ଓଡିଶାର ବ୍ୟାକିଙ୍ଗ୍ ଅଭିଯୋଗ ୬୩% ବୃଦ୍ଧି

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନ ଆସିଛି। ଫଳରେ ବ୍ୟାଙ୍କିଙ୍ଗ ଆମ୍ବୁଡସମ୍ୟାନ ଓଡ଼ିଶା ଠାରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ୬୩.୪ ପ୍ରତିଶତ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୩ ଆର୍ଥିକ ବର୍ଷରେ ଅଭିଯୋଗ ସଂଖ୍ୟା ୧୪୯୮ ଥିବାବେଳେ ୨୦୧୪-୧୫ରେ ୨୪୪୮ରେ ପହଞ୍ଚିଛି। ତେବେ ୯୯.୮ପ୍ରତିଶତ ଅଭିଯୋଗରୁ ଶୁଣାଣି କରି ସମାଧନ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଅଫିସ ଅଫ ବ୍ୟାଙ୍କିଙ୍ଗ୍ ଅମ୍ବୁଡସମ୍ୟାନ ପକ୍ଷରୁ କୁହାଯାଇଛି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା […]

vlcsnap-2015-08-18-09h49m56s272

vlcsnap-2015-08-18-09h49m56s272

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 04:20 AM IST

Sports

Latest News

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନ ଆସିଛି। ଫଳରେ ବ୍ୟାଙ୍କିଙ୍ଗ ଆମ୍ବୁଡସମ୍ୟାନ ଓଡ଼ିଶା ଠାରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ୬୩.୪ ପ୍ରତିଶତ ଅଭିଯୋଗ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୩ ଆର୍ଥିକ ବର୍ଷରେ ଅଭିଯୋଗ ସଂଖ୍ୟା ୧୪୯୮ ଥିବାବେଳେ ୨୦୧୪-୧୫ରେ ୨୪୪୮ରେ ପହଞ୍ଚିଛି। ତେବେ ୯୯.୮ପ୍ରତିଶତ ଅଭିଯୋଗରୁ ଶୁଣାଣି କରି ସମାଧନ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଅଫିସ ଅଫ ବ୍ୟାଙ୍କିଙ୍ଗ୍ ଅମ୍ବୁଡସମ୍ୟାନ ପକ୍ଷରୁ କୁହାଯାଇଛି। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଦ୍ୱାରା ବ୍ୟାଙ୍କିଙ୍ଗ୍ ଅମ୍ୱଡସମ୍ୟାନରେ  ସମାଧାନ ହୋଇପାରିଛି। ବିଭିନ୍ନ ବ୍ୟାଙ୍କ ସହ ଋଣ ଦେଣନେଣ, ଏଟିଏମ୍ ଓ ଡେବିଟ କାର୍ଡ ବ୍ୟବହାରକୁ ନେଇ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos