ନାଲକୋର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାସ ପିଇଏସବିର ସଦସ୍ୟ ନିଯୁକ୍ତ

ନୂଆଦିଲ୍ଲୀ: ନାଲକୋର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାସ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସିଲେକ୍ସନ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ପିଇଏସବିର ସଦସ୍ୟ ଭାବେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ପିଇଏସବିର ଅଧ୍ୟକ୍ଷ ରହିବେ ପୂର୍ବତନ କ୍ୟାବିନେଟ୍ ସେକ୍ରେଟେରୀ ଅଜିତ ଶେଠ୍। ପବ୍ଲିକ ଏଣ୍ଟରପ୍ରାଇଜ୍ ଗୁଡ଼ିକର ସିଏମଡି ଓ ବୋର୍ଡର ଅନ୍ୟ ସଦସ୍ୟମାନଙ୍କୁ ପିଇଏସବି ଚୟନ କରିଥାଏ। ଭାରତ ସରକାର ୩.୩. ୧୯୮୭ରେ ପିଇଏସବି ବା ପବ୍ଲିକ ଏଣ୍ଟରପ୍ରାଇଜେସ୍ ସିଲେକ୍ସନ ବୋର୍ଡ ଗଠନ କରିଥିଲେ। ସମୟକୁ […]

anshumandas

anshumandas

Rakesh Mallick
  • Published: Sunday, 16 August 2015
  • Updated: 16 August 2015, 05:55 AM IST

Sports

Latest News

ନୂଆଦିଲ୍ଲୀ: ନାଲକୋର ପୂର୍ବତନ ଅଧ୍ୟକ୍ଷ ଅଂଶୁମାନ ଦାସ ପବ୍ଲିକ ଏଣ୍ଟରପ୍ରାଇଜେସ୍ ସିଲେକ୍ସନ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ପିଇଏସବିର ସଦସ୍ୟ ଭାବେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ପିଇଏସବିର ଅଧ୍ୟକ୍ଷ ରହିବେ ପୂର୍ବତନ କ୍ୟାବିନେଟ୍ ସେକ୍ରେଟେରୀ ଅଜିତ ଶେଠ୍। ପବ୍ଲିକ ଏଣ୍ଟରପ୍ରାଇଜ୍ ଗୁଡ଼ିକର ସିଏମଡି ଓ ବୋର୍ଡର ଅନ୍ୟ ସଦସ୍ୟମାନଙ୍କୁ ପିଇଏସବି ଚୟନ କରିଥାଏ। ଭାରତ ସରକାର ୩.୩. ୧୯୮୭ରେ ପିଇଏସବି ବା ପବ୍ଲିକ ଏଣ୍ଟରପ୍ରାଇଜେସ୍ ସିଲେକ୍ସନ ବୋର୍ଡ ଗଠନ କରିଥିଲେ। ସମୟକୁ ସମୟ ଏହି କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ନିଯୁକ୍ତି ଦିଆଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story