ବିଏସଏନଏଲର ନୂଆ ପ୍ଲାନ୍, କଥା ହେଲେ ଗ୍ରାହକ ପାଇବେ ପଇସା

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛନ୍ତି। ଠିକ୍ ଏହି ସମୟରେ ବିଏସଏନଏଲ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ଲାନ୍ ଘୋଷଣା କରିଛି। ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କର ମୋବାଇଲକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବେକ୍ ମିଳିବ। ଯାହାକି ସ୍ୱୟଂଚାଳିତ ରହିବ ବୋଲି ବିଏସଏନଏଲ ଘୋଷଣା କରିଛି। ଏହି ନିୟମ ପଲ୍ଲୀରୁ ଦିଲ୍ଲୀ […]

bsnl

bsnl

Subhransu Sekhar
  • Published: Friday, 01 November 2019
  • Updated: 01 November 2019, 12:45 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି)କୁ ନେଇ ଦେଶର ଜିଓ ଗ୍ରାହକ ଏବେ କମ୍ପାନୀ ପ୍ରତି ବିମୁଖ ହୋଇଛନ୍ତି। ଠିକ୍ ଏହି ସମୟରେ ବିଏସଏନଏଲ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ଲାନ୍ ଘୋଷଣା କରିଛି। ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କର ମୋବାଇଲକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବେକ୍ ମିଳିବ। ଯାହାକି ସ୍ୱୟଂଚାଳିତ ରହିବ ବୋଲି ବିଏସଏନଏଲ ଘୋଷଣା କରିଛି। ଏହି ନିୟମ ପଲ୍ଲୀରୁ ଦିଲ୍ଲୀ ସବୁଠି ଲାଗୁ ହେବ ବୋଲି ବିଏସଏନଏଲ୍ କହିଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଜିଓ ଆୟୁସି ଚାର୍ଜ ମିନିଟ୍ ପିଛା ୬ ପଇସା ନେବ ବୋଲି ଗତମାସରେ ଘୋଷଣା କରିଥିଲା। ଏହାପରେ ଜିଓ ନୂଆ ରିଚାର୍ଜ ପ୍ଲାନ୍ ବାହାର କରି ଗ୍ରାହକଙ୍କୁ ବାନ୍ଧିରଖିବାକୁ ଚେଷ୍ଟା କରୁଛି। ଜିଓର ପ୍ରତିଦ୍ୱନ୍ଦୀ କମ୍ପାନୀ ଏୟାରଟେଲ୍ ଓ ଭୋଡାଫୋନ କିନ୍ତୁ ଆୟୁସି ନେବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି।

ସୂଚନାଯୋଗ୍ୟ, ଆର୍ଥିକ କ୍ଷତିରେ ଚାଲୁଥିବାରୁ ସରକାର ଏହି ବିଏସଏନଏଲକୁ ବନ୍ଦ କରିବାକୁ ଯୋଜନା କରୁଥିବା ନେଇ ନିକଟରେ ଚର୍ଚ୍ଚା ଚାଲୁଥିଲା। ଯାହାକୁ, କମ୍ପାନୀ ଗୁଜବ ବୋଲି କହିଥିଲା। ଏହାପରେ କେନ୍ଦ୍ର ସରକାର ନିକଟରେ ଏମଟିଏନଏଲକୁ ବିଏସଏନଏଲ ସହ ମିଶ୍ରଣ ପାଇଁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story