ନଭେମ୍ବରରେ ଭୁବନେଶ୍ୱରରେ ହେବ ଷ୍ଟାର୍ଟଅପ୍‌ ଫେଷ୍ଟିଭାଲ୍

ଭୁବନେଶ୍ୱର: ମୁମ୍ବାଇର ମେକ୍‌ ଇନ୍‌ ଇଣ୍ଡିଆ ଓ ଆମେରିକାରେ ଗ୍ଲୋବାଲ କନ୍‌ଫରେନ୍ସରେ ଯୋଗ ଦେବା ପରେ ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଷ୍ଟାର୍ଟଅପ୍‌ ଫେଷ୍ଟିଭାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଷ୍ଟାଟଅପ୍‌ ପଲିସି ଅନୁସାରେ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଆୟୋଜିତ ହେବ ଏହି ଷ୍ଟାର୍ଟ ଅପ୍ ଫେଷ୍ଟିଭାଲ। ଏଥିରେ ଇଣ୍ଡଷ୍ଟ୍ରିଆଲ୍‌ ପଲିସି ରିଜୋଲ୍ୟୁସନ (ଆଇପିଆର), ଇ-ବିଜ୍‌ ପୋର୍ଟାଲ୍, ଷ୍ଟାର୍ଟ ଅପ୍‌ ପଲିସି କ୍ଷେତ୍ରରେ ରାଜ୍ୟରେ ଥିବା ସୁବିଧା ସୁଯୋଗ ନେଇ ନିବେଶକଙ୍କ ସହ ଆଲୋଚନା […]

startup -odisha

startup -odisha

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 03:00 PM IST

Sports

Latest News

startup -odishaଭୁବନେଶ୍ୱର: ମୁମ୍ବାଇର ମେକ୍‌ ଇନ୍‌ ଇଣ୍ଡିଆ ଓ ଆମେରିକାରେ ଗ୍ଲୋବାଲ କନ୍‌ଫରେନ୍ସରେ ଯୋଗ ଦେବା ପରେ ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଷ୍ଟାର୍ଟଅପ୍‌ ଫେଷ୍ଟିଭାଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଷ୍ଟାଟଅପ୍‌ ପଲିସି ଅନୁସାରେ ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଆୟୋଜିତ ହେବ ଏହି ଷ୍ଟାର୍ଟ ଅପ୍ ଫେଷ୍ଟିଭାଲ। ଏଥିରେ ଇଣ୍ଡଷ୍ଟ୍ରିଆଲ୍‌ ପଲିସି ରିଜୋଲ୍ୟୁସନ (ଆଇପିଆର), ଇ-ବିଜ୍‌ ପୋର୍ଟାଲ୍, ଷ୍ଟାର୍ଟ ଅପ୍‌ ପଲିସି କ୍ଷେତ୍ରରେ ରାଜ୍ୟରେ ଥିବା ସୁବିଧା ସୁଯୋଗ ନେଇ ନିବେଶକଙ୍କ ସହ ଆଲୋଚନା ହେବ।

ଏନେଇ ‘ଦି ଇଣ୍ଡସ ଏଣ୍ଟରପ୍ରିନିୟର୍ସ’ର ଓଡ଼ିଶା ମୁଖ୍ୟ ରାଜୀବ ସାହୁ କହିଛନ୍ତି,“ସରକାରଙ୍କ ପକ୍ଷରୁ ନଭେମ୍ବରରେ ଷ୍ଟାର୍ଟଅପ୍‌ ଫେଷ୍ଟିଭାଲ କରାଯିବ। ଏଥିରେ ଏଣ୍ଟରପ୍ରିନିୟର୍ସଙ୍କୁ ପ୍ରୋତ୍ସାହିତ କରାଯିବ। ଏଣ୍ଟରପ୍ରିନିୟର୍ସଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏଣ୍ଟରପ୍ରିନିୟର୍ସ ମାନଙ୍କୁ କିପରି ରାଜ୍ୟରେ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ।”

ଷ୍ଟାର୍ଟଅପ୍‌ ଓଡ଼ିଶାର ବାର୍ତ୍ତା ନେଇ ଆମେରିକାର ସିଲିକିନ୍‌ ଭ୍ୟାଲିରେ ଗ୍ଲୋବାଲ କନ୍‌ଫରେନ୍ସ, ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ, ଫେସ୍‌ବୁକ୍‌ ଓ ଗୁଗଲ ମୁଖ୍ୟାଳୟ ଯାଇଥିଲା ଟିମ୍ ଓଡ଼ିଶା। ଏଥିରେ ବିଦେଶୀ ନିବେଶକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରାଯାଇଥିଲା। ଟାଇ-ସିଲିକନ୍‌ ଭ୍ୟାଲି ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଭାରତ ସମେତ ୨୫ଟି ଦେଶର ପ୍ରାୟ ୫ ହଜାର ପ୍ରଫେସନାଲ୍‌ ଯୋଗ ଦେଇଥିଲେ। ଓଡ଼ିଶାରେ ଆଇଟି, ଇଲେକ୍ଟ୍ରୋନିକ୍ସ ଆଣ୍ଡ ମାନୁଫ୍ୟାକ୍ଚରିଂ, ଫୁଡ୍‌ ପ୍ରୋସେସିଂ, କେମିକାଲ ଓ ପେଟ୍ରୋ କେମିକାଲ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ବିଭିନ୍ନ କମ୍ପାନୀ ଆଗ୍ରହ ଦେଖାଇଛନ୍ତି।

ଏନେଇ ଶିଳ୍ପମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି,“କେମିକାଲ ଓ ପେଟ୍ରୋକେମିକାଲ ଇତ୍ୟାଦି କ୍ଷେତ୍ର ଉପରେ ଅଧିକ ଫୋକସ୍‌ କରାଯାଇଛି। ଏହା ସହ ୫ଟି ଫୋକସ୍‌ ସେକ୍ଟର ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିବାକୁ କେପିଏମ୍‌ଜି ପକ୍ଷରୁ ଆମକୁ ଦିଆଯାଇଥିବା ଉପଦେଶକୁ ଗ୍ରହଣ କରାଯାଇଛି। ଏହାକୁ ଆମେ କଡ଼ାକଡ଼ି କରିଛୁ। ଏନେଇ ଏକ ଡ୍ରାଫ୍ଟ ପଲିସି କରି ସାରିଛୁ। ଷ୍ଟାର୍ଟଅପ୍‌ର ଏପିସେଣ୍ଟର କୁହାଯାଉଥିବା ସିଲିକନ୍‌ଭ୍ୟାଲିରେ ଷ୍ଟାର୍ଟଅପ୍‌ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story