ଓଡ଼ିଶାରେ ୩ ମାସରେ ୪୦୦ଟି ନୂଆ ଟାୱାର ବସାଇବ ବିଏସଏନଏଲ୍

ଭୁବନେଶ୍ୱର: ‌ଓଡ଼ିଶାରେ ଆଉ ୪୦୦ଟି ଟାୱାର ବସାଇବ ରାଷ୍ଟ୍ରୟତ ଟେଲିକମ୍ ଉଦ୍ୟୋଗ ବିଏସଏନଏଲ୍। ଆସନ୍ତା ୩ ମାସ ମଧ୍ୟରେ କଂପାନୀ ଏହି ଟାୱାର ଗୁଡିକୁ ବସାଇବ। ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ବିଜୟା ନନ୍ଦ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି। ଆଜି ଠାରୁ ବିଏସଏନଏଲର ଦେଶବ୍ୟାପି ଫ୍ରି ରୋମିଂ ସେବା ଆରମ୍ଭ ଅବସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଦେଇଥିଲେ ଏହି ସୂଚନା। ସୂଚନାଯୋଗ୍ୟ, ଓଡିଶାରେ ବର୍ତ୍ତମାନ ବିଏସଏନଏଲର ୩୮୩୧ ଟି ଟାୱାର ରହିଛି। […]

mobiletower

mobiletower

Rakesh Mallick
  • Published: Monday, 15 June 2015
  • Updated: 15 June 2015, 01:49 PM IST

Sports

Latest News

ଭୁବନେଶ୍ୱର: ‌ଓଡ଼ିଶାରେ ଆଉ ୪୦୦ଟି ଟାୱାର ବସାଇବ ରାଷ୍ଟ୍ରୟତ ଟେଲିକମ୍ ଉଦ୍ୟୋଗ ବିଏସଏନଏଲ୍। ଆସନ୍ତା ୩ ମାସ ମଧ୍ୟରେ କଂପାନୀ ଏହି ଟାୱାର ଗୁଡିକୁ ବସାଇବ। ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ବିଜୟା ନନ୍ଦ ମିଶ୍ର ସୋମବାର ଏହି ସୂଚନା ଦେଇଛନ୍ତି। ଆଜି ଠାରୁ ବିଏସଏନଏଲର ଦେଶବ୍ୟାପି ଫ୍ରି ରୋମିଂ ସେବା ଆରମ୍ଭ ଅବସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ ଦେଇଥିଲେ ଏହି ସୂଚନା।
ସୂଚନାଯୋଗ୍ୟ, ଓଡିଶାରେ ବର୍ତ୍ତମାନ ବିଏସଏନଏଲର ୩୮୩୧ ଟି ଟାୱାର ରହିଛି। ସେଥିମଧ୍ୟରୁ ୨୭୩୧ଟି ଟୁଜି ଟାୱାର ହୋଇଥିବା ବେଳେ ୧୧୦୦ଟି ୩ ଜି ଟାୱାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story