ୍ପାନୀର ବଜାର ମୂଲ୍ୟ ୫୦୯ ଅରବ ଡଲାର ବଢ଼ିଛି। ଏବେ ମାଇକ୍ରୋସଫ୍ଟର ଶେୟାର ୧୦୭୨ ଡଲାର ରହିଥିବା ବେଳେ ଆପଲର ବଜାର ଶେୟାର ୧୦୫୯ ଅରବ ଡଲାର ରହିଛି। ନାଡେଲା ଏବେ ମାଇକ୍ରୋସଫ୍ଟ କ୍ଲାଉଡ କମ୍ପ୍ୟୁଟିଂ ଉପରେ କାମ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story