ଭାରତରେ ଲଞ୍ଚ୍‌ ହେଲା Moto G7 ଓ Motorola One: ଜାଣନ୍ତୁ କ'ଣ ରହିଛି ଖାସ୍

ନୂଆଦିଲ୍ଲୀ: ଚିନ୍‌ର ସ୍ମାର୍ଟଫୋନ୍‌ କମ୍ପାନୀ ମଟୋରୋଲା ଭାରତରେ Moto G7 ଓ Motorola One ଲଞ୍ଚ୍ କରିଛି। Moto G7ର ବିକ୍ରି ମାର୍ଚ୍ଚ ୨୫ରୁ ରିଟେଲ୍ ଷ୍ଟୋର ଓ ଫ୍ଲିପ୍‌କାର୍ଟରେ ଆରମ୍ଭ  ହୋଇଛି । ଏହା ସେରାମିକ୍ ବ୍ଲାକ୍ ଓ କ୍ଲିୟର ହ୍ୱାଇଟ୍ ଦୁଇଟି କଲର୍ ଭ୍ୟାରିୟାଣ୍ଟରେ  ଏବେ ଉପଲବ୍ଧ । Moto G7ର ମୂଲ୍ୟ ୧୬ ହଜାର ୯୯୯ ଟଙ୍କା ରଖାଯାଇଛି। ଏଥିରେ ୪ ଜିବି ରାମ୍‌ ସହ ୬୪ ଜିବି ଇଣ୍ଚରନାଲ୍‌ ମେମୋରି ଦିଆଯାଇଛି। […]

moto

moto

Chinmayee Roy
  • Published: Tuesday, 26 March 2019
  • Updated: 26 March 2019, 09:41 AM IST

Sports

Latest News

ନୂଆଦିଲ୍ଲୀ: ଚିନ୍‌ର ସ୍ମାର୍ଟଫୋନ୍‌ କମ୍ପାନୀ ମଟୋରୋଲା ଭାରତରେ Moto G7 ଓ Motorola One ଲଞ୍ଚ୍ କରିଛି। Moto G7ର ବିକ୍ରି ମାର୍ଚ୍ଚ ୨୫ରୁ ରିଟେଲ୍ ଷ୍ଟୋର ଓ ଫ୍ଲିପ୍‌କାର୍ଟରେ ଆରମ୍ଭ  ହୋଇଛି । ଏହା ସେରାମିକ୍ ବ୍ଲାକ୍ ଓ କ୍ଲିୟର ହ୍ୱାଇଟ୍ ଦୁଇଟି କଲର୍ ଭ୍ୟାରିୟାଣ୍ଟରେ  ଏବେ ଉପଲବ୍ଧ ।

Moto G7ର ମୂଲ୍ୟ ୧୬ ହଜାର ୯୯୯ ଟଙ୍କା ରଖାଯାଇଛି। ଏଥିରେ ୪ ଜିବି ରାମ୍‌ ସହ ୬୪ ଜିବି ଇଣ୍ଚରନାଲ୍‌ ମେମୋରି ଦିଆଯାଇଛି। ସେହିପରି Motorola Oneର ୪ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୧୩ ହଜାର ୯୯୯ଟଙ୍କା ରଖାଯାଇଛି। ଲଞ୍ଚ୍‌ ଅଫର୍‌ ଅନୁଯାୟୀ ଆପଣ ଏହି ଫୋନ୍‌ କିଣିଲେ ଆପଣଙ୍କୁ ରିଲାଏନ୍ସ ଜିଓ ତରଫରୁ କ୍ୟାଶ୍‌ବ୍ୟାକ୍ ମିଳିବ। ୧୯୮ ଓ ୨୯୯ ପ୍ଲାନ୍ ସହ ୨ ହଜାର ୨୦୦ ଟଙ୍କାର କ୍ୟାଶ୍‌ବ୍ୟାକ୍ ମିଳିବ।

Moto G7ର ସ୍ପେଶିଫିକେଶନ୍‌ କଥା କହିଲେ, ଏଥିରେ ୬.୨ର ମ୍ୟାକ୍ସ ଭିଜନ୍ ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୩୨ ପ୍ରୋସେସର ଦିଆଯାଇଛି। ଏଥିରେ 3,000mAhର ବ୍ୟାଟେରୀ ଦିଆଯାଇଛି। କମ୍ପାନୀ ମୁତାବକ ଏହାର ବ୍ୟାଟେରୀ ଫାଷ୍ଟ ଚାର୍ଜ ହୁଏ। ଫଟୋଗ୍ରାଫି ପାଇଁ ଏଥିରେ ୧୨ ମେଗାପିକ୍ସେଲର ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଏଥିରେ ପୋଟ୍ରେଟ୍ ମୋଡ୍, ସ୍ପଟ୍ କଲର୍ ଓ ଅଟୋ ସ୍ମାଇଲ୍ କ୍ୟାପଚର୍‌ ଭଳି କିଛି ସ୍ପେଶାଲ ଫିଚର ଦିଆଯାଇଛି।

Motorola Oneର ସ୍ପେଶିଫିକେଶନ୍ କଥା କହିଲେ ଏଥିରେ ୫.୯ର ମ୍ୟାକ୍ସ ଭିଜନ୍ ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଏଥିରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୨୫ ପ୍ରୋସେସର ଦିଆଯାଇଛି। ଏହି ସ୍ମାର୍ଟଫୋନ୍‌କୁ ମାତ୍ର ୨୦ ମିନିଟ୍ ଚାର୍ଜ କରି ୬ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିହେବ। ଫଟୋଗ୍ରାଫି ପାଇଁ ଏଥିରେ ୧୩ ମେଗାପିକ୍ସେଲର ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ସେଲଫି ପାଇଁ ଏଥିରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା  ରହିଛି। କମ୍ପାନୀ ଏଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବେସ୍ଡ଼‌ ଫିଚର୍ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story