ଓଡ଼ିଶାରେ ୩୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କଲେ ନାଲକୋ ସିଏମଡି

ନୂଆଦିଲ୍ଲୀ: ଓଡ଼ିଶାରେ ୩୦ ହଜାର କୋଟି ଟଙ୍କ।ର ପୁଞ୍ଜି ନିବେଶ ନେଇ କେନ୍ଦ୍ର ଅର୍ଥ ଓ କର୍ପୋରେଟ ଆଫ।ୟାର୍ସ ମନ୍ତ୍ରୀଙ୍କ ସହ ନାଲକୋ ସିଏମଡି ଆଲୋଚନା କରିଛନ୍ତି। ଏ ନେଇ ଯୋଜନା ପ୍ରସ୍ତୁତ ହୋଇସାରିଥିବା ଓଟିଭିକୁ ସୂଚନା ଦେଇ ନାଲକୋ ସିଏମଡି ତପନ କୁମାର ଚାନ୍ଦ କହିଛନ୍ତି। ତେବେ ଦେଶରେ ଆଲୁମିନିୟମ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦା ଅବସ୍ଥା ସମ୍ପର୍କରେ ଆଲୁମିନିୟମ୍ ଆସୋସିଏଶନ ଅଫ ଇଣ୍ଡିଆର ସଦସ୍ୟ ଆଜି ଅର୍ଥମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି। ଏପଟେ ଓଡ଼ିଶାରେ ଆଲୁମିନିୟମ ଶିଳ୍ପକୁ […]

nalco

nalco

Rakesh Mallick
  • Published: Sunday, 13 September 2015
  • Updated: 13 September 2015, 02:41 PM IST

Sports

Latest News

nalcoନୂଆଦିଲ୍ଲୀ: ଓଡ଼ିଶାରେ ୩୦ ହଜାର କୋଟି ଟଙ୍କ।ର ପୁଞ୍ଜି ନିବେଶ ନେଇ କେନ୍ଦ୍ର ଅର୍ଥ ଓ କର୍ପୋରେଟ ଆଫ।ୟାର୍ସ ମନ୍ତ୍ରୀଙ୍କ ସହ ନାଲକୋ ସିଏମଡି ଆଲୋଚନା କରିଛନ୍ତି। ଏ ନେଇ ଯୋଜନା ପ୍ରସ୍ତୁତ ହୋଇସାରିଥିବା ଓଟିଭିକୁ ସୂଚନା ଦେଇ ନାଲକୋ ସିଏମଡି ତପନ କୁମାର ଚାନ୍ଦ କହିଛନ୍ତି। ତେବେ ଦେଶରେ ଆଲୁମିନିୟମ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦା ଅବସ୍ଥା ସମ୍ପର୍କରେ ଆଲୁମିନିୟମ୍ ଆସୋସିଏଶନ ଅଫ ଇଣ୍ଡିଆର ସଦସ୍ୟ ଆଜି ଅର୍ଥମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି। ଏପଟେ ଓଡ଼ିଶାରେ ଆଲୁମିନିୟମ ଶିଳ୍ପକୁ ନେଇ ଏବେ ଆଶା ଓ ଆଶଙ୍କ। ଦେଖାଦେଇଛି ।nalco1

ସୂଚନାଯୋଗ୍ୟ ଯେ, ରାଜ୍ୟରେ ୩୦ ହଜାର କୋଟି ଟଙ୍କ।ର ପୁଞ୍ଜିନିବେଶ ନେଇ ନାଲକୋ ପ୍ରସ୍ତୁତ କରିଛି ବ୍ଲୁପ୍ରିଣ୍ଟ। ଏ ନେଇ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟି ପୁରା ପୋଜେକ୍ଟ ସମ୍ପର୍କରେ ଅବଗତ କରାଇଛନ୍ତି ନାଲକୋ ସିଏମଡି ତପନ କୁମାର ଚାନ୍ଦ। ରାଜ୍ୟ ସରକାର ଆବଶ୍ୟକ ସହାୟତା ଯୋଗାଇ ନ ଦେଲେ ନାଲକୋ ଅନ୍ୟ ରାଜ୍ୟରେ ପୁଞ୍ଜି ନିବେଶ କରିବ ବୋଲି ସେ କହିଛନ୍ତି। ସେପଟେ ଦେଶରେ ଆଲୁମିନିୟମ କ୍ଷେତ୍ରରେ ଦେଖା ଦେଇଥିବା ମାନ୍ଦାବସ୍ଥା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ଆଲୋଚନା କରିଛନ୍ତି ଆଲୁମିନିୟମ ଆସୋସିଏଶନ ଅଫ୍ ଇଣ୍ଡିଆର ସଦସ୍ୟ। ଆଲୁମିନିୟମ ଆମଦାନୀ ଉପରେ କଷ୍ଟମଡ୍ୟୁଟି ୫ ପ୍ରତିଶତରୁ ୧୦ ପ୍ରତିଶତ ବୃଦ୍ଧି ପାଇଁ ସେମାନେ ଦାବି କରିଛନ୍ତି।nalco2

ସେପଟେ ରାୟଗଡାରେ ଏଲ୍ ଆଣ୍ଡ ଟିର ଆଲୁମିନିୟମ୍ ରିଫ।ଇନାରି ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସିଜୁରୁମାଳି ଓ କୁଟୁରୁମାଳି ବକ୍ସାଇଟ୍ ଖଣିର ମାଇନିଂ ଲିଜ୍ ବା ଏମ୍ଏଲକୁ ଏଲ୍ ଆଣ୍ଡ ଟିକୁ ପ୍ରଦାନ କରିବାକୁ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର। ଦୁଇ ପର୍ଯ୍ୟାୟରେ ଏଲ ଆଣ୍ଡ ଟି ୩ ମିଲିୟନ୍ ଟନ ଆଲୁମିନିୟମ୍ ରିଫ।ଇନାରି ସ୍ଥାପନ କରିବ।  ଯେହେତୁ ଏଲ୍ ଆଣ୍ଡ ଟି ପାଖରେ ପ୍ରସପେକଟିଂ ଲାଇସେନ୍ସ ରହିଥିଲା, ତେଣୁ ନୂଆ ଏମଏମଡିଆର ଆକ୍ଟ ଅନୁସାରେ ଏମ୍ଏଲ୍ ପାଇବାରେ କିଛି ଅସୁବିଧା ନାହିଁ। ଏପଟେ କିନ୍ତୁ ଲାଞ୍ଜିଗଡସ୍ଥିତ ବେଦାନ୍ତ ଆଲୁମିନା ପାଇଁ ଏବେ ଚିନ୍ତା ହୋଇଛି ବକସାଇଟ୍। ବାର୍ଷିକ ୧ ମିଲିୟନ ଟନ୍ ଆଲୁମିନା ଉତ୍ପାଦନ କ୍ଷମତା ବିଶିଷ୍ଟ ଏଇ ପ୍ଲାଣ୍ଟ ବନ୍ଦ ହେବା ଉପରେ। ବିଦେଶରୁ ବକସାଇଟ ଆମଦାନୀ ବନ୍ଦ ହୋଇଯାଇଥିବା ବେଳେ ଛତିଶଗଡ଼, ଆନ୍ଧ୍ର, ରାଜସ୍ଥାନ, ଗୁଜରାଟରୁ ଆସିଥିବା ବକସାଇଟରେ ଏବେ ପ୍ଲାଣ୍ଟ ଚାଲିଛି। ବର୍ତ୍ତମାନର ମହଜୁଦ୍ କଞ୍ଚାମାଲରେ ପ୍ଲାଣ୍ଟ ଅତିବେଶୀରେ ୨ ସପ୍ତାହ ଚାଲିପାରିବ। କଞ୍ଚାମାଲ ସମସ୍ୟା ନେଇ ଗତ ୩ ତାରିଖରେ ବେଦାନ୍ତ ଗ୍ରୁପ୍ ସିଇଓ ଟମ୍ ଆଲବାନିଜ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଗୋଟିଏ ପଟେ ନାଲକୋ ଅଧିକ ପୁଞ୍ଜିନିବେଶ କରୁଥିବା ବେଳେ ଏଲ ଆଣ୍ଡ ଟି ପ୍ଲାଣ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ସେପଟେ ବେଦାନ୍ତ ଆଲୁମିନା ବନ୍ଦ ହେବା ଉପରେ। ଏସବୁ ଭିତରେ ରାଜ୍ୟରେ ଆଲୁମିନିୟମ୍ ଶିଳ୍ପର ଭବିଷ୍ୟତ କ’ଣ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story