ମାସେ ଭିତରେ ଖଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ  ବେଦାନ୍ତର ଅନୁରୋଧ

ଭୁବନେଶ୍ୱର:  ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ଲାଣ୍ଟକୁ ଚାଲୁ ରଖିବା ପାଇଁ କଞ୍ଚାମାଲ ଯୋଗାଇ ଦେବାକୁ ଖଣିମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବେଦାନ୍ତ କର୍ତ୍ତୃପକ୍ଷ। ମାସେ ଭିତରେ ଆବଶ୍ୟକ କଞ୍ଚାମାଲ ସରକାର ଯୋଗାଇ ନଦେଲେ କମ୍ପାନି ଚାଲିପାରିବ ନାହିଁ ବୋଲି ବେଦାନ୍ତ ସିଓଓ କହିଛନ୍ତି। ଓଏମସି ମାଧ୍ୟମ୍ୟରେ ବକସାଇଟ୍ ଯୋଗାଇବାକୁ ସରକାର ବେଦାନ୍ତକୁ କହିଛନ୍ତି। ଓଏମସିକୁ ଯେଉଁ ଖଣି ମିଳିଛି ସେଥିରୁ ଉତ୍ତୋଳନ ହେବାକୁ  ଆହୁରି ୨-୩ ବର୍ଷ […]

badanta

badanta

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 03:58 AM IST

ଭୁବନେଶ୍ୱର:  ଲାଞ୍ଜିଗଡ଼ ବେଦାନ୍ତ ପ୍ଲାଣ୍ଟ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ଲାଣ୍ଟକୁ ଚାଲୁ ରଖିବା ପାଇଁ କଞ୍ଚାମାଲ ଯୋଗାଇ ଦେବାକୁ ଖଣିମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବେଦାନ୍ତ କର୍ତ୍ତୃପକ୍ଷ। ମାସେ ଭିତରେ ଆବଶ୍ୟକ କଞ୍ଚାମାଲ ସରକାର ଯୋଗାଇ ନଦେଲେ କମ୍ପାନି ଚାଲିପାରିବ ନାହିଁ ବୋଲି ବେଦାନ୍ତ ସିଓଓ କହିଛନ୍ତି। ଓଏମସି ମାଧ୍ୟମ୍ୟରେ ବକସାଇଟ୍ ଯୋଗାଇବାକୁ ସରକାର ବେଦାନ୍ତକୁ କହିଛନ୍ତି। ଓଏମସିକୁ ଯେଉଁ ଖଣି ମିଳିଛି ସେଥିରୁ ଉତ୍ତୋଳନ ହେବାକୁ  ଆହୁରି ୨-୩ ବର୍ଷ ଲାଗିବ। ବୈଠକରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଖଣି ନିଦ୍ଦେର୍ଶକ ଦୀପକ ମହାନ୍ତି, ବେଦାନ୍ତର ସିଓଓ କେ କେ ଦାଭେ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story