ଦେଶର ଆର୍ଥିକ ସ୍ଥିତିକୁ ନେଇ ମୁହଁ ଖୋଲିଲେ ମୁକେଶ ଅମ୍ୱାନୀ

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ରହିଛି। ଏହାକୁ ନେଇ ଅନେକ ଶିଳ୍ପପତି ଏବଂ ବ୍ୟବସାୟୀ ବିଭିନ୍ନ ମତ ରଖି ସାରିଛନ୍ତି। ସାଉଦି ଆରବରେ ‘ରେଗୋସ୍ତାନରେ ଦାବୋସ’ ସମ୍ମିଳନୀ ଚାଲିଛି। ଏହି ଅବସରରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତାଙ୍କ ମତରେ ଭାରତରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ତାହା ଅସ୍ଥାୟୀ। ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ମୋଦି ସରକାର ଯେଉଁ ସବୁ ପଦକ୍ଷେପ ନିକଟରେ ନେଇଛନ୍ତି ତାହା ସଫଳ ହେବ […]

mukesh_ambani

mukesh_ambani

Subhransu Sekhar
  • Published: Wednesday, 30 October 2019
  • Updated: 30 October 2019, 12:53 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଆର୍ଥିକ ମାନ୍ଦାବସ୍ଥା ରହିଛି। ଏହାକୁ ନେଇ ଅନେକ ଶିଳ୍ପପତି ଏବଂ ବ୍ୟବସାୟୀ ବିଭିନ୍ନ ମତ ରଖି ସାରିଛନ୍ତି। ସାଉଦି ଆରବରେ ‘ରେଗୋସ୍ତାନରେ ଦାବୋସ’ ସମ୍ମିଳନୀ ଚାଲିଛି। ଏହି ଅବସରରେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ ଯୋଗ ଦେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ତାଙ୍କ ମତରେ ଭାରତରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି ତାହା ଅସ୍ଥାୟୀ। ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ମୋଦି ସରକାର ଯେଉଁ ସବୁ ପଦକ୍ଷେପ ନିକଟରେ ନେଇଛନ୍ତି ତାହା ସଫଳ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଯାହାକି ୫ ପ୍ରତିଶତ ରହିଛି। ଏହାକୁ ନେଇ କାଠଗଡ଼ାରେ ଏବେ ମୋଦି ସରକାଙ୍କ ଆର୍ଥିକ ନୀତି। ଦେଶର ଏଭଳି ମାନ୍ଦାବସ୍ଥା ମନୁଷ୍ୟକୃତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଥିଲେ। ମୋଦି ସରକାରଙ୍କ ତାଙ୍କ ପ୍ରଥମ ସରକାରରେ ନେଇଥିବା ଜିଏସଟି, ନୋଟବନ୍ଦୀ ଭଳି ହଠାତ୍ ନିଷ୍ପତ୍ତି ଦେଶର ଅର୍ଥବ୍ୟବସ୍ଥା ଖରାପ ହେବାର କାରଣ ବୋଲି ମନମୋହନ ସିଂହ କହିଥିଲେ। ସେହିପରି ଆଇଏମଏଫ ମଧ୍ୟ ଭାରତର ଅଭିବୃଦ୍ଧି ହାରକୁ ନେଇ ଚିନ୍ତା ପ୍ରକଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story